Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଡି ପକ୍ଷରୁ ୮ଥର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଭିଯୋଗ ପରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ସମନକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲରେ ଆଜି ଶୁଣାଣି ହୋଇଥିଲା ।ଶୁଣାଣି ସମୟରେ ଅରବିନ୍ଦ…

ଶ୍ରଦ୍ଧା ୱାକର ହତ୍ୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅଭିଯୁକ୍ତକୁ ଦିନକୁ ୮ଘଣ୍ଟା କରାଯିବ ଅନଲକ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ହାଇପ୍ରୋଫାଇଲ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଅନ୍ୟ କଏଦିଙ୍କ ପରି ଅନଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ । ଅନ୍ୟ କଏଦୀମାନଙ୍କ ପରି ଅଫତାବ ପୁନାୱାଲାକୁ ଦିନକୁ ୮ ଘଣ୍ଟା ଅନଲକ୍ କରିବାକୁ…

ଖୁବ ଶୀଘ୍ର ମୋଟା ହୋଇଯାଉଛନ୍ତି ଭାରତୀୟ ଲୋକେ, ଏହା ପଛର କାରଣ କହିଲା ‘ହୁ’

ନୂଆଦିଲ୍ଲୀ: ଆଜିକାଲି ଜୀବନଶୈଳୀ ଏତେ ବ୍ୟସ୍ତ ହୋଇପଡୁଛି ଯେ ଲୋକମାନେ ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ ପାଇପାରୁ ନାହାଁନ୍ତି, ଯେଉଁଥିପାଇଁ ସେମାନଙ୍କ ଶରୀରକୁ ସେସବୁର ସମସ୍ୟା ଉଠାଇବାକୁ ପଟେ । ଏହି କାରଣରୁ, ମେଦବହୁଳତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଅନେକ ଗମ୍ଭୀର…

ସିଏଏକୁ ବିରୋଧ କରିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବିକ୍ଷୋଭ, ରାଗିଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଶରଣାର୍ଥୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ଇଣ୍ଡିଆ ମେଣ୍ଟ ତାମିଲନାଡୁରେ କେବେ ବିକାଶ କରିପାରିବ ନାହିଁ: ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

କନ୍ୟାକୁମାରୀ: ଦକ୍ଷିଣଭାରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ କନ୍ୟାକୁମାରୀରେ ଆୟୋଜିତ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୋଦୀ ବିରୋଧି ଦଳ ଡିଏମକେ ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ଡିଏମକେ ଏବଂ କଂଗ୍ରେସର ଇଣ୍ଡିଆ…

ଦରମା ବୃଦ୍ଧି ପାଇଁ ରାଜଧାନୀ ରାଜରାସ୍ତାରେ ସମିତି ସଭ୍ୟଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ସରକାରଙ୍କୁ କଲେ ପ୍ରଶ୍ନ । ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ…

ବାଜିବ ବିଗୁଲ୍, ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବାଜିବ ବିଗୁଲ, ଆସିବ ତାରିଖ । ଆସନ୍ତାକାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର । ଆସନ୍ତାକାଲି ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ନିର୍ବାଚନ କମିସନର । ଏନେଇ…

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଜଣେ ନାବାଳିକାକୁ ସେ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ତାଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା ୩୫୪ (ଏ) ରେ ଆଇନ…

କେତୋଟି ଦେଶରେ ଲାଗୁ ହୋଇଛି “ୱାନ୍ ନେସନ ୱାନ ଇଲେକ୍ସନ”, ଏହାଦ୍ଵାରା ଭାରତରେ କିପରି ବଦଳିବ ନିର୍ବାଚନ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ ୱାନ ଇଲେକ୍ସନ’କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛନ୍ତି। ତେବେ କଣ ଆପଣ ଜାଣନ୍ତି କି ଏହି ‘ୱାନ ନେସନ ୱାନ ଇଲେକ୍ସନ’…