Latest Odisha News
Browsing Category

ରୁଷ-ୟୁକ୍ରେନ୍ ଯୁଦ୍ଧ

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…

ଭାଇରାଲ୍ ପୋଷ୍ଟମୋର୍ଟମ୍: ଋଷ ସ୍ନାଇପର୍‌ଙ୍କୁ ଠାବ କରୁଛି ଖାର୍କିଭ ପାନ୍ଥର୍‌, କେତେ ସତ ?

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ପ୍ରତିଦିନ ପ୍ରତିକ୍ଷଣରେ କିଛିନାକିଛି ଖବର ସାମ୍ନାକୁ ଆସୁଛି । ଏଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଥିଲାବେଳେ ଆଉ କିଛି ଗୁଜବ ଭାବେ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ସୈନ୍ୟ ସହ ଏକ ବିଲେଇର ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।…

୧୬ ଦିନରେ ଋଷ୍ ୟୁକ୍ରେନ ଯୁଦ୍ଧ: ପ୍ରଭାବିତ ହେଉଛନ୍ତି ଅନ୍ୟ ଦେଶ

ଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଆଜି ୧୬ ଦିନରେ ପହଁଚିଛି । ଅନ୍ୟପଟେ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଗତକାଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ରୁଷରେ ଆର୍ଥିକ କଟକଣାର ପ୍ରଭାବ ଆରମ୍ଭ ହେବାକୁ ଯାଉଛି । ଦିନକୁ ଦିନ ତୀବ୍ରତର…

[ଭିଡିଓ] ଋଷିଆ ବୋମାକୁ ଖାଲି ହାତରେ ପାଣି ପକାଇ ନିଷ୍କ୍ରିୟ କରୁଛନ୍ତି ୟୁକ୍ରେନ୍ ବିଶେଷଜ୍ଞ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରେ ଖାସ୍ କରି ୟୁକ୍ରେନ୍ ବାସିନ୍ଦା ତଥା ସୈନ୍ୟମାନଙ୍କର ସାହସ, ବୀରତ୍ୱ ଓ ବଳିଦାନ ସମଗ୍ର ବିଶ୍ୱକୁ ଗଭୀର ଭାବେ ପ୍ରଭାବିତ କରିପାରିଛି । ଋଷିୟ ସେନାର ଟ୍ୟାଙ୍କ…

ରୁଷର ରକେଟ୍ ମାଡ଼ରେ ୟୁକ୍ରେନର ଶିଶୁ ହସ୍ପିଟାଲ ଛାରଖାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେଉଛି । ଗୋଟିଏ ପରେ ଗୋଟିଏ ସହରରେ ରୁଷ୍ ସେନା ଚଳାଇଛି ଆତଙ୍କରାଜ । ମାରିୟୁପୁଲର ଗୋଟିଏ ଶିଶୁ ହସ୍ପିଟାଲରେ ରକେଟ୍ ମାଡ଼ କରୁଛି ରୁଷ୍ ସେନା । ଏଥିରେ ହସ୍ପିଟାଲ ଛାରଖାର ହୋଇଛି । ପିଲାଙ୍କ ହସ୍ପିଟାଲ ଓ ପ୍ରସୂତୀ କେନ୍ଦ୍ରକୁ ଉଡ଼ାଇ…

ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ: ଆର୍ଥିକ ସ୍ତରରେ ଋଷ ପ୍ରଭାବିତ ହେଉଥିବା ୟୁକ୍ରେନର ଦାବି

ଦିଲ୍ଲୀ : ତୀବ୍ରରୁ ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ। ଲାଗୁନି ବିରାମ । ଋଷ ତରଫରୁ ଆଜକୁ ୧୪ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି ଋଷ ସେନା । ଏହାସହ ୟୁକ୍ରେନର ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇ ସାରିଛନ୍ତି…

ସୁମି ଆକ୍ରମଣ ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ପରିବାର

ଦିଲ୍ଲୀ: ୟୁକ୍ରେନ ସୁମିରେ ଆକ୍ରମଣ ଜାରି । ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ସହ ପୁରା ପରିବାର । ଋଷ ସେନାର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚାମ୍ପିଅନ୍ । କିବ୍ , ଖାରକିବ୍, ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ…

ଋଷ ସହ ଯୁଦ୍ଧ ଭିତରେ ସ୍ୱର ବଦଳାଇଲେ ୟୁକ୍ରେନ ରାଷ୍ଟ୍ରପତି

ଭୁବନେଶ୍ୱର: ୠଷ-ୟୁକ୍ରେନ ଯୁଦ୍ଧର ୧୩ ଦିନ ପରେ ବଦଳିଛି ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର । କହିଛନ୍ତି, ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଋଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନଦେଖି ଶେଷରେ ବୁଝାମଣା କରିବାକୁ ରାଜି ହୋଇଛନ୍ତି । ଏହା ସହ ଯେଉଁ ଦୁଇଟି ୠଷ…

ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଭାବବିହ୍ୱଳ ଚିଠି: ପୁଟିନଙ୍କୁ ନରୋକିଲେ ବିଶ୍ୱରେ ନିରାପଦ ସ୍ଥାନ ରହିବ ନାହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ ସହ ଘମାଘୋଟ ଯୁଦ୍ଧ ଭିତରେ ସାରା ବିଶ୍ୱର ଗଣମାଧ୍ୟମ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି ୟୁକ୍ରେନର ଫାଷ୍ଟ ଲେଡି ଓଲେନା ଜେଲେନସ୍କା । ରୁଷର ଯୁଦ୍ଧ ଯୋଗୁ ଭୟ ଓ ଆତଙ୍କିତ ହୋଇ ସାଧାରଣ ଲୋକ ୟୁକ୍ରେନ୍ ଛାଡୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକ ପଳାଇଲେଣି…

ୟୁକ୍ରେନର ଆବାସିକ ସ୍ଥାନରେ ରୁଷର ଏୟାରଷ୍ଟ୍ରାଇକ୍, ସାଧାରଣ ଲୋକଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଛି । ରୁଷ୍ ସେନାକୁ କଡ଼ା ମୁକାବିଲା କରୁଛି ୟୁକ୍ରେନ୍ ସେନା । ଆବାସିକ ସ୍ଥାନରେ ପୁଟିନ୍ ସେନା ହମଲା କରୁଛି । ଖାରକିଭ୍ ଓ ଝିଟୋମୀର ସହରରେ ଆବାସିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ ହୋଇଛି । ଏଥିରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।…