Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ, ଆସନ୍ତା ୨୪ରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି  । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ…

ରାଜ୍ୟସଭାର ୧୨% ସାଂସଦ ଅରବପତି; ତେଲେଙ୍ଗାନାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଛନ୍ତି ଧନୀ ସାଂସଦ ।ରାଜ୍ୟସଭାରେ ଥିବା ସାଂସଦଙ୍କ ମଧ୍ୟରୁ  ୧୨ ପ୍ରତିଶତ ଅରବପତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସର୍ବାଧିକ ସାଂସଦ ରହିଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ପ୍ରକାଶ ପାଇଛି ଏପରି ତଥ୍ୟ । ଏଡିଆର…

୧୮ରୁ କମ୍ ବୟସରେ ଶାରୀରିକ ସମ୍ପର୍କକୁ ଅପରାଧ ମୁକ୍ତ କରିବା ଠିକ୍ ହେବ କି?

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ରୋମିଓ-ଜୁଲିଏଟ୍ ଆଇନକୁ ସମ୍ଭାବ୍ୟ ଭାବେ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି। ଏହି ଆଇନର ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କ ମଧ୍ୟରେ ସହମତିରେ ହେଉଥିବା ଯୌନ କାର୍ଯ୍ୟକଳାପକୁ ଅପରାଧମୁକ୍ତ କରିବା। ୧୮ ବର୍ଷରୁ…

‘ସୋଶିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରି କ୍ଷମା ମାଗିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେନି’

ନୂଆଦିଲ୍ଲୀ: କେବଳ କ୍ଷମାପ୍ରାର୍ଥନା ଜାରି କରି ବ୍ୟକ୍ତିବିଶେଷ ନିଜର ଅଶାଳୀନ ଓ ଅଶ୍ଳୀଳ ସୋସିଆଲ ମିଡିଆ ପୋଷ୍ଟର ପରିଣାମରୁ ବର୍ତ୍ତି ପାରିବେ ନାହିଁ । ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱାରୋପ କରିଛନ୍ତି। ୭୨ ବର୍ଷୀୟ ଅଭିନେତା ତଥା ତାମିଲନାଡୁର ପୂର୍ବତନ…

ରେଳ ଧାରଣାରେ ହାତୀ ଆସୁଥିଲେ ବାଜିବ ଆଲାରାମ, କମିଯିବ ଟ୍ରେନର ବେଗ

ଭୁବନେଶ୍ୱର: ଟ୍ରେନ ଧକ୍କାରେ ଆଉ ମରିବେନି ହାତୀ । ହାତୀ ମୃତ୍ୟୁକୁ ଏଡାଇବା ପାଇଁ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ହାତୀ ଅନୁପ୍ରବେଶ ପଥ ଚିହ୍ନଟ ପାଇଁ ରେଳଧାରଣାର ଆଇଡିଏସ  ବା ଇଣ୍ଟ୍ରୁଜନ ଡିଟେକ୍ସନ ସିଷ୍ଟମ । ଟ୍ରେନ ଧକ୍କାରେ  ହାତୀ ମୃତ୍ୟୁ ଏକ ଚିନ୍ତାଜନକ ସମସ୍ୟା ହୋଇଥିବାବେଳେ…

ବିହାରରେ ସମ୍ବାଦିକ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

ବିହାର: ବିହାରର ଅରରିୟାଠାରେ ଗତକାଲି ‘ଦୈନିକ ଜାଗରଣ’ର ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ଜଣ ଦୃର୍ବୃତ୍ତ ଘରେ ପଶି ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ରାଜ୍ୟରେ ଗତକାଲି ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ସେହି ମାମଲାରେ ଆଜି ବିହାର ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆଜି ବିଶ୍ବ ଫଟୋଗ୍ରାଫି ଦିବସ: ଚଳିତବର୍ଷର ଥିମ୍ ଭୂଦୃଶ୍ୟ

ମୁମ୍ବାଇ: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା ବିକଶିତ…

ମଣିପୁରରେ ପୁଣି ତେଜିଲା ହିଂସା: କୁକି ସମ୍ପ୍ରଦାୟର ୩ ଯୁବକଙ୍କୁ ହତ୍ୟା

ଇମ୍ଫାଲ: ଦୁଇ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା । କୁକି ସମ୍ପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି  । ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ସଶସ୍ତ୍ର…

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ବାରାଣସୀରେ ଆରମ୍ଭ ହେଲା ୱାଇ-୨୦ ଶିଖର ସମ୍ମିଳନୀ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନଭେନ୍‌ସନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୱାଇ-୨୦ ଶିଖର ସମ୍ମିଳନୀ । ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ…