Latest Odisha News
Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ,୨ ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଗୁଳିମାଡ଼ର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି ।…

ପାକିସ୍ତାନର ଆଉ ଏକ ଚାଲ ଭଣ୍ଡୁର : ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଧିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା । ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍‌ ଜାରି ରହିଛି । ସୂଚନା ଅନୁସାରେ,…

୧୮ମାସ ପରେ ଜମ୍ମୁ-କାଶ୍ମୀରରେ ଉପଲବ୍ଧ ହେଲା 4-G ଇଣ୍ଟରନେଟ୍

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଫୋର-ଜି ଇଣ୍ଟନେଟ୍‌ ସେବା ଉପଲବ୍ଧ କରାଯାଇଛି । ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଫଳରେ  ପ୍ରାୟ ୧୮ ମାସ ପରେ ରାଜ୍ୟରେ ଲୋକେ ପୁଣି ଥରେ ଏହି ସେବା ପାଇଛନ୍ତି ।  ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର…

ରଜୌରୀରେ ବିଏସଏଫର ଦୁଇ ଯବାନ୍ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ୍

ଶ୍ରୀନଗର: ବିଏସଏଫର ଦୁଇ କନଷ୍ଟେବଳ ହଠାତ୍ ରଜୌରୀ ସେକ୍ଟରରେ ଥିବା ଏକ ଶିବରରୁ ନିଖୋଜ ହୋଇଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ବିଏସଏଫ ଅଧିକାରୀମାନେ ପୋଲିସ ନିକଟରେ ଦୁଇ କନଷ୍ଟେବଳଙ୍କର ନିଖୋଜ ହୋଇଥିବାର ରିପୋର୍ଟ ଦାଖଲ କରିଛନ୍ତି । ପୋଲିସ ମଧ୍ୟ…

ଜାମ୍ମୁକଶ୍ମୀର ଡିଡିସି ନିର୍ବାଚନ: କଶ୍ମୀର ଉପତ୍ୟକାରେ ଫୁଟିଲା ଫୁଲ

ଲେହ: ଜାମ୍ମୁକଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି)ରେ ବିଜେପି ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟତାରେ ଖାତା ଖୋଲିଛି । ଜମ୍ମୁରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ କଶ୍ମୀରରେ ଗୁପକାର ଗଠବନ୍ଧନ ଆଗରେ ରହିଛି । ତେବେ କଶ୍ମୀରରେ ବିଜେପି ଚମତ୍କାର ପ୍ରଦର୍ଶନ କରିବା ସହ ରିପୋର୍ଟ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ…

ମୁଫତିଙ୍କ ବୟାନକୁ ନେଇ ଜୋର୍ ଧରିଛି ବିବାଦ, କାଶ୍ମୀରରେ ତ୍ରିରଙ୍ଗା ରାଲି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ତ୍ରିରଙ୍ଗା ପରିପ୍ରେକ୍ଷୀରେ ଦେଇଥିବା ବୟାନକୁ ନେଇ ବିବାଦ ଜୋର୍ ଧରିଛି । ସୋମବାର ବିଜେପି କର୍ମୀମାନେ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କାଶ୍ମୀରରେ ୩୭୦ ଧାରା ପୁଣି ଲାଗୁ ନ କରିବା ପର‌୍ୟ୍ୟନ୍ତ…

ଜମ୍ମୁ-କଶ୍ମୀର ପତାକା ନ ଫେରାଇଲେ ତ୍ରିରଙ୍ଗା ଧରିବି ନାହିଁ: ମେହେବୁବା ମୁଫତି

ଶ୍ରୀନଗର: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପତାକା ନ ଫେରାଇଲା ପର୍ଯ୍ୟନ୍ତ ମୁଁ ତ୍ରିରଙ୍ଗା (ଭାରତର ଜାତୀୟ ପତାକା) ଧରିବି ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଭୋଟ ପାଇବା ପାଇଁ…

ଧାରା ୩୭୦ ରଦ୍ଦକୁ କରୋନା ସହ ତୁଳନା କଲେ କାଶ୍ମୀର ନେତା, ତାପରେ ଏମିତି କହିଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ସଭାପତି ସାଜାଦ ଗାନି ଲୋନ ରବିବାର ଦିନ କରୋନାଭାଇରସ ସଂକ୍ରମଣ ସହିତ ଧାରା ୩୭୦ ରଦ୍ଦକୁ ତୁଳନା କରିଛନ୍ତି । ଇଣ୍ଡିଆ ଟୁଡେ ଟିଭି ସହିତ ସ୍ବତନ୍ତ୍ର ସାକ୍ଷାତକାର କରି ସାଜାଦ ଗାନି ଲୋନ କହିଛନ୍ତି ଯେ ଯେପରି କୋଭିଡ-୧୯ ର ପାଞ୍ଚ ଦିନ ପରେ…

ଧାରା ୩୭୦ ପୁନଃସ୍ଥାପନ ପାଇଁ ତିଆରି ହେଲା ନୂଆ ମେଂଟ

ନୂଆଦିଲ୍ଲୀ: କଶ୍ମୀରରେ ଧାରା ୩୭୦ ପୁନଃସ୍ଥାପନ ପାଇଁ ଅଧିକାଂଶ ସ୍ଥାନୀୟ ପାର୍ଟି ଏକଜୁଟ ହୋଇଛନ୍ତି । ସେମାନେ ମିଳିତ ଭାବେ ମେଂଟ ଗଠନ କରିବା ସହ ଏହାର ନାମ ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନ ରଖିଛନ୍ତି । ଏଥିରେ ନ୍ୟାସନାଲ କନଫେରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ପିପୁଲ୍ସ…