Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ମଦ ଦୁର୍ନିତୀ ମାମଲା: କେ. କବିତାଙ୍କ ଗିରଫ ପରେ ଗୁମର ଖୋଲିଲା ଇଡ଼ି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନିତୀ ମାମଲାରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ନେତା କେ କବିତାଙ୍କୁ ଗିରଫ କରିଛି ଇଡ଼ି। ଏହା ସହିତ ତାଙ୍କ ନାଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଯୋଡ଼ି ହୋଇଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଯାଞ୍ଚ ସମୟରେ ଏହି କଥା…

୪ ମାସର ଶିଶୁ କୋଟିପତି, ଜେଜେ ଉପହାର ଦେଲେ ୨୪୦ କୋଟି

ନୂଆଦିଲ୍ଲୀ: ୪ ମାସର ଶିଶୁ ଆଜି କୋଟିପତି। ଗତ ବର୍ଷ ନଭେମ୍ବର ୧୦, ୨୦୨୩ରେ ଜନ୍ମ ହୋଇଥିବା ଏହି ଶିଶୁ ବର୍ତ୍ତମାନ କୋଟିପତି ହୋଇଛନ୍ତି। ଶିଶୁର ନାମ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକାଗ୍ରହ ବୋଧହୁଏ ଭାରତର ସର୍ବକନିଷ୍ଠ କୋଟିପତି। କାରଣ ଏତେ କମ ବୟସରୁ…

ଗୋଟିଏ ବି ଭୋଟ୍ ପାଇନଥିଲେ ତଥାପି ସାଂସଦ ହୋଇଥିଲେ ଏହି ନେତା

ରାୟପୁର: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଏହାରି ଭିତରେ ଆସନ୍ତୁ ଜାଣିବା ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ବିଷୟରେ । ଯାହା ଦେଶର ଗତିପଥ ବଦଳାଇଦେଇଥିଲା । ଯଦିଓ ଦେଶର ପ୍ରଥମ ସାଧାରଣ ନିର୍ବାଚନ ସହ…

ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ, ପଦରୁ ହଟିଲେ ୬ ରାଜ୍ୟର ଗୃହ ସଚିବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ବଡ ଆକ୍ସନ । ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ଗୃହ ସଚିବଙ୍କୁ ହଟାଇଛନ୍ତି ନିର୍ବାଚନ ଆୟୋଗ । କେବଳ ଏତିକି ନୁହେଁ ପଶ୍ଚିମବଙ୍ଗର ଡିଜିପିଙ୍କୁ ମଧ୍ୟ ହଟାଇଛନ୍ତି ନିର୍ବାଚନ…

ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା: ଚାରି ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା: ପଶ୍ଚିମବଙ୍ଗ କଲକାତାରେ ବଡ଼ ଧରଣର ଅଘଟ। ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା। ଏହି ଅଘଟଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିବା ବେଳେ ଫସି…

ଭାରତୀୟ ବ୍ୟାଙ୍କକୁ ସାଇବର ଭୟ, ଆଲର୍ଟ ଜାରି କଲା ଆରବିଆଇ

ନୂଆଦିଲ୍ଲୀ: ଭାରତରେ ବଢୁଥିବା ସାଇବର ଆକ୍ରମଣକୁ ନଜରରେ ରଖି ଭାରତୀୟ ବ୍ୟାଙ୍କ ଗୁଡିକପାଇଁ ଆଲର୍ଟ ଜାରି କରିଛି ରିଜର୍ଭ ବ୍ୟାଙ୍କ । ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ବ୍ୟାଙ୍କ । ଏହି ଆଲର୍ଟ ସହିତ ସାଇବର…

ଝିଅ ହେଲେ ସରକାରଙ୍କ ତରଫରୁ ମିଳିବ ୩୫ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଝିଅ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାଗୁଡିକର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଭଲ ଶିକ୍ଷା ଦେବା ଏବଂ ସେମାନଙ୍କର ଉଜ୍ଵଳ ଭବିଶ୍ୟତ ଗଢିବା । ଗତ କିଛି ବର୍ଷ ଧରି ଦିଲ୍ଲୀ ସରକାର ମଧ୍ୟ ଏପରି ଏକ ଯୋଜନା…

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ନିର୍ବାଚନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ନିଜ ପଦରୁ ଦେଲେ ଇସ୍ତଫା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ସୌନ୍ଦରାଜନ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତାମିଲନାଡୁରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ଏକ ବିବୃତ୍ତିରେ…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିର ରୂପ, ଆଉ ମୁଁ ତାଙ୍କ ପୂଜାରୀ’

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନ ବିଗୁଲ। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ସଭାପତି ତଥା କେରଳର ୱାୟନାଡ଼ ସାଂସଦ…

ଏସବିଆଇ ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ, ଗୁରୁବାର ସୁଦ୍ଧା ଇସିକୁ ସବୁ ତଥ୍ୟ ଦେବାକୁ କଲେ ତାଗିଦ

ନୂଆଦିଲ୍ଲୀ: ଏସବିଆଇକୁ ଲାଗିଲା ପୁଣି ଏକ ଝଟକା । ନିର୍ବାଚନୀ ବଣ୍ଡ ମାମଲାରେ ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡର ସମସ୍ତ ୟୁନିକ୍ ନମ୍ବର ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଏସବିଆଇକୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି ଯେ,…