Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଏଏ କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏହାର ନିୟମଗୁଡ଼ିକର କାର୍ଯ୍ୟକାରିତା ଉପରେ ଏପ୍ରିଲ ୯ ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏ ନିୟମ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଭିତ୍ତିଭୂମିର ଅଭାବ ଥିବାରୁ ଏପ୍ରିଲ ୯…

ଜିତିଗଲା ମାଆର ମମତା

ନୂଆଦିଲ୍ଲୀ: କୋର୍ଟ କେସ ହେଉ ବା ଅନ୍ୟ ଯେ କୌଣସି କାରଣରେ ମାଆର ମମତାକୁ କେହି କେବେ ହରାଇ ପାରିବେ ନାହିଁ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ଶୁଣାଣୀରେ ଶେଷରେ ସଂଘର୍ଷ ଜଣେ ୟୁକ୍ରେନର ମାଆର ମମତା ଜିତିଯାଇଛି । ଲଢ଼େଇ ପରେ ଏବେ ଏହି ୟୁକ୍ରେନ ମାଆକୁ ତାଙ୍କର ୫ ବର୍ଷର ପୁଅ ମିଳିଯାଇଛି । ଆସନ୍ତୁ…

ଅଜିତ ପାୱାରଙ୍କୁ ଘଡ଼ି ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀକୁ ଘଡ଼ି ଚିହ୍ନ ଏବଂ ଜାତୀୟ କଂଗ୍ରେସ ପାର୍ଟି (ଏନସିପି)ର ନାମ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଶରଦ ପାୱାର ଦାଖଲ କରିଥିବା ପିଟିସନର ଜବାବରେ ସୁପ୍ରିମକୋର୍ଟ ଅନେକ…

ହନୁମାନ ଚାଳିଶା ବିବାଦ: ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେବା ପରେ ଏବେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଉ ଏକ ବିବାଦ ଉପୁଜିଥିବା ଜଣାପଡିଛି। ବେଙ୍ଗାଲୁରୁରେ ଜଣେ ଦୋକାନୀ ଦୋକାନରେ ହନୁମାନ ଚାଳିଶା ବଜାଇବାକୁ ନେଇ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ…

ହୋଲି ୨୦୨୪ : ଆଠ ଦିନ ବ୍ୟାଙ୍କ ଛୁଟି, ଯିବା ଆଗରୁ ଜାଣିରଖନ୍ତୁ ତାରିଖ

ଭୁବନେଶ୍ଵର: ଆଉ ମାତ୍ର ଦିନ କେଇଟା ବାକି । ଆସୁଛି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ହୋଲି । ଆସନ୍ତା ସପ୍ତାହରେ ପୁରା ଦେଶରେ ହୋଲି ପର୍ବ ବହୁତ ଧୁମଦାମରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଦେଶର ଅନେକ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ମାସ ଆର୍ଥିକ କାରବାର ତଥା ବାକି ଥିବା…

ନୂଆଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକଙ୍କ ପାଇଁ ଦିଲ୍ଲୀରେ ରହିବା କଷ୍ଟକର ହୋଇପଡିଛି । ପ୍ରଦୂଷିତ ବାୟୁ ଏବେ ଲୋକଙ୍କ ଜୀବନ ନେଉଛି । ଖରାପ ବାୟୁ ଗୁଣବତ୍ତା ସହିତ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି । ଏହି ରିପୋର୍ଟ ଦେଇଛି ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର୍ । ଏହି…

ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବେନି ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗାନ୍ଧୀ ପରିବାର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବା ନେଇ ସମସ୍ତ କଳ୍ପନାଜଳ୍ପନା ର ଅନ୍ତ ଘଟିଛି । ବର୍ତ୍ତମାନ ସମୟରେ ଉଭୟ ୟୁପି ଠାରୁ ନିଜକୁ ଦୂରେଇ…

ଆତ୍ମହତ୍ୟା କଲା ଝିଅ, ରାଗରେ ଶାଶୁ, ଶଶୁରଙ୍କୁ ଜିଅନ୍ତା ଜାଳିଦେଲେ ଝିଅର ପରିବାର ଲୋକ

ପ୍ରୟାଗରାଜ: ଶାଶୁଘରର ନିର୍ଯାତନା ସହି ପାରିଲାନି ଝିଅ । ଶେଷରେ ନେଲା ଆତ୍ମହତ୍ୟା ପରି ଚରମ ନିଷ୍ପତି । ଘର ଭିତରୁ ମିଳିଲା ଝିଅର ଝୁଲନ୍ତା ମୃତଦେହ । ଝିଅର ମୃତଦେହ ଦେଖି ନିଜର ବିବେକ ହରେଇ ବସିଲେ ଝିଅର ବାପଘର ଲୋକ । ପାଦ ତଳୁ ସତେ ଯେପରି ମାଟି ଖସିଗଲା । ଦୁଃଖ ସହ କ୍ରୋଧକୁ ନିଜ ଭିତରେ…

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ, ବିଜେପିରେ ଦେଲେ ଯୋଗ

ରାଞ୍ଚି: ଲୋକସଭା ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଝାଡ଼ଖଣ୍ତରେ ଚାଲିଛି ରାଜନୈତିକ ଝଡ଼। ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଜେଏମଏମର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ତେବେ ସେ ବିଜେପିରେ…

ରାଜନୀତିକୁ ଓହ୍ଲାଇବେ କି କଙ୍ଗନା! କେଉଁ ସିଟରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଘଟଣା ଯାହା ବି ହେଉ ନା କାହିଁକି କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି । ବେଳେବେଳେ ଏହି କାରଣରୁ ସେ ବିବାଦ ଘେରରେ ମଧ୍ୟ ରହିଥାଆନ୍ତି । କୁହାଯାଉଛି ଯେ କଙ୍ଗନା…