Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇ ଭିଡିଓ ଜାରୀ କଲେ ଗୁରପତୱନ୍ତ ସିଂ ପନ୍ନୁ

ନ୍ୟୁୟର୍କ: ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରପତୱନ୍ତ ସିଂ ପନ୍ନୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଜୋରସୋରରେ ପ୍ରସାରିତ ହୋଇଥିଲା । ଏହି ଘଟଣାର ସତ୍ୟତା ପୃଷ୍ଟି ହୋଇ ନ ଥିବା ବେଳେ ଗୁରୁବାର ଏହି ଆତଙ୍କବାଦୀଜଣଙ୍କ ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ଭିଡିଓ ଜାରୀ…

ସିଦ୍ଧି ପରିଶ୍ରା କାଣ୍ଡ: ମୁଖ୍ୟମନ୍ତ୍ରୀ ଶିବରାଜ ପୀଡିତ ଦଶମତଙ୍କ ପାଦ ଧୋଇଲେ, କ୍ଷମା ମାଗିଲେ

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ବିଜେପି କାର୍ଯ୍ୟକର୍ତା ପରିଶ୍ରା କରିବା ଘଟଣା ସାରା ଦେଶରେ ହଇ ଚଇ ସୃଷ୍ଟି କରିଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ବିରୋଧୀମାନେ ସିଧାସଳଖ ବିଜେପି ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଟାର୍ଗେଟ…

ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ, ୧୦ ଯାଏ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ବନ୍ଦ ହେବାର ନାମ ଧରୁନି। ପ୍ରତିଦିନ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସୁଛି। ଏଥର ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଘଟଣା ସମ୍ନାକୁ ଆସିଛି। ମଣିପୁର ହିଂସାକୁ ରୋକିବା ପାଇଁ ସରକାର ନିରନ୍ତର ପଦକ୍ଷେପ…

ଭାରତୀୟ କୂଟନୀତିଜ୍ଞଙ୍କୁ ଟାର୍ଗେଟ ! କାନାଡା ପରେ ଲଣ୍ଡନରେ ଖାଲିସ୍ତାନ ସମର୍ଥକଙ୍କ ‘କିଲ୍ ଇଣ୍ଡିଆ’…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଅଗ୍ନିକାଣ୍ଡ ଘଟାଇବା ପରେ ଏବେ କାନାଡା ଏବଂ ଲଣ୍ଡନରେ ପ୍ରମୁଖ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚାଲିଛି। ଖାଲିସ୍ତାନ ସମର୍ଥକମାନେ ଜୁଲାଇ ୮ ରେ 'କିଲ୍ ଇଣ୍ଡିଆ' ନାମକ ଏକ ରାଲି ଡାକିଛନ୍ତି ଯେଉଁଥିରେ ଭାରତୀୟ…

୮୦ ଫୁଟ ତଳକୁ ଖସି ପଡିଲା ବସ୍; ୨୭ ମୃତ

ମେକ୍ସିକୋ:ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଦୁର୍ଗମ ପାହାଡିଆ ରାସ୍ତାରେ ଯାଉଥିବେବେଳେ ଖାଇକୁ ଖସିପଡିଛି । ଫଳରେ ଅତିକମରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ବୁଧବାର ମେକ୍ସିକୋର ଦକ୍ଷିଣ ପ୍ରାନ୍ତରେ ଥିବା ଓକ୍ସାକାରେ ଘଟିଛି ।   ଦୁର୍ଘଟଣାରେ ୧୭…

ବିଷାକ୍ତ ଗ୍ୟାସ ନେଲା ୧୬ ଜୀବନ

ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠ ନିକଟରେ ଥିବା ଏକ ବସ୍ତିରେ ଗ୍ୟାସ୍ ଲିକ୍ ହେବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଗ୍ୟାସ୍‌ ଲିକ୍‌ ଯୋଗୁ ୨୪ ଜଣଙ୍କ ମୃତ୍ୟୁ…

ୟୁଜିସିର ନୂଆ ନିୟମ, ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଆଧୁନିକୀକରଣ ହେବ ଅଗ୍ନିଶମ ସେବା, ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି…

ଏହି କାରଣ ପାଇଁ କମିବ ବନ୍ଦେ ଭାରତ ଏକ୍ସପ୍ରେସର ଭଡା !

ନୂଆଦିଲ୍ଲୀ: ଯଦି ଆପଣ ବନ୍ଦେ ଭାରତ ପରି ଦେଶର ଦ୍ରୁତତମ ତଥା ଅତ୍ୟାଧୁନିକ ଟ୍ରେନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଅଧିକ ଭଡା ହେତୁ ସାହସ ଜୁଟାଇ ପାରି ନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ସ୍ଥାନରେ ବନ୍ଦେ ଭାରତ ଟ୍ରେନରେ ଖାଲି ସିଟ୍ ଦେଖି ଭଡା ହ୍ରାସ…

ଦର ବୃଦ୍ଧି ବେଳେ ଚାଷ ଜମିରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି, ଥାନାରେ ମାମଲା

ବେଙ୍ଗାଲୁରୁ: କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକର ହାସନ ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ଏକ ଫାର୍ମରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ବୁଧବାର କହିଛି। ଗୋନି ସୋମନାହାଲି ଗାଁରେ ଥିବା ଚାଷ ଜମିରେ…