Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଦେଶରେ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ଲୋକାର୍ପଣ ପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ଜାନୁଆରୀ ୨୨ ରେ ହେବ ଶୁଭ ଉଦଘାଟନ । ଏହି ବିଶେଷ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହାରି ଭିତରେ ହିନ୍ଦୁଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର ।…

ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ କି କଂଗ୍ରେସର ପ୍ରମୁଖ ନେତା ଶଶୀ ଥରୁର?

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ଲୋକସଭା ସାଂସଦ ଶଶି ଥରୁର ଶେଷ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କି? ଏହି ପ୍ରଶ୍ନର ଉତ୍ତର ସେ ନିଜେ ଦେଇଛନ୍ତି। ଯୁବପିଢ଼ିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେ ବିଶ୍ୱାସ…

ସ୍କୁଲ ଭ୍ରମଣ ବେଳେ ଛାତ୍ରକୁ କିସ୍ ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷୟିତ୍ରୀ

ଚିକ୍କାବଲ୍ଲାପୁର: କର୍ଣ୍ଣାଟକ ଚିକ୍କାବଲ୍ଲାପୁର ଜିଲ୍ଲା ମୁରୁଗାମଲ୍ଲାସ୍ଥିତ ସରକାରୀ ହାଇସ୍କୁଲର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭ୍ରମଣ ସମୟରେ ଜଣେ ଛାତ୍ରଙ୍କ ସହ ଅସଦାଚରଣ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଛାତ୍ରଙ୍କୁ କିସ୍ ଦେବା ସହ ଶାରୀରିକ ସମ୍ପର୍କ ପାଇଁ ପ୍ରଦର୍ଶନ କରୁଥିବା…

ଆମେରିକାରେ ୬ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ, ସମସ୍ତେ ଗୋଟିଏ ପରିବାରର

ହ୍ୟୁଷ୍ଟନ୍: ଆମେରିକାର ଟେକ୍ସାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭାରତୀୟ ବଂଶୋଦ୍ଭବ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ । ଟେକ୍ସାସ୍ ପବ୍ଲିକ୍ ସେଫ୍ଟି ବିଭାଗ (ଡିପିଏସ୍) ଅନୁଯାୟୀ ଫୋର୍ଟ ୱର୍ଥ ନିକଟରେ ଏକ ମିନିଭ୍ୟାନ…

ଡିସେମ୍ବର ୩୦ରେ ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପୂର୍ବରୁ ଡିସେମ୍ବର ୩୦ ତାରିଖରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଅଯୋଧ୍ୟାରେ ପ୍ରାୟ ୧୧,୧୧୦ କୋଟିରୁ…

ପାକିସ୍ତାନ ନିର୍ବାଚନ: ନୱାଜ ସରିଫଙ୍କୁ ଆଶ୍ବସ୍ତି, ଲଢିବେ ୨୦୨୪ ନିର୍ବାଚନ 

ଲାହୋର: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢ଼ି ପାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନର ନିର୍ବାଚନ ଆୟୋଗ ନୱାଜ ସରିଫଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି।ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ସୁପ୍ରିମକୋର୍ଟ…

ଚା’ ମାଗିବାରୁ ସ୍ୱାମୀଙ୍କୁ କଇଁଚିରେ ଆକ୍ରମଣ କରି ସ୍ତ୍ରୀ ଫେରାର

ଲକ୍ଷ୍ନୌ: ସ୍ବାମୀ ଚା' ମାଗିବାରୁ ସ୍ତ୍ରୀ ତାଙ୍କ ଆଖିକୁ କଇଁଚିରେ ଭୁସି ଫେରାର ହୋଇଯାଇଥିବା ଅଭିଯୋଗ। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ବାମୀ ଅଙ୍କିତ ଉକ୍ତ ମହିଳାଙ୍କୁ…

କତାରରେ ୮ ଭାରତୀୟଙ୍କ ମୃତ୍ୟୁ ଦଣ୍ଡ ଉପରେ ରୋକ୍

ନୂଆଦିଲ୍ଲୀ: କତାରରେ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି । କତାର କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ…

‘ରାମ ମନ୍ଦିର ନ ଯିବା ହିନ୍ଦୁ ବିରୋଧୀ ନୁହଁ’

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତିକି ଏହାକୁ ନେଇ ରାଜନୀତି ଯୋର ଧରୁଛି । ଏହି ସମୟରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ କି ନାହିଁ ସେନେଇ ଆଲୋଚନା ଜୋରଦାର ହେଉଛି ।…

ପରଲୋକରେ ବିଜୟକାନ୍ତ

ନୂଆଦିଲ୍ଲୀ : ଅଭିନେତାରୁ ସେ ପାଲଟିଥିଲେ ରାଜନେତା  । ଆଜି ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆମେ କହୁଛୁ ବିଜୟକାନ୍ତଙ୍କ କଥା  । ସେ କେବଳ ଜଣେ ଅଭିନେତା ନଥିଲେ , ସେ ଥିଲେ ଡିଏମ୍‌ଡିକେ ନେତା । ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।…