Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୨ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ ବିଜେପି ସାଂସଦ, ହରାଇବେ ପଦ!

ଲକ୍ଷ୍ନୌ: ଉତ୍ତରପ୍ରଦେଶରର ବିଜେପି ସାଂସଦ ରାମ ଶଙ୍କର କୋଠରିଆ ଆଗ୍ରା କୋର୍ଟରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟରେ ସେ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଗଣ୍ଡଗୋଳ କରି ସାକେଟ ମଲରେ ଥିବା ଟୋରେଣ୍ଟ କମ୍ପାନୀର…

ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…

ମାତିଲେଣି ମମତା, ହେବେ ଇଣ୍ଡିଆର ପିଏମ ଚେହେରା!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

ରୁଟ୍ ବଦଳାଉଛନ୍ତି ରାହୁଲ, ଚୁପ୍ ରହିବେ, ଖେଳ କରିବେ

ଭୁବନେଶ୍ୱର: ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଏବେ ତାଙ୍କ ସଦସ୍ୟତା ଫେରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ସହ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଅନୁରୋଧ କରାଯାଇଛି।…

ପବଜୀ ଗେମର ନିଶା: ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ବସି ରହିଥିଲା ଯୁବକ

ଝାଂସୀ: ପବଜୀ ଗେମର ନିଶା ଏବେ ଯୁବ ପିଢ଼ୀ ପାଇଁ ମାରାତ୍ମକ ହେବା ସାଜିଛି । ଝାଂସୀରେ ଅଙ୍କିତ ନାମକ ଜଣେ ୨୬ ବର୍ଷର ଯୁବକ ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ଘରେ ବସି ରହିଥିଲା । ପୋଲିସ ଯେତେବେଳେ ପଂହଚିଲେ ସେ ହସି କରି କହିଥିଲା, ହଁ ମୁଁ ମାରିଛି । ଅଙ୍କିତଙ୍କ ବାପା ସରକାରୀ…

ୱାଟ୍ସ ଅପରେ ହାର୍ଟ ଇମୋଜି ପଠାଇଲେ ହୋଇପାରେ ଜେଲ, ୨୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଯୁଗ ବହୁତ ଆଗକୁ ଯାଇଛି । ବତ୍ତର୍ମାନ ସମୟରେ ଫୋନରେ କଥା ହେବା ଅପକ୍ଷା ହ୍ବାଟର୍ସ ଆପରେ ଚାଟିଂ କରିବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ମାନେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ଚାଟ୍ କରିବା ସମୟରେ ଇମୋଜି ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ…

୨୫୦ ବର୍ଷ ଧରି ଭାରତକୁ ଶାସନ କରିଥିବା କମ୍ପାନୀର ମାଲିକ ଏବେ ଭାରତୀୟ

ନୂଆଦିଲ୍ଲୀ: କଥାରେ ଅଛି ସମୟ ସବୁବେଳେ ସାଥ୍ ଦିଏ ନାହିଁ । ସେମିତି ଏକ ସମୟ ଥିଲା ସ୍ୱାଧୀନତା ପୂର୍ବର । ବାଣିଜ୍ୟ ପାଇଁ ଭାରତ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ଶାସନ ଭାର ହାତେଇ ନେଇଥିଲା । କମ୍ପାନୀର କଥାରେ ସେନା ଚାଲୁଥିଲା । ସମୟ ଚକ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଧିପତ୍ୟ ହ୍ରାସ…

୪୮ ଘଣ୍ଟା ଯାଇନି, କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର:  ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ  ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟାର ୪୮ ଘଣ୍ଟା ଯାଇନି, ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି । ଦେଶର ସବୁଠାରୁ ବଡ କୋଚିଂ ହବ କୁହାଯାଉଥିବା କୋଟା ଏବେ ସୁଇସାଇଡ଼ ହବ ପାଲଟି ଯାଇଛି ।  ବିହାର ଛାତ୍ର   ୧୬ ବର୍ଷ…