Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ ଏମ.ଫିଲ, ଆଡମିଶନ ବନ୍ଦ ପାଇଁ ୟୁଜିସିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏମ.ଫିଲକୁ ନେଇ ୟୁଜିସିର ବଡ ନିଷ୍ପତ୍ତି। ମାଷ୍ଟର ଅଫ୍ ଫିଲୋସଫି ଡିଗ୍ରୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ କଲେଜଗୁଡ଼ିକୁ ନୋଟିସ ଜାରି କରିଛି ୟୁଜିସି। ବର୍ତ୍ତମାନଠାରୁ କୌଣସି କଲେଜରେ ଏମ.ଫିଲରେ ଆଡମିଶନ ହେବ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି। ବିଜ୍ଞପ୍ତିରେ…

ଏକାବେଳେ ୧୦ଟି ସିଲିଣ୍ଡରରେ ଲଗିଲା ନିଆଁ, ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ପୁଣେ

ପୁଣେ: ମହାରାଷ୍ଟ୍ରର ପୁଣେ ନିକଟ ବିମାନ ନଗରରେ ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକା ସାଙ୍ଗରେ ୧୦ ସିଲିଣ୍ଡରରେ ନିଆଁ ଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଛି । ସିମ୍ବାୟୋସିସ୍ କଲେଜ ନିକଟରେ ଘଟିଛି ଏଭଳି ଘଟଣା। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା…

ମୁସଲିମ ଲିଗ୍‌ ଜମ୍ମୁ-କଶ୍ମୀରକୁ ବ୍ୟାନ୍ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ମୁସଲିମ ଲିଗ ଜମ୍ମୁ କଶ୍ମୀର-ମସରତ ଆଲମ ଗ୍ରୁପ୍‌ (MLJK-MA) ମେଣ୍ଟ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସରକାର। UAPA ଅଧୀନରେ ଏହାକୁ ବେଆଇନ ସଙ୍ଗଠନ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଡା ନିଷ୍ପତ୍ତି ନେଇଛନ୍ତି।ସଙ୍ଗଠନ ଏବଂ ଏହାର…

୧୪ ଜାନୁୟାରୀରୁ ‘ଭାରତ ନ୍ୟାୟ ଯାତ୍ରା’: ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ;  ‘ଭାରତ ଯୋଡ ଯାତ୍ରା’ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିବେ 'ଭାରତ ନ୍ୟାୟ ଯାତ୍ରା' । ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡା ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। …

ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର

ନୂଆଦିଲ୍ଲୀ: ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର । ଏହାକୁ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏପରି ଏକ…

ବରଫ ମହୋତ୍ସବ : ମାଇନସ ୧୨ରୁ ୨୩ ଡିଗ୍ରି ତାପମାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ

ଚୀନ: ଉତ୍ତର-ପୂର୍ବ ଚୀନ୍‌ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍‌ଠାରେ ଧୂମ୍‌ଧାମ୍‌ରେ ଆରମ୍ଭ ହୋଇଛି ହାର୍ବିନ୍ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ । ବିଯୁକ୍ତ ୧୨ ଡିଗ୍ରି ସେଲସିଅସ୍‌ରୁ ୨୩ ଡିଗ୍ରି ସେଲସିଅସ ତାପମାତ୍ରା ଯାଏ ଖସି ଆସୁଥିବା ହାର୍ବିନ୍ ସହରରେ ପ୍ରତି ବର୍ଷ ବିଶ୍ୱର…

ଅର୍ଥାଭାବ ଯୋଗୁ ଆଫଗାନିସ୍ତାନରେ ହେଉଛି ସାମୂହିକ ବିବାହ

କାବୁଲ: ଚାଲିଛି ବିବାହ ଋତୁ । ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ । ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ । କିନ୍ତୁ ପୃଥିବୀର ସବୁଠାରୁ ଗରିବ ଦେଶ କୁହାଯାଉଥିବା ଆଫଗାନିସ୍ତାନ ଏବେ ଅର୍ଥାଭାବ ସଙ୍ଗେ ଜୁଝି…

ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ

ନୂଆଦିଲ୍ଲୀ : ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । କରୱା ଚୌଥ ପାଳନ ନ କରିବା ଜଣେ ମହିଳାଙ୍କର ନିଜ ଇଛା ଉପରେ ନିର୍ଭର କରେ । ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ…

ୟୁ ଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ବିଶ୍ୱର ପ୍ରଥମ ନେତା ହେଲେ ମୋଦି, ଚଳିତ ମାସରେ ମିଳିଲା ୨୨ କୋଟି ଭିଉଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ସାରା ବିଶ୍ୱର ପ୍ରଥମ ନେତା ହେଉଛନ୍ତି ମୋଦି ଯାହାଙ୍କ ୟୁ ଟ୍ୟୁବ ଚାନେଲ((PM Modi YouTube Channel))ର ସବସ୍କ୍ରଇବର ୨ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ୟୁଟ୍ୟୁବ…

ଭାରତୀୟ ନୌସେନା ଯୁଦ୍ଧ ବିମାନର ଫାଟିଲା ଟାୟାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ବିମାନର ଟାୟାର ଫାଟିଯାଇଛି । ଗୋଆର ଡାବ୍ରୋଲିମ ବିମାନ ବନ୍ଦରରେ ଏହା ଉଡାନ ଭରିବା ପୂର୍ବରୁ ଟ୍ୟାକ୍ସିୱେରେ ମିଗ-୨୯ର ଚକ ଫାଟି ଯାଇଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏୟାରପୋର୍ଟ ଅଧିକାରୀ ସଙ୍ଗେ ସଙ୍ଗେ ଫସି ରହିଥିବା ବିମାନ ଯୋଗୁ ରନୱେକୁ…