Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ଆଜି ଜନ୍ମଦିନରେ ଜାଣନ୍ତୁ, କଲାମଙ୍କ ବିଷୟରେ ୧୨ଟି ଅଜଣା କଥା

ଭୁବନେଶ୍ୱର: ମହାମାନବ 'ମିସାଇଲ ମ୍ୟାନ୍' ଏପିଜେ ଅବଦୁଲ କଲାମଙ୍କର ଆଜି ହେଉଛି ଜନ୍ମଦିବସ । ସେଥିଲେ ଜଣେ ଶିକ୍ଷକ, ବୈଜ୍ଞାନିକ, ରାଷ୍ଟ୍ରପତି ଆହୁରି ଅନେକ କିଛି । ସର୍ବୋପରେ ସେ ଥିଲେ ଭାରତ ମାତାର ସୁଯୋଗ୍ୟ ସନ୍ତାନ । ଭାରତରତ୍ନ ପ୍ରାପ୍ତ ଏହି ମାହାନ ବ୍ୟକ୍ତିଙ୍କ ବିଷରେ ଜାଣନ୍ତୁ ୧୨ଟି…

ପୂର୍ବତନ ରାଷ୍ଟ୍ରପତି ‘ଅବଦୁଲ କଲାମ’ଙ୍କ ଆଜି ଜନ୍ମଦିବସ

ଭୁବନେଶ୍ୱର: ଭାରତବର୍ଷରେ ଏଭଳି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ଅକଥନୀୟ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥପର ବଳିଦାନ ପାଇଁ ସେମାନଙ୍କ ଆଗରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ଆପେଆପେ ନଇଁ ଯାଏ । ଭାରତର ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ବୈଜ୍ଞାନିକ 'ଏପିଜେ…

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ…

ଜାଣନ୍ତୁ, ହିଟଲରଙ୍କ ବିଷୟରେ କିଛି ରୋଚକ ତଥ୍ୟ…

ଭୁବନେଶ୍ୱର: ହିଟଲରତ ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ହିଟଲରଙ୍କ ସାମ୍ରାଜ୍ୟର ଡର ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଜର୍ମାନୀର ତାନାସ ଓ ଦୁନିଆକୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଠେଲିଥିବା ହିଟଲରଙ୍କ ବିଷୟରେ ଅନେକ ଅଜବ ଗଜବ କଥା ଶୁଣିବାକୁ ମିଳେ । ହିଟଲରଙ୍କୁ ନେଇ ଚର୍ଚ୍ଚା ହେଉଥିବା…

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ (୧୮୫୩-୧୯୧୨) କ୍ଷେତ୍ର: ଭାଷା-ସାହିତ୍ୟ (ମଧୁ ବର୍ଣ୍ଣବୋଧର ପ୍ରଣେତା) ଓଡ଼ିଆ ସାହିତ୍ୟ ଜଗତରେ ଭକ୍ତକବି ଭାବେ ସୁପରିଚିତ ମଧୁସୂଦନ ରାଓ ତାଙ୍କ ରଚିତ ‘ମଧୁ ବର୍ଣ୍ଣବୋଧ’ ପାଇଁ ରହିବେ ଚିର ଅମର । ଏହି ପତଳା ବହିଟି ଏଯାବତ୍‍ ଏକ ଶିଶୁ-ବେଦ ଭାବେ…

ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮-୧୯୪୩) କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ) ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର…

ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ (୧୯୦୪-୧୯୯୮) କ୍ଷେତ୍ର: ସମାଜସେବା ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା । ୧୬ ବର୍ଷ ବୟସରେ…

ଜାଣନ୍ତିକି, ସାମ୍ବାଦିକ ଗୌରୀଶଙ୍କର ରାୟ ଏକଦା ମନିଅର୍ଡର ଏଜେଣ୍ଟ୍‍ ଥିଲେ! ତାଙ୍କ ସମ୍ପର୍କରେ ଆହୁରି କିଛି ରୋଚକ…

ଗୌରୀଶଙ୍କର ରାୟ (୧୮୩୮-୧୯୧୭) କ୍ଷେତ୍ର: ସାମ୍ବାଦିକତା ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନେଇଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସୁଯୋଗ୍ୟ ସଂପାଦକ ଗୌରୀଶଙ୍କର ରାୟ ଥିଲେ ଜଣେ ବହୁମୁଖୀ ପ୍ରତିଭା । ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଓଡ଼ିଆ…

ବହିର ପାଗଳ ପ୍ରେମିକ ଦାଶରଥି ପଟ୍ଟନାୟକ

ଦାଶରଥି ପଟ୍ଟନାୟକ (୧୯୦୭-୧୯୯୭) କ୍ଷେତ୍ର: ଭାଷା-ସାହିତ୍ୟ (ଗ୍ରନ୍ଥାଗାର) ଓଡ଼ିଶାରେ ପାଠାଗାର ଆନ୍ଦୋଳନ କ୍ଷେତ୍ରରେ ଯାହାଙ୍କ ଶ୍ରମ ଓ ଅବଦାନକୁ କଦାପି ଅସ୍ୱୀକାର କରିହେବ ନାହିଁ, ସେ ହେଲେ ଦାଶରଥି ପଟ୍ଟନାୟକ । ଦାସିଆ ଅଜା ନାମରେ ଖ୍ୟାତ ଏହି ମହାପୁରୁଷ ୧୨ ଜୁଲାଇ ୧୯୦୭ରେ ନୟାଗଡ଼…

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ (୧୯୧୨-୧୯୯୦) କ୍ଷେତ୍ର: ଭାଷା-ସାହିତ୍ୟ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ପ୍ରଣେତା ବିନୋଦ କାନୁନଗୋ ଆଧୁନିକ ଓଡ଼ିଶାର ଅନ୍ୟତମ ଜ୍ଞାନନିର୍ମାତା । ଜ୍ଞାନକୋଷ ବା ଏକ୍ସାଇକ୍ଲୋପିଡ଼ିଆ ଏକୁଟିଆ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବ୍ୟାପାର ହୋଇଥିବା…