Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚନ୍ଦ୍ରରେ ପାଦ ରଖିବ ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ତାରିଖ ଓ ସମୟ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ସମୟ ଯେତେ ପାଖଉଛି ଉତ୍କଣ୍ଠା ସେତେ ବଢୁଛି । ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସହ ଜଡ଼ିତ କୋଟି କୋଟି ଭାରତୀୟଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷା । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ କଲେ ଇତିହାସ ରଚିବ ଭାରତ । ବିଶ୍ଵ ସମେତ ଦେଶବାସୀ ସେହି ଐତିହାସିକ…

ଏପରି ଜାଗା, ଯେଉଁଠି ଓଲଟା ବହିଥାଏ ପାଣି: ବୈଜ୍ଞାନିକମାନେ ବି ଜାଣିପାରି ନାହାନ୍ତି ରହସ୍ୟ

ଛତିଶଗଡ: ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ପ୍ରଗତି କରି ସାରିଲାଣି । ସବୁ କ୍ଷେତ୍ରରେ ବିଜ୍ଞାନ ଦ୍ଵାରା କରାଯାଇଥିବା ଉପଲବ୍ଧି ବିଷୟରେ ସମସ୍ତେ ଅବଗତ ଅଛନ୍ତି । କିନ୍ତୁ ଆଜି ବି ପୁରା ଦୁନିଆରେ ଏମିତି କେତେକ ସ୍ଥାନ ଏବଂ ରହସ୍ୟ ଅଛି ଯାହାଙ୍କ ବିଷୟରେ ଆଜି ବି ବିଜ୍ଞାନ ମଧ୍ୟ ଭେଦ କରିପାରି…

ଋଷର ମିଶନ ମୁନକୁ ବଡ ଝଟକା : ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ କ୍ରାସ ହେଲା ଲୁନା-୨୫

ମସ୍କୋ: ଅନ୍ତରୀକ୍ଷକୁ ପଠାଯାଇଥିବା ଋଷର ମିଶନ ମୁନକୁ ବଡ ଝଟକା ଲାଗିଛି । ଚନ୍ଦ୍ରର ପୃଷ୍ଠ ସହିତ ଧକ୍କା ହୋଇ ବିଫଳ ହୋଇଛି ଲୁନା-୨୫। ରୁଷ୍‌ ୫୦ ବର୍ଷ ପରେ ଦ୍ୱିତୀୟ ଥର ମୁନ୍‌ ମିଶନ ଲଞ୍ଚ୍‌ କରିଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ ଋଷର ଅନ୍ତରୀକ୍ଷ ଯାନ ଅନିୟନ୍ତ୍ରିତ କକ୍ଷରେ ବୁଲିବା ପରେ…

କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି ଘୋଷଣା, ୩୯ ଜଣ ସଦସ୍ୟ ସାମିଲ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟିର ତାଲିକା ପ୍ରକାଶ ପାଇଛି ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ…

ରିଲ୍ସ ବନାନ୍ତୁ ଟଙ୍କା ପାଆନ୍ତୁ, ଜାଣନ୍ତୁ କେଉଁ ସରକାର ଦେଲେ ନିର୍ଦ୍ଦେଶ

ବିହାର: ଆଜିକାଲି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ପରିଚୟ ପାଇଁ ଅନେକ ଲୋକ ରୀଲ୍ସ ବନାଉଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଓ ବିଭିନ୍ନ ଭଙ୍ଗିରେ ତିଆରି ହେଉଥିବା ରିଲ୍ସ ଆଜିକାଲି ଲୋକଙ୍କୁ ମତୁଆଲା କରିଛି । ତେବେ ଯଦି ଆପଣଙ୍କୁ କୁହାଯାଏ ଯେ, ବର୍ତ୍ତମାନ ଆପଣ ରିଲ୍ସ ତିଆରି କରି…

ଚିନ୍ତା ବଢାଇଲା କରୋନା; ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ, ସଂକ୍ରମଣ ବଢିଲେ କାମ ଦେବନି ଟିକା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କରୋନା। ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଭିନ୍ନ…

୪୦ଥର ଟ୍ରାଫିକ ନିୟମ ଭାଙ୍ଗି ଧରାପଡିଲେ ବ୍ୟକ୍ତି: ଏକାସଙ୍ଗେ ଦେଲେ ୧୨ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ: ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାର ୪୦ଟି ପେଣ୍ଡିଂ ମାମଲାର…

ଅଖିଳେଶ ଯାଦବଙ୍କୁ ଭେଟିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ଲକ୍ଷ୍ନୌ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ରବିବାର ସକାଳେ ଅଭିନେତା ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନସ୍ଥିତ ସାକ୍ଷାତ…

ଭୋପାଳରେ ଗୃହମନ୍ତ୍ରୀ ଅମିତ ଶାହ, ଜାରି କରିବେ ଶିବରାଜ ସରକାରଙ୍କ ‘ରିପୋର୍ଟ କାର୍ଡ’

ଭୋପାଳ: ଆଗକୁ ଅଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ଦଳ ହେଉଛନ୍ତି ସଜବାଜ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ମଧ୍ୟପ୍ରଦେଶ ସରକାରଙ୍କ ‘ରିପୋର୍ଟ କାର୍ଡ’ ଜାରି କରିବା ସହ ଗ୍ୱାଲିୟରରେ ବିଜେପିର କାର୍ଯ୍ୟ ସମିତି ବୈଠକକୁ…

ପିନ୍ଧନ୍ତୁ ନାହିଁ ଏପରି ପୋଷାକ, ନଚେତ ଯାଇପାରିବେନି କାଲକାଜୀ ମନ୍ଦିର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ମାଆ କାଲକାଜୀ ମନ୍ଦିରକୁ ପ୍ରତ୍ୟକ ବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ପର୍ଯ୍ୟଟକ ଦର୍ଶନ କରିବାକୁ ଆସିଥାନ୍ତି । ଅନେକ ଲୋକଙ୍କର ମାଆଙ୍କ ପ୍ରତି ଦୃଢ ବିଶ୍ୱାସ ରହିଛି । କୁହାଯାଏ ମାଆ କାଲକାଜୀଙ୍କୁ ଦର୍ଶନ କରି ମନସ୍କାମନା ବିଷୟରେ ଜଣାଇଲେ ତାହା…