Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ

ନୂଆଦିଲ୍ଲୀ : ବ୍ୟାପୁଛି ଓମିକ୍ରନ । ମାମଲା ବଢୁଥିବା ବେଳେ, ଭୟଭୀତ ହେଲେଣି ଲୋକେ । ତେବେ ଦେଶରେ ଏହି ଭ୍ୟାରିଆଣ୍ଟ ପିଲାଙ୍କ ପାଇଁ କ୍ଷତିକାରକ ହେବନି । ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ । ବିଭିନ୍ନ ଦେଶରେ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ, ଭାରତ…

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ । ଦାବି ହୋଇଛି ଏହି…

ସଂସଦ ଟିଭିରେ ଆଉ ଟକ୍ ସୋ ‘ଟୁ ଦି ପଏଣ୍ଟ’ କରିବେନି ସାଂସଦ ଶଶୀ ଥରୁର

ନୂଆଦିଲ୍ଲୀ : ସଂସଦ ଟିଭିରେ ନଜର ଆସିବେନି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ଆଉ କରିବେନି ଟକ୍ ସୋ ‘ଟୁ ଦି ପଏଣ୍ଟ। ଏହି ଟକ୍ ସୋ ର ହୋଷ୍ଟ ପଦରୁ ସେ ଆଜି ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ନିଲମ୍ବତ ହୋଇଥିବା ୧୨ ଜଣ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଥରୁର୍ ଏଭଳି…

ସେନା ବିରୋଧରେ ଅସନ୍ତୋଷ ଓ କୋଭିଡ୍ କଟକଣା ଉଲ୍ଲଙ୍ଘନ ଯୋଗୁଁ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ବ୍ୟାଙ୍ଗ୍‌କକ୍‌ : ମିଆଁମାର ନେତ୍ରୀ ସୁ କିଙ୍କୁ ୪ ବର୍ଷ କାରାଦଣ୍ଡ । ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବାରୁ ଏକ ସ୍ୱତନ୍ତ୍ର ଅଦାଲତ ଦେଶର ବିତାଡିତା ନେତ୍ରୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୪ ବର୍ଷ କାରା ଦଣ୍ଡାଦେଶ ଘୋଷଣା କରିଥିବା ସେନାର ମୁଖପାତ୍ର…

ବିବାହ ପାଇଁ ରାଜସ୍ଥାନ ମୁହାଁ ହେଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକିଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁମ୍ବାଇ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେସନ ରାଜସ୍ଥାନ ମୋଧପୁରର ରିସୋର୍ଟକୁ ରୟାଲ ଲୁକ୍ ଦିଆଯାଇଛି । କାଲିଠୁ ଆରମ୍ଭ ହେବ ଫଙ୍କସନ୍। ଆଉ ୯ ତାରିଖରେ ବିବାହ…

ୱାସିମ ରିଜଭି ହେଲେ ହରବୀର ନାରାୟଣ ସିଂ ତ୍ୟାଗୀ

ନୂଆଦିଲ୍ଲୀ: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଧର୍ମ ଛାଡି ଆଜି ବିଧିବଦ୍ଧ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ତାଙ୍କ ନାମ ପରିବର୍ତନ କରାଯାଇ ହରବୀର ନାରାୟଣ ସିଂ ତ୍ୟାଗୀ ରଖାଯାଇଛି । ଗାଜିଆବାଦର ଦଶନା ଦେବୀ ମନ୍ଦିରରେ ଶିବ ଶକ୍ତି ଧାମର ମହନ୍ତ ୟତି…

ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ…

ନୂଆ ଦଳ ଗଢ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ : କଂଗ୍ରେସକୁ ଲାଗିପାରେ ଶକ୍ତି ଝଟକା । କାରଣ ନୂଆ ଦଳ ଗଢ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଏନେଇ ଖୁବଶୀଘ୍ର ଘୋଷଣା କଧ୍ୟ କରିପାରନ୍ତି । କଂଗ୍ରେସରୁ ୨୦ ଜଣ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ ଓ…

ଦିଲ୍ଲୀରୁ ବାହାରିଲା ପ୍ରଥମ ଓମିକ୍ରନ୍ କେସ୍, ତାଞ୍ଜାନିଆରୁ ଫେରିଥିଲେ

ନୂଆଦିଲ୍ଲୀ: ଭାରତରେ ମାଡୁଛି କରୋନା । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମାଡୁଛି । ଦେଶର ରାଜଧାନୀରୁ ଚିହ୍ନଟ ହୋଇଛି ପ୍ରଥମ ଓମିକ୍ରନ୍ କେସ୍ । ତାଞ୍ଜାନିଆ ଫେରନ୍ତା ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ…

ଜାନୁଆରୀ-ଫେବ୍ରୁଆରୀରେ ଭାରତରେ ପିକରେ ରହିବ କରୋନା ତୃତୀୟ ଲହର, IIT ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ସାରା ବିଶ୍ୱକୁ ଡରାଇଲାଣି । ନୂଆବର୍ଷରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଏଭଳି ଆକଳନ କରୁଛନ୍ତି ବିଶେଷଜ୍ଞ । ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପିକ୍ ଛୁଇଁପାରେ ।…