Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଧ୍ୟପ୍ରଦେଶ ରାଜନୀତି ସରଗରମ, ବିଜେପି ଛାଡ଼ି କଂଗ୍ରେସକୁ ଫେରିଲେ ସମନ୍ଦର ପଟେଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ। ଆଗାମୀ ନିର୍ବାଚନକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ନିଜ ନିଜ ଅଣ୍ଟା ଭିଡୁଛନ୍ତି। ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଦଳ ପରିବର୍ତ୍ତନ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଯାହାର…

ଲଦାଖ ଜମି ଦଖଲ କରିଛି ଚୀନ୍ ସେନା, ସ୍ୱୀକାର କରୁନାହାଁନ୍ତି ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ପାଙ୍ଗୋଙ୍ଗ ହ୍ରଦରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ଚୀନ୍ ସହ ସୀମା ବିବାଦ ଏବଂ…

‘ହିନ୍ଦୀରେ ନାଁ, ଇଂରାଜୀରେ ଡ୍ରାଫ୍ଟ’ କହି କେନ୍ଦ୍ର ସରକାରଙ୍କୁ ପି.ଚିଦାମ୍ବରମଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଧାର ପାଇଁ ଲୋକସଭାରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରର ତିନୋଟି ବିଲ୍ ଉପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ମନ୍ତବ୍ୟ ଦେଇଛନ୍ତି। ପୁଡୁକୋଟ୍ଟଇରେ ସାମ୍ବାଦିକଙ୍କ ସହ ଏକ ସାକ୍ଷାତକାରରେ ଚିଦାମ୍ବରମ୍ ବିଜେପି…

ରୁଷୀୟ ଚନ୍ଦ୍ରଯାନ ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି: ଶେଷ ମୁହୁର୍ତ୍ତରେ ପ୍ରଯୁକ୍ତିଗତ ତ୍ରୁଟି

ମସ୍କୋ: ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲୁନା-୨୫ ଅଟୋମେଟିକ୍ ଅନବୋର୍ଡ କମ୍ପ୍ୟୁଟରରେ ଜରୁରୀକାଳୀନ ସ୍ଥିତି ଦେଖାଦେଇଛି ବୋଲି ଋଷ ମହାକାଶ ଏଜେନ୍ସି ‘ରସକସମସ୍’ ପକ୍ଷରୁ ସୂଚନା ମିଳିଛି ।…

ଅନଲାଇନ ଫ୍ରଡର ଶିକାର ହେଲେ ମହିଳା: ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହେଲା ୫ ଲକ୍ଷ ଟଙ୍କା

ଦିଲ୍ଲୀ : ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ଅନ୍‌ଲାଇନ୍‌ ଫ୍ରଡ ମାମଲା ।  ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ଅନଲାଇନ ଫ୍ରଡର ଶିକାର ହୋଇଥିବା ଦେଖିବାକୁ ମିଳିଛି ।  ଗୋଟିଏ ଛୋଟ ଭୁଲ ପାଇଁ…

ରାଜୀବ ଗାନ୍ଧୀ ଜନ୍ମ ଜୟନ୍ତୀ; ୧୪ ହଜାର ଫୁଟ ଉଚ୍ଚରୁ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ଭାରତ ରତ୍ନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଲଦାଖରେ ବାପାଙ୍କ ଜନ୍ମଜୟନ୍ତୀ ପାଳନ କରୁଛନ୍ତି ରାହୁଲ ଗାନ୍ଧୀ। ୧୪ ହଜାର ଫୁଟ ଉଚ୍ଚରୁ ପିତା ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି।…

ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର

ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି  । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  ।  ବସ୍‌ରେ…

ମଶା ଘଉଡାଇବା ମେସିନ୍ ନେଲା ଆଈ ସମେତ ତିନି ନାତୁଣୀଙ୍କ ଜୀବନ

ଚେନ୍ନାଇ: ଘର ଭିତରୁ ମଶା ଘଉଡାଇବାକୁ ଶୋଇବା ବେଳେ ଲଗାଇଥିବା ମେସିନ ସାଜିଲା କାଳ। କୌଣସି କାରଣରୁ ରାତିରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ।  ତାମିଲନାଡୁର ମନାଲି ନିକଟସ୍ଥ ମାଥୁର ଏମଏମଡିଏରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ବୃଦ୍ଧା ସମେତ ତିନି…

ପାକିସ୍ତାନରେ ପୁଣି ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶନିବାର ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଏହି ବୋମା ବିସ୍ଫୋରଣ…

ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା, ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା। ଦର ବୃଦ୍ଧିକୁ ରୋକିବା ଏବଂ ଘରୋଇ ବଜାରରେ ଯୋଗାଣରେ ସୁଧାର ଆଣିବା ପାଇଁ ଭାରତ ସରକାର ଶନିବାର ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ରପ୍ତାନି ଶୁଳ୍କ ତୁରନ୍ତ…