Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଏସଏଫର କ୍ଷମତା ପରିସର କେତେ ରହିବ? ମମତା ଏବଂ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ବିତର୍କ

କୋଲକାତା: କୋଲକାତାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମା ସୁରକ୍ଷା ନେଇ ବୈଠକରେ ବିଏସଏଫ ପ୍ରସଙ୍ଗ ଉଠାଇଛନ୍ତି। ପଶ୍ଚିମବଙ୍ଗ ହେଉଛି ପୂର୍ବାଞ୍ଚଳର ଏକମାତ୍ର ରାଜ୍ୟ ଯାହା…

ରାଜ୍ୟପାଳଙ୍କ ବିରୋଧରେ ମହାରାଷ୍ଟ୍ରରେ ମହାମେଣ୍ଟର ମହାରାଲି

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିବାଦୀୟ ବୟାନକୁ ନେଇ ଶିବସେନା ଉଦ୍ଧବ ବାଲାସାହେବ ଠାକରେ, ନ୍ୟାଶନାଲ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଆଗାଢି (ଏମଭିଏ) ସହଯୋଗୀ ଦଳ ମୁମ୍ବାଇରେ ମହାରାଲି କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ…

ବାପା ନା ପିଶାଚ ? କୁନି ପୁଅକୁ ୩ ମହଲା କୋଠାରୁ ତଳକୁ ଫିଙ୍ଗିଦେଲା

ନୂଆଦିଲ୍ଲୀ: ପତ୍ନୀଙ୍କ ସହ କଳି କଲେ, କୁନି ପୁଅ ଉପରେ ରାଗ ସୁଝାଇଲା ରାକ୍ଷସ ବାପ । ୨ ବର୍ଷର ପୁଅକୁ ବାଲକୋନରୁ ତଳକୁ ଫିଙ୍ଗି ଦେଲା । ତା ସହ ନିଜେ ବି ଡେଇ ପଡ଼ିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ…

୨୦୨୩ରେ କରୋନା ବିସ୍ଫୋରକ ରୂପ ନେବ

ଚିକାଗୋ: ପୁଣି  ହେବ କରୋନା ବିସ୍ଫୋରଣ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯିବ  । ଏମିତି ଆକଳନ କରିଛି ଆମେରିକାସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ  ମେଟ୍ରକ୍ସ ଆଣ୍ଡ ଏଭଲ୍ୟୁଶନ ବା  ଆଇଏଚଏମଇ । ଆଇଏଚଏମଇ   ଆକଳନ ଅନୁଯାୟୀ,   ମହାମାରୀ କରୋନା ଚୀନରେ ଏପ୍ରିଲ ୧ ସୁଦ୍ଧା   ସର୍ବୋଚ୍ଚ…

ନୀଳନୟନାଙ୍କ ନାଁରେ ନକଲି ପାସପୋର୍ଟ, ବନ୍ଧାହେଲେ ନାଇଜେରିଆର ୩ ନାଗରିକ

ନୂଆଦିଲ୍ଲୀ : ପୂର୍ବତନ ମିସ୍‌ ଓ୍ୱାଲର୍ଡ ତଥା ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ନାଁରେ ନକଲି ପାସପୋର୍ଟ ଧରି ବୁଲୁଥିଲା ନାଇଜେରିଆର ନାଗରିକ । ନୋଏଡ଼ାରେ ୩ ନାଇଜେରିଆ ନାଗରିକଙ୍କୁ ମାଡ଼ିବସିଲା ପୋଲିସ  । ନାଇଜେରିଆର ଏକ ଗ୍ୟାଙ୍ଗ ଏହି ନକଲି ପାସପୋର୍ଟ ଧରି ଲୋକଙ୍କୁ ଠକୁଥିଲେ । ଏହି…

ଚୀନ ପ୍ରସଙ୍ଗରେ ରାହୁଲଙ୍କୁ ବିଜେପିର କଡା ଜବାବ-ଇଏ ନେହରୁଙ୍କ ଭାରତ ନୁହେଁ..

ଜୟପୁର: ଭାରତ-ଚୀନ ସଂପର୍କକୁ ନେଇ ରାହୁଲ ଗାନ୍ଧୀ ଗତକାଲି ଦେଇଥିବା ମନ୍ତବ୍ୟକୁ କଟୁ ସମାଲୋଚନା କରିଛି ବିଜେପି । ଏପରି ମନ୍ତବ୍ୟ ଦେଇ ରାହୁଲ ଗାନ୍ଧି ସେନାଙ୍କ ମନୋବଳ କମାଇ ଦେଇଛନ୍ତି ବୋଲି କହିଛି ବିଜେପି । ଏଥିସହିତ ରାହୁଲଙ୍କ ଅଣ ଜେଜେବାପା ଜବାହରଲାଲ ନେହରୁଙ୍କୁ ବି କଟାକ୍ଷ…

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ: ଗୋଟିଏ ଦିନରେ ମାଡ କଲା ୭୦ ମିସାଇଲ

କୀଭ: ୟୁକ୍ରେନ ଉପରେ ରୁଷ ସବୁଠାରୁ ବଡ ଆକ୍ରମଣ ଶୁକ୍ରବାର କରିଛି । ରିପୋର୍ଟ ମୁତାବକ ରୁଷ ପକ୍ଷରୁ ୭୦ ମିସାଇଲ ମାଡ କରାଯାଇଛି । ଏଥିଯୋଗୁ ୩ଟି ସହର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଏକ ପ୍ରକାର ବ୍ଲାକଆଉଟ ପରିସ୍ଥିତି…

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ଘରେ ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ  । ଏଭଳି ଦୁଃଖଦ ଖବର ମନଚାଯ୍ୟାଲା ଜିଲ୍ଲାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରୁ ଆସିଛି  । ସୂଚନା ଅନୁଯାୟୀ, କୌଣସି କାରଣରୁ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା  । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ପରିବାର ଲୋକେ…

କ୍ରିକେଟର୍ ମୁନାଫ ପଟେଲ ଗଣିଲେ ୫୨ଲକ୍ଷ ଟଙ୍କା, ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଲକ୍ଷ୍ନୌ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମୁନାଫ ପଟେଲଙ୍କୁ ତଣ୍ଡ । ଗଣିଲେ ୫୨ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ରିଅଲ ଇଷ୍ଟେଟ୍ ରେଗୁଲେଟରି ଅଥରଟି ତାଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ବି ଜବତ କରିଛି । ରିକଭରି ସାର୍ଟିଫିକେଟ୍ ଆଧାରରେ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପୂର୍ବତନ…

ଡୁଗିନଙ୍କ ଚେତାବନୀ: ବିଶ୍ୱସମୂହ ପାଇଁ ୩ୟ ବିଶ୍ୱଯୁଦ୍ଧର ସଙ୍କେତ ନୁହେଁ ତ?

ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଥିବାବେଳେ ରୁଷ ପଟରୁ ଆଉ ଏକ ଚରମ ଚେତାବନୀ ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ‘ରୁଷ ଜିତିବ, ନୋଚେତ୍ ବିଶ୍ୱ ନାଶ ହେବ’; ଏପରି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବ୍ରେନ ବୋଲାଉଥିବା ଆଲେକଜାଣ୍ଡାର ଡୁଗିନ୍ । ୧୦ ମାସ ହେଲାଣି…