Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଭାରତର ଚନ୍ଦ୍ରଯାନ, ଦ୍ବିତୀୟ ଡିବୋଷ୍ଟିଂ ଅପରେସନ ସଫଳ

ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ରଯାନ -୩ ଚନ୍ଦ୍ରର ଅତି ନିକଟତର ହୋଇଛି। ଇସ୍ରୋ ସଫଳତାର ସହିତ ଦ୍ୱିତୀୟ ଏବଂ ଶେଷ ଡିବୋଷ୍ଟିଂ ଅପରେସନ୍ ସମାପ୍ତ କରିଛି। ଏହି ଅପରେସନ୍ ପରେ ଚନ୍ଦ୍ରଯାନ -୩ ର ଚନ୍ଦ୍ରଠାରୁ ଦୂରତା ଆହୁରି କମିଛି। ଲ୍ୟାଣ୍ଡର୍ ମଡ୍ୟୁଲ୍ ବର୍ତ୍ତମାନ ୨୫ କିଲୋମିଟର x ୧୩୪…

ସଡକ ଦୁର୍ଘଟଣାରେ ୯ ଯବାନ ଶହୀଦ

ଲଦାଖ: ଲଦାଖରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାରତର ୯ଜଣ ଯବାନ ଶହୀଦ ହୋଇଥିବା ଖବର ହସ୍ତଗତ ହୋଇଛି । ସୈନିକମାନେ ଗାଡିରେ ଲେହରୁ କ୍ୟାରୀ ଆଡକୁ ଯାଉଥିଲେ । ସେନାକୁ ନେଇ ଯାଉଥିବା ଗାଡଟି ଭାରସମ୍ୟ ହରାଇ ପାହଡ ତଳକୁ ଖସି ପଡିଥିଲା । ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ…

‘ମଧ୍ୟପ୍ରଦେଶ ରାଜନୀତି’, ସିନ୍ଧିଆଙ୍କୁ ପାଖକୁ ନେଇ ବଡ଼ ଝଟକା ଦେଲା ବିଜେପି !

ଭୁବନେଶ୍ୱର: ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୮ ମସିହା ନିର୍ବାଚନରେ ସେଠାରେ କଂଗ୍ରେସ ଜିତି ସରକାର ଗଢ଼ିଥିଲେ ମଧ୍ୟ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ସରକାର…

ଲଦାଖରେ ମ୍ୟାଚ ଦେଖିଲେ, ବାଇକ ଚଳାଇଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଲେହ ଠାରେ ଯୁବ ବର୍ଗଙ୍କ ସହ ଆଲୋଚନା ବେଳେ ଭାରତ ସ୍ୱାଧୀନତାର ମୂଳଦୁଆ ସମ୍ବିଧାନ ବୋଲି ରାହୁଲ କହିଛନ୍ତି। ସାମ୍ବିଧାନିକ ଵ୍ୟଵସ୍ଥା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ…

ବିଳମ୍ବିତ ରାତିରେ ସିରିଜ ଡକାୟତି; ଜଣେ ମୃତ, ୨ ଆହତ

ନୂଆଦିଲ୍ଲୀ:ଉତ୍ତର ଦିଲ୍ଲୀର ୱେଲକମ ଏରିଆରେ ଶନିବାର ରାତିରେ ସିରିଜ ଡକାୟତିକାଣ୍ଡ ଘଟିଯାଇଛି  । ଦୁର୍ବୃତ୍ତଙ୍କ ଛୁରାମାଡରେ ଜଣେ ୩୨ ବର୍ଷ ଯୁବକଙ୍କର ମୃତ୍ୟୁ ଘଟିଛି । ୨ ଜଣ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ସାଢେ ୧୧ଟାରୁ ଗୋଟେ ମଧ୍ୟରେ ଏହି…

ଲେହରେ ପରୀକ୍ଷାମୂଳକ ଭାବେ ଗଡିଲା ପ୍ରଥମ ହାଇଡ୍ରୋଜେନ୍ ବସ୍

ଲେହ: ଲେହରେ ଗଡିଲା ପ୍ରଥମ ହାଇଡ୍ରୋଜେନ୍ ବସ୍। ନୂଆ ଟେକନିକରେ ସୁସଜ୍ଜିତ ଏହି ବସ ଲେହରେ ତାର ପ୍ରଥମ ଯାତ୍ରା ଆରମ୍ଭ କରିଛି । ଦେଶର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନଟିପିସି  ପକ୍ଷରୁ କୁହାଯାଇଛି, ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଭିତ୍ତିକ ବିଦ୍ୟୁତ  ଚାଳିତ ଯାନ ସାଧାରଣ ଲୋକଙ୍କ…

୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆଫ୍ରିକାରେ ସେ ଜୋହନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି । ଆଫ୍ରିକାର ରାଷ୍ଟ୍ରପତି ମଟାମେଲା ସାଇରିଲ ରାମଫୋସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…

‘ଗଦର-୨’ ଦେଖିଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

ଉଜୈନ: ସନ୍ନି ଦେଓଲଙ୍କ ଅଭିନୀତ 'ଗଦର ୨' କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨'କୁ ନେଇ କ୍ରେଜ୍ ବଢି ବଢି ଚାଲୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦର ୨' ଦେଖିବା ପାଇଁ ହଲରେ ଲୋକଙ୍କ ପ୍ରବଳ…

ରାଇଡର ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ: ଇନଷ୍ଟାରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି  ।  ପ୍ରଥମ କରି ଲଦାଖ୍‌ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ବାଇକ୍‌ ଚଳାଇ ପାଙ୍ଗୋଙ୍ଗ ହ୍ରଦ ଆଡ଼କୁ ଯାଇଛନ୍ତି। ତାଙ୍କର କିଛି ଫଟୋ ସେ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ…