Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପରିଚୟ ଲୁଚାଇ ବିବାହ କିମ୍ବା ପଦୋନ୍ନତିର ଆଶା ଦେଖାଇ ଯୌନ ସମ୍ପର୍କ କଲେ ଏବେ ୨୦ ବର୍ଷ ଜେଲ ସଜା’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ୧୮୬୦ର ସଂସ୍କାର ସମ୍ପର୍କରେ ଏକ ବିଲ୍ ଆଗତ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜଷ୍ଟିସ୍ କୋଡ୍ ୨୦୨୩ (ବିଏନ୍ଏସ୍) ବିଲ୍ ଏବେ ଆଇପିସିର ସ୍ଥାନ ନେବ। ଏହି ବିଲରେ ମହିଳାଙ୍କ ପ୍ରତି…

‘ମା’ ମୋତେ ବହୁତ ଡର ଲାଗୁଛି..ଶୀଘ୍ର ଆସ…’ଶେଷ ଫୋନ କଲରେ ଏମିତି ନିବେଦନ କରି ଛାତରୁ ଖସି ପଡିଲେ ମେଧାବୀ ଛାତ୍ର

କୋଲକାତା: ମା’ ମୋତେ କିଛି ଭଲ ଲାଗୁନି । ବହୁତ ଡର ଲାଗୁଛି । ତୁମେ ଜଲଦି ଆସ ମା’ । ତୁମକୁ ବହୁତ କିଛି କହିବାକୁ ଅଛି । ଶୀଘ୍ର ଆସ ମା‘ । ଏ ଥିଲା ଜଣେ ମେଧାବୀ ଛାତ୍ରର ଶେଷ ନିବେଦନ । ମା’ଙ୍କୁ ଫୋନ କରି   ଏମିତି ଅନୁନୟ କରି କହୁଥିଲା । ହେଲେ ମା’ ଆସିଲା ବେଳକୁ କିଛି କହିବାକୁ ପୁଅ…

ରୋଗୀ, ପରିବାର ଲୋକ ଦୁର୍ବବ୍ୟହାର କଲେ ଚିକିତ୍ସା କରିବେନି ଡାକ୍ତର

ନୂଆଦିଲ୍ଲୀ: ରେଜିଷ୍ଟେଡ ମେଡିକାଲ ପ୍ରାକ୍ଟିଶିଟେନର୍ସ ଡାକ୍ତରଙ୍କ ସୁରକ୍ଷା ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆଗକୁ ଯଦି କୌଣସି ରୋଗୀ କିମ୍ବା ଏହାର ପରିବାରବର୍ଗ ଡାକ୍ତରଙ୍କ ପ୍ରତି ଦୁର୍ବବ୍ୟହାର କରନ୍ତି ତେବେ ସେ ସିଧାସଳଖ ଚିକିତ୍ସା…

କର୍ଣ୍ଣାଟକରେ ଯେଉଁ ଭୁଲ ପାଇଁ ବିଜେପି ଗଲା, ସେହି ଭୁଲ କରୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ଉପରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଲଗାତର ଆକ୍ରମଣ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିବା କୁହାଯାଉଥିଲା। ଯେଉଁଥିପାଇଁ ଦଳ ବିଜେପିକୁ ପରାଜିତ କରି ଏକ ବଡ଼ ବିଜୟ ପାଇଲା ବୋଲି ମତ ପ୍ରକାଶ ପାଉଛି। ଏହି ନିର୍ବାଚନ ରଣନୀତିରେ…

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ…

୪୭ ବର୍ଷ ପରେ ରୁଷର ମୁନ୍ ମିଶନ: ଲୁନା-୨୫ ଲଞ୍ଚ କଲା ମସ୍କୋ,ଅଗଷ୍ଟ ୨୨ ସୁଦ୍ଧା ଲ୍ୟାଣ୍ଡିଂ

ମସ୍କୋ: ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ରୁଷ ଆରମ୍ଭ କରିଛି ତାର ମୁନ ମିଶନ । ଏହି ମିଶନ ଅନୁସାରେ ଆଜି ପ୍ରତ୍ୟୁଷରୁ ରୁଷ ତାର ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି  । ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ସପ୍ଟ ଲାଣ୍ଡିଂ କରିବାରେ ଏହା ହେବ ପ୍ରଥମ ରାଷ୍ଟ୍ର  । ଯଦିଓ ଭାରତର ଚନ୍ଦ୍ରଯାନ-୩ ପ୍ରଥମେ…

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଗାଇଡଲାଇନ, ବିନା ପ୍ରମାଣ ପତ୍ରରେ ଦେଇପାରିବେନି ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ପାଇଁ ଆସିଛି ନିର୍ଦ୍ଦେଶନାମା। ଏଣିକି ସୋସିଆଲ ମିଡିଆରେ ବିନା ପ୍ରମାଣ ପତ୍ରରେ ଦେଇପାରିବେନି କୌଣସି ପ୍ରକାର ପରାମର୍ଶ। ଏହି ଇନ୍‌ଫ୍ଲୁଏନ୍‌ସର ସେଲିବ୍ରିଟି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁସ୍ଥ ରହିବା ପାଇଁ…

ଦେଶର ନିଆରା ରେଳ ଷ୍ଟେସନ: ବିନା ପାର୍ସପୋର୍ଟ ଓ ଭିସାରେ ନୋ ଏଣ୍ଟ୍ରି, ଧରାପଡିଲେ ଜେଲ ଦଣ୍ଡ

ମୁମ୍ବାଇ: ଯେତେବେଳେ ଆମେ ବିଦେଶ ଯାଉ , ସବୁବେଳେ ଭିସା ଓ ପାର୍ସପୋର୍ଟର ଆବଶ୍ୟକତା ପଡିଥାଏ  । ଦେଶରେ ଭ୍ରମଣ କରିବା ସମୟରେ ସେଗୁଡିକର ଆବଶ୍ୟକତା ନଥାଏ  । ଆପଣମାନେ ହୁଏତ ଜାଣିନଥିବେ ଭାରତରେ ଏପରି ଏକ ରେଳଷ୍ଟେସନ ରହିଛି , ଯେଉଁଠାରେ ଟ୍ରେନ ଯାତ୍ରା କରିବାକୁ ଭିସା ଏବଂ ପାର୍ସପୋର୍ଟର…

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ପୋଲିସକର୍ମୀ ମୃତ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ପୋଲିସକର୍ମୀଙ୍କ ଗାଡି ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି…

ନୂଆ ଆଇନ: ଗଣଦୁଷ୍କର୍ମ ଅପରାଧୀଙ୍କୁ ମିଳିବ ୨୦ ବର୍ଷ ବା ଆଜୀବନ ସଜା

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆସିଲା ନୂଆ ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । କ’ଣ ରହିଛି ଏହି ନୂଆ ବିଲରେ ଆସନ୍ତୁ ଜାଣିବା । ଆଇପିସି…