Latest Odisha News
Browsing Category

ବ୍ୟକ୍ତିତ୍ୱ

କଣ୍ଠଶିଳ୍ପୀ ଦେବ ଦାସଙ୍କ ଏକାଦଶାହ ଅନୁଷ୍ଠିତ

ଭୁବନେଶ୍ୱର : ଆଇ ମ୍ୟୁଜିକ ରୁମର ପ୍ରତିଷ୍ଠାତା ତଥା ଓଡ଼ିଶାର ମୁକେଶ ଭାବରେ ପରିଚିତ କଣ୍ଠଶିଳ୍ପୀ ଦେବ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ସ୍ଥାନୀୟ ଗୌତମ ନଗରସ୍ଥିତ ତାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତଃ ଦାସ ରାଜ୍ୟର ଅନେକ ମଞ୍ଚରେ ହିନ୍ଦୀ ଚଳଚ୍ଚିତ୍ରର ପ୍ରଚ୍ଛଦ ଗାୟକ…

ଓମ୍ ପ୍ରକାଶ ଜିନ୍ଦଲ : ସେବା ପାଇଁ ଜନ୍ମ, ଜିତିବା ପାଇଁ ଜନ୍ମ

ଓମ୍ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜୟନ୍ତୀ ଅବସରରେ ଓ ପି ଜିନ୍ଦଲ, ବାଉଜୀ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ନିକଟରେ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତି ଭାବରେ ପରିଚିତ ଥିଲେ । ନିଜ ମାତୃଭୂମି ପ୍ରତି ଥିବା ଗଭୀର ଭଲପାଇବା ହିଁ ତାଙ୍କୁ ଭାରତକୁ ଆତ୍ମନିର୍ଭର କରାଇବା ସହିତ ଦେଶର ଅନେକ ଦୁସ୍ଥ ଓ…

ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ

ସମ୍ମାନୀୟ ସ୍ବର୍ଗତଃ ବୀର କିଶୋର ରାୟ ଓଡ଼ିଶା ମୁଖ୍ୟ ବିଚାରଳୟର ପ୍ରଥମ ମୁଖ୍ୟ ବିଚାରପତି ଅଟନ୍ତି । ସେ ଅନୁଷ୍ଠାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । ନୟାଗଡ଼ର ପ୍ରତିଷ୍ଠିତ ରାଜ ପରିବାରରେ ତା୨୧.୧୦.୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅଭିଭକ୍ତ ବଙ୍ଗର ଏହି ଯୋଗ୍ୟ ସନ୍ତାନ ଯେତେବେଳେ…

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଗତ…

ପରଲୋକରେ ‘ଶଲା ବୁଢ଼ା’ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେପ୍ଟିସିମିଆ ରୋଗରେ ପୀଡ଼ିତ ହୋଇ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ । ସମ୍ବଲପୁରୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ…

ଝୁରୁଛି ଶଙ୍ଖାରୀ ଗାଁ. . .

ସେ ଥିଲେ ସାହିତ୍ୟର ସ୍ରଷ୍ଟା । ଓଡ଼ିଆ ସାହିତ୍ୟର ମଉଡ଼ମଣି ଆଉ କଥାକାର । ତାଙ୍କର କାଳଜୟୀ ଲେଖା ଏବେ ବି ପ୍ରତିଟି ହୃଦୟ ତନ୍ତ୍ରୀରେ । ଏବେ ସେହି ସ୍ରଷ୍ଟା ବସନ୍ତର ପ୍ରାନ୍ତରେ ପତ୍ରଝଡା ଋତୁଟିଏ ଭଳି ବିଦାୟ ନେଇ ଚାଲିଗଲେ ପୁଣି ଫେରିବାର ପ୍ରତିଶ୍ରୁତି ଦେଇ । ତାଙ୍କର ଲେଖନୀରୁ ନିଃସୃତ ସେହି…

ଛାତିରେ ଯନ୍ତ୍ରଣା ହେବାରୁ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ସୁନ୍ଦରଗଡ଼ର ୨ ବିଜେଡି ନେତା ନିଲମ୍ବିତ, ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ଦଳୀୟ ସଭାପତି

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଦଳୀୟ ସଭାପତି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି । ନିଲମ୍ବିତ ଦୁଇ ବିଜେଡି ନେତା ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା…

ସୁସ୍ଥ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୂଚନା ଦେଲେ ସାଂସଦ ଓ ପୁଅ 

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ରୁଟିନ ଚେକଅପ୍ ପାଇଁ ସେ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ଏହାସହ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାପାଙ୍କ…

ପୁଣି ହସ୍ପିଟାଲରେ ଆଡମିଟ ହେଲେ ଏନସିପି ସୁପ୍ରିମୋ, ଆଜି ଶରଦ ପାଓ୍ୱାରଙ୍କ ହେବ ଅପରେସନ

ମୁମ୍ୱାଇ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୁଣିଥରେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ଗତକାଲି ତାଙ୍କୁ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ଗଲ୍ଫ ବ୍ଲାଡରରେ  ଅପରେସନ ହେବ ବୋଲି ଜଣାପଡିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଓ୍ୱାର…