Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢିଲା ବାବା ରାମଦେବଙ୍କ ଅଡୁଆ, କୋର୍ଟରେ ହାଜର ହେବେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା

ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।…

ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ: ମସଜିଦ କମିଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ ଉପରେ ସୁପ୍ରିମକୋର୍ଟ ମସଜିଦ୍ କମିଟିର ଆବେଦନକୁ  ପ୍ରତ୍ୟାଖ୍ୟାନ କରିଛନ୍ତି ।  ମସଜିଦ କମିଟି ଦ୍ୱାରା ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ  ଚ୍ୟାଲେଞ୍ଜ କରି ଏହି ଆବେଦନ କରାଯାଇଥିଲା । ଏହି ଆବେଦନରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ଗତକାଲି ବିଜେପିର ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ପାରସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାରସ କହିଛନ୍ତି…

ବଳ ଗୋଟାଉଛି ବିଜେପି: ବିଜେପି-ପିଏମକେ ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ କରିବେ ପିଏମକେ ଓ ଭାଜପା । ଏନେଇ ପିଏମକେ ଘୋଷଣା କରିଛି । ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି । ଆଞ୍ଚଳିକ ଦଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ…

ବଡ ଧରଣର ଏନକାଉଣ୍ଟର, ୪ ନକ୍ସଲ ନିହତ

ମୁମ୍ବାଇ; ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ । ଗଡଚିରୋଲି ଏହେରି ଥାନା କୋଲାମାରକା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ମୃତ ୪ ମାଓବାଦୀ ହେଉଛନ୍ତି ତେଲେଙ୍ଗାନା ଷ୍ଟେଟ କମିଟିର । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ୨ଟି…

ଲୋକସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ

ଲକ୍ଷ୍ନୌ: ବାଜିସାରିଛି ବିଗୁଲ । ଘୋଷଣା ସରିଛି ଲୋକସଭା ନିର୍ବାଚନ ୨୦୨୪ର ତାରିଖ । ତାରିଖ ଘୋଷଣା ପରେ ସବୁ ରାଜନୈତୀକ ଦଳ ଏବେ ତାଙ୍କର ପ୍ରଚାର ପ୍ରସାର ଜୋର କରିଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ପତ୍ନୀ ଡିମ୍ପଲ୍ ଯାଦବ ମଧ୍ୟ ମେନପୁରୀରେ ଜୋରସୋରରେ ପ୍ରଚାର ଆରମ୍ଭ…

ବେଙ୍ଗାଲୁରୁ ପରେ ମୁମ୍ୱାଇରେ ବି ଘନେଇଲାଣି ଜଳ ସଙ୍କଟ

ନୂଆଦିଲ୍ଲୀ: ମୁମ୍ୱାଇ ସହରରେ ଘନେଇଲାଣି ଜଳ ସଙ୍କଟ । ଗତକାଲିଠାରୁ ସହରରେ ୫ ପ୍ରତିଶତ କମ୍  ପାଣି ଯୋଗାଇ ଦିଆଯାଇଥିଲା। ଏମିତିକି ଆଜି ବି ମୁମ୍ୱାଇରେ  ୧୫ ପ୍ରତିଶତ କମ୍ ପାଣି ଯୋଗାଣ ପାଇଁ ବୃହଦ ମୁମ୍ୱାଇ ମହାନଗର ନିଗମ (ବିଏମସି) ଘୋଷଣା କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା…

ନାତିକୁ ନାରାୟଣ ମୂର୍ତ୍ତିଙ୍କ ମହଙ୍ଗା ଉପହାର; ରାତାରାତି  ୨୪୦ କୋଟିର ମାଲିକ ହେଲା ଏକାଗ୍ର

ନୂଆଦିଲ୍ଲୀ: ଇନଫୋସିସ୍ ସହ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତି ସବୁବେଳେ ନିଜ କଥା ତଥା ନିଷ୍ପତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏଥର ନାତିଙ୍କୁ ଦେଇଥିବା ମହଙ୍ଗା ଉପହାର ପାଇଁ ଚର୍ଚ୍ଚାରେ ଅଛନ୍ତି ନାରାୟଣ ମୂର୍ତ୍ତି । ମାତ୍ର ୪ ମାସ ବୟସର ନାତି ଏକାଗ୍ର ରୋହନ…

ଛିଣ୍ଡିଲାନି ଆସନ ବୁଝାମଣା, ଏନଡିଏରୁ ଅଲଗା ହେଲେ ପଶୁପତି ପାରସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିହାରରେ ଏନଡିଏର ଆସନ ବୁଝାମଣାକୁ ନେଇ ରାଜନୀତି ଜୋର ଧରିଛି। ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୭ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ ୧୬ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଚିରାଗ ପାସୱାନଙ୍କ ନେତୃତ୍ୱରେ ଆରଏଲଏସପି…

ନିର୍ବାଚନ ପୂର୍ବରୁ ୬ ବଡ଼ ଅଧିକାରୀଙ୍କୁ ହଟାଇଲେ ନିର୍ବାଚନ ଅଧିକାରୀ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା କରୁଥିବାବେଳେ ନଅ ରାଜ୍ୟରେ ନିର୍ବାଚନ ଆୟୋଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୬ଟି ରାଜ୍ୟରେ ଗୃହ ସଚିବ, ଦୁଇଟି ରାଜ୍ୟରେ ପ୍ରଶାସନିକ ସଚିବ, ପଶ୍ଚିମବଙ୍ଗର ଡିଜିପି ଏବଂ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର କମିଶନର ଏବଂ ଅନ୍ୟ…