Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଦଳିବ ଏୟାର ଇଣ୍ଡିଆ ବିମାନର ପରିପାଟି, କାହିଁକି ହେଲା ପରିବର୍ତ୍ତନ?

ନୂଆଦିଲ୍ଲୀ: ବଦଳିବ ଦେଶର ଅଗ୍ରଣୀ କର୍ପୋରେଟ ସଂସ୍ଥା ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ବିମାନର ପରିପାଟି। ଏଥିସହ ନିଜ ଲୋଗୋର ପରିବର୍ତ୍ତନ କରିବା ସହିତ ବିମାନର ରୂପରେଖ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ନିକଟରେ ୪୭୦ଟି ନୂଆ ବିମାନ କିଣିବାକୁ ଅର୍ଡର ଦେଇ ଐତିହାସିକ…

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଭୋଟିଂ ବେଳେ ଗୃହରୁ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଦଳ 'ଇଣ୍ଡିଆ' ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଗୁରୁବାର (ଅଗଷ୍ଟ ୧୦) ଲୋକସଭାରେ କାଟ ହୋଇଛି। ଏହି ଅବିଶ୍ୱାସ ପ୍ରସ୍ତାବ ବାଚନିକ ଜରିଆରେ ଭୋଟିଂ ହୋଇଥିଲା। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣରେ ବିରୋଧୀ ଦଳ…

ପ୍ରେମିକାଙ୍କ କଣ୍ଢେଇ ତିଆରି କରି କଲେ ବିବାହ, ଏବେ ୩ଟି ସନ୍ତାନର ବାପା !

ନୂଆଦିଲ୍ଲୀ: ଭଗବାନଙ୍କ ଏକ ଅଦ୍ଭୁତ ରଚନା ହେଉଛି ମନ । କାହା ପ୍ରତି ଏହା ଢ଼ଳିବ ତାହା କେହି ଭବିଷ୍ୟବାଣୀ କରିପାରିବେ ନାହିଁ । କଲମ୍ବିଆର ଏକ ଯୁବକଙ୍କ ପ୍ରେମ କାହାଣୀ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । କ୍ରିଷ୍ଟିଆନ ମୋଟେନେଗ୍ରୋ ନାମକ ଏକ ଯୁବକ ନତାଲିୟା ନାମକ ଯୁବତୀ ଭଲ ପାଉଥିଲେ ।…

‘ବିଶୃଙ୍ଖଳା’, ଗୃହରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଶେଷ ଦିନରେ ଗୁରୁବାର ଦିନ ସଂସଦରେ କାର୍ଯ୍ୟକାଳ ସମୟରେ 'ଅନାବଶ୍ୟକ ବ୍ୟବହାର' ବା ବିଶୃଙ୍ଖଳା ପାଇଁ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି।ବିଜେପି ନେତା ତଥା…

ଭାସିଗଲେ ଯୁବକ, ବଂଚିବା ପରେ ଉଠ ବସ ହୋଇ ନଦୀକୁ ମାଗିଲେ କ୍ଷମା

ଡେରାଡୁନ: ଉତରାଂଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଅଧିକାଂଶ ନଦୀ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଇତି ମଧ୍ୟରେ ଏଠାରୁ ଏ ଭଳି ଏକ ଖବର ହସ୍ତଗତ ହୋଇଛି ଯାହାକି ସମସ୍ତଙ୍କୁ ମଜା ଲାଗିଛି । ମନା କରିବା ସତ୍ୱେ ଜଣେ ଯୁବକ ନଦୀ ନିକଟକୁ ଯାଇଥିଲା । କିଛି ସମୟ ପରେ ଯୁବକଟି…

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି କେନ୍ଦ୍ର’, ନିଜ ଇଚ୍ଛାରେ ଚୟନ କରିବେ ନିର୍ବାଚନ କମିଶନ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସଂସଦରେ ସ୍ୱତନ୍ତ୍ର ବିଲ ଆଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ…

ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଉତର କୋରିଆ ଶାସକ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେନାର ଟପ ଜେନେରାଲ ପାକ ସୁ ଇଲଙ୍କୁ ହଟେଇବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ରି ୟୋଙ୍ଗ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବହୁ ମାତ୍ରାରେ…

ସଂସଦରେ ବର୍ଷିଲେ ପ୍ରଧାନମନ୍ତ୍ରୀ; କହିଲେ, ବିରୋଧୀଙ୍କ ଅନାସ୍ଥା ଆମ ପାଇଁ ସବୁବେଳେ ଶୁଭ ହୋଇଛି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଗୁରୁବାର ସଂସଦରେ ରଖିଛନ୍ତି । ଗୁରୁବାର ଅପରାହ୍ନରେ ମୋଦି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଛନ୍ତି ।  ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ ବୋଲି କହି ବିରୋଧୀଙ୍କୁ  କଡା…

ନିର୍ବାଚନ ପ୍ରଚାର ହେଲା କାଳ: ଇକ୍ବାଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ବିଟୋ ( ଇକ୍ବାଡୋର) ୨୦ ତାରିଖରେ ଇକ୍ବାଡୋରର ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ  । ହେଲେ ଏହାପୂର୍ବରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ନିର୍ବାଚନ ରାଲି ବେଳେ ଗୁଳି କରି ହତ୍ୟା କରାଯାଇଛି  ।…

ଖୁବ୍ ଶୀଘ୍ର ବିବାହ କରିବେ ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା କେବେ କରିବେ ବିବାହ

ମୁମ୍ବାଇ : ପାନ୍  ଇଣ୍ଡିଆର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି  ।   ଆମେ ଏକଥା କହୁନୁ , ସେ ନିଜେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି  । ବତ୍ତର୍ମାନ ସାମନ୍ଥାଙ୍କ ସହ ଏକ ଫିଲ୍ମ ଆସିବାକୁ ଯାଉଛି  । ଯାହାର ନାମ ହେଉଛି ଖୁସି । କେବଳ ତେଲୁଗୁ ଭାଷା…