Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ଵାଧୀନତା ଦିବସ ଅଫର: ୧ ଟଙ୍କାରେ ଯାଆନ୍ତୁ ଦିଲ୍ଲୀରୁ ଏହି ସବୁ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ: ଯଦି ଆପଣ ବୁଲିବାକୁ ପସନ୍ଦ କରୁଛନ୍ତି କି ସ୍ଵାଧୀନତା ଦିବସରେ କେଉଁଆଡେ ଯିବାକୁ ଯୋଜନା ବନେଇଛନ୍ତି ତେବେ ଥରେ ଦେଖି ନିଅନ୍ତୁ ଏହି ଖବର । ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗ୍ରୀନସେଲ ମୋବିଲିଟିର ଇଣ୍ଟରସିଟି ଇଲେକ୍ଟ୍ରିକ୍ ଏସି ବସ କୋଚ ସର୍ଭିସ୍(NueGo) ଏକ ନୁଆ ଅଫରର ଘୋଷଣା…

ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ; ସଂସଦରେ ବିଲ ଆଣିଲେ ଅମିତ ଶାହ

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା  ପାଇଁ ଲୋକସଭାରେ ଆସିଲା ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଆଜି ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିଛନ୍ତି କେନ୍ଦ୍ର…

କଂଗ୍ରେସ ବିଧାୟିକାଙ୍କ ବିବାଦୀୟ ବୟାନ: ରାହୁଲଙ୍କୁ କ’ଣ ଝିଅ ଅଭାବ ଯେ ୫୦ ବର୍ଷର ମହିଳାଙ୍କୁ ସେ ଫ୍ଲାଇଂ କିସ୍ ଦେବେ

ନୂଆଦିଲ୍ଲୀ: ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ବିବାଦ ଥମୁନି । ସଂସଦରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସକୁ  ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ ଆଣିଥିଲେ । ଏହା ସଂସଦର ମହିଳାଙ୍କ ପ୍ରତି ଅପମାନ ବୋଲି ବିଜେପି ସାଂସଦମାନେ କହି ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।…

ନେହରୁ ଟ୍ରଫି ବୋଟ୍ ରେସ୍ ପାଇଁ ବଡ଼ ଆୟୋଜନ, ଉତ୍ସବମୁଖର ପୁନ୍ନାମଡା ହ୍ରଦ

ଥିରୁଭାନନ୍ତପୁରମ: ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଆଇକନିକ୍ ନେହେରୁ ଟ୍ରଫି ବୋଟ୍ ରେସ୍ (NBTR)। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବୋଟ୍ ରେସ୍ ନେଇ କେରଳର ଅଲାପ୍ପୁଝା ନିକଟ ପୁନ୍ନାମଡା ହ୍ରଦରେ ବଡ଼ ଆୟୋଜନ କରାଯାଇଛି। ନେହେରୁ ଟ୍ରଫି ବୋଟ୍…

ବିଶ୍ଵର ଦ୍ଵିତୀୟ ଗଭୀରତମ ଗୁମ୍ଫା, ଯାହାର ଉପର ଭାଗରୁ ଦେଖିଲେ ଟାଙ୍କୁରି ଉଠେ ଲୋମ

ଅବଖାଜିଆ: ଦୁନିଆରେ ଏପରି ଅନେକ ଯାଗା ରହିଛି ଯାହା ଆଜିବି ରହସ୍ୟ ଘେରରେ ରହିଛି । ସେଥିମଧ୍ୟରୁ କିଛି କିଛି ସ୍ଥାନର ରହସ୍ୟ ଜଣାପଡିଥିବା ବେଳେ କିଛି ସ୍ଥାନର ରହସ୍ୟ ଆଜିବି ରହସ୍ୟ ହେଇରହିଛି । ଦୁନିଆରେ ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଏପରି ଏକ ସ୍ଥାନ ରହିଛି ଜର୍ଜିଆର…

ଏନ୍‌ଏମ୍‌ସି ପକ୍ଷରୁ ଜାରି ହେଲା ନୂତନ ନିୟମ, ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କ ପାଇଁ ଜାରି ହେଲା ନୂତନ ନିୟମ। ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…

ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ: ହାୱାଇନ ଆଇଲ୍ୟାଣ୍ଡରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ। ଜଙ୍ଗଲରେ ଅଗ୍ନିକାଣ୍ଡର ମାତ୍ରା ପ୍ରଖର ହୋଇଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ନିଆଁ ବ୍ୟାପିବା କାରଣରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖ ସମସ୍ତ ଅଞ୍ଚଳ ମଧ୍ୟ ନିଆଁର କବଳିତ ହୋଇପଡିଛି । ଯାହାକୁ ନେଇ ଗ୍ରୀସ ଏବଂ ରୋଡ…

ପ୍ରଧାନମନ୍ତ୍ରୀଙ୍କୁ ୪୦ ବିଧାୟକଙ୍କ ଚିଠି: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ଦାବି

ଇମ୍ଫାଲ: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ମୋଦୀଙ୍କୁ ଚିଠି ଲେଖିଲେ ମଣିପୁରର ୪୦ ବିଧାୟକ। ଆସାମ ରାଇଫଲ୍ସକୁ ଫେରାଇ ଅନ୍ୟ କେନ୍ଦ୍ରୀୟ ବଳ ମୁତୟନ କରିବା ପାଇଁ ଏହି ଚିଠି ଜରିଆରେ ଦାବି କରାଯାଇଛି। କେବଳ ବିଧାୟକ ନୁହେଁ ବରଂ ପୋଲିସ ଡିପାର୍ଟମେଣ୍ଟ…

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।…

ନେପାଳରୁ ଭାରତ ଆସିବ ଟମାଟୋ, ୭୦ ଟଙ୍କାକୁ ଖସିବ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ସେ କହିଛନ୍ତି, ନାଫେଡ୍ ଚଳିତ ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀ ଏନସିଆରରେ କିଲୋ ପିଛା ୭୦…