Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଦୁର୍ଘଟଣା ପରେ ବସ୍ ରେ ଲାଗିଲା ନିଆଁ, ୧୩ଜଣ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେବା ଫଳରେ ବସ୍ ରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୧୩ଜଣ । ମଧ୍ୟପ୍ରଦେଶର ଗୁନାଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଦୁଇ ପଟରୁ ଆସୁଥିବା ଏକ ବସ୍ ଓ ଟ୍ରକ୍ ପରସ୍ପର ସହ…

ମୁସଲିମ ଲିଗରେ ଲାଗିଲା ପ୍ରତିବନ୍ଧକ: ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି । ବାସ୍ତବରେ ଜମ୍ମୁ-କଶ୍ମୀରରେ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ଏହି ଘୋଷଣା କରିଛନ୍ତି । ଆସନ୍ତା…

ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକେ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ଘଟିଛି । ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଥିବା ଗାଡି ମଧ୍ୟରେ ଏକ କୁକୁଡ଼ା…

ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଉପରେ କଟାକ୍ଷ, ଭାରତୀୟଙ୍କୁ ବୋକା ବନାଇପାରିବେ ନାହିଁ କହିଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଆଗାମୀ 'ଭାରତ ନ୍ୟାୟ ଯାତ୍ରା'କୁ ବିଜେପି ହାଲୁକା ଭାବେ ଗ୍ରହଣ କରି କହିଛି ଯେ ସ୍ଲୋଗାନ୍ ଏବଂ ଶବ୍ଦ ଭାରତୀୟଙ୍କୁ ବୋକା ବନେଇପାରିବ ନାହିଁ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନଲିନ କୋହଲି ଗ୍ରାମୀଣ ବିଦ୍ୟୁତୀକରଣ, ମାଗଣା ରାସନ, ସୁଲଭ…

ରାମ ମନ୍ଦିର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଦାନ କଲେ ଭିକାରି

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ପାଇଁ କାଶୀ ଏବଂ ପ୍ରୟାଗରାଜରୁ ଶହ ଶହ ଭିକାରୀମାନେ ୪ ଲକ୍ଷ ଟଙ୍କା ଦାନ କରିଛନ୍ତି । ଭିକାରୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ରାମ ମନ୍ଦିର ନିର୍ମାଣ ପାଇଁ ଦେଶ ତଥା ବିଶ୍ୱରୁ ସହାୟତା ଗ୍ରହଣ କରାଯାଉଛି ।…

ପିଟ୍ରୋଡାଙ୍କ ରାମ ମନ୍ଦିର ମନ୍ତବ୍ୟକୁ ନେଇ ବିବାଦ, ତୁଷ୍ଟିକରଣ ରାଜନୀତି ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚାଲିଥିବା ପ୍ରଚାରକୁ ନେଇ ପ୍ରଶ୍ନ ଉଠାଇ କଂଗ୍ରେସ ନେତା ସାମ୍ ପିଟ୍ରୋଡା ନିଜର ମନ୍ତବ୍ୟ ଦେଇ ରାଜନୀତି ସରଗରମ କରିଛନ୍ତି। ଧର୍ମକୁ ରାଜନୀତିଠାରୁ ଅଲଗା ରଖିବା ଉଦ୍ଦେଶ୍ୟରେ ସେ ଦେଇଥିବା ଏହି…

ବୋହୂ ଗୁଟ୍‌ଖା ଖାଇବାରୁ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ

ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରା ଅଞ୍ଚଳରେ ଏବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ନବ ବିବାହିତା ବୋହୂର ଗୁଟ୍‌ଖା ଖାଇବା ନିଶା ଘଟଣାକୁ ନେଇ ଶାଶୁଘର ଲୋକେ ଥାନାରେ ପହଞ୍ଚିଥିଲେ । ସ୍ଥିତି ଏମିତି ହେଲା ଯେ ଛାଡପତ୍ର ଯାଏଁ ମଧ୍ୟ ପହଞ୍ଚିିଥିଲା କଥା ।ଶାଶୁଘର ଲୋକ ଗୁଟଖା ନ ଖାଇବା ପାଇଁ…

ଫଟୋ ଉଠାଇବା ବେଳେ ମହିଳା କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା ଉଦ୍ୟମ

ପାଟନା: ମହିଳା କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା ଉଦ୍ୟମ । ପାଟନା ମେରାଇନ ଡ୍ରାଇଭରେ ଫଟୋ ଉଠାଇବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ । ଗୁରୁତର ମହିଳା କନଷ୍ଟେବଲ ପମି ଖାତୁନ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କନଷ୍ଟେବଲ…

ଅଯୋଧ୍ୟା ଜଙ୍କସନର ନାଁ ବଦଳି ହେଲା ‘ଅଯୋଧ୍ୟା ଧାମ’

ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟା ଜଙ୍କସନର ନାମ। ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲଓ୍ବେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍‌ଘାଟନ ପୂର୍ବରୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟା ରେଲଓ୍ବେ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ 'ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି।…

ରାଜନୀତିରେ ମନ୍ଦିର: ବିଜେପିର ରାମ ମନ୍ଦିର ବେଳେ ନିର୍ବାଚନ ବେଳେ ଟିଏମସି ଖେଳିବ ଜଗନ୍ନାଥ ମନ୍ଦିର କାର୍ଡ?

କୋଲକାତା: କେବଳ ଯେ ସାଧାରଣ ନିର୍ବାଚନ ବେଳେ ବିଜେପି ଅଯୋଧ୍ୟାର ରାମ ମନ୍ଦିର ଏବଂ ଓଡ଼ିଶାରେ ବିଜେଡି ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଜରିଆରେ ଭୋଟ୍ ହାତେଇବାକୁ ଯୋଜନା କରିଛି ତାହା ନୁହେଁ ବରଂ ପଶ୍ଚିମବଙ୍ଗର ଶାସକ ଦଳ ତଥା ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ…