Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଣିପୁରରେ ୩ ଜଣଙ୍କୁ ହତ୍ୟା ପରେ ପୁଣି ତେଜିଲା ହିଂସା; ସକାଳୁ ସକାଳୁ କ୍ୱାକ୍ଟା ଇଲାକାରେ ଗୁଳି ବିନିମୟ

ଇମ୍ଫାଲା: ୩ ଜଣଙ୍କୁ ହତ୍ୟା ପରେ ମଣିପୁରରେ ପୁଣି ତେଜିଲା ହିଂସା । ଗତ ରାତିରେ ୩ ଜଣଙ୍କୁ ହତ୍ୟା କରିବା ସହ ଅନେକଙ୍କ ଘର ଜାଳି ଦେଇଛନ୍ତି । ଏହି ହିଂସା ପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ଶନିବାର ସକାଳୁ ସକାଳୁ ବିଷ୍ଣୁପୁର କ୍ୱାକ୍ଟା ଇଲାକାରେ ଫୟାରିଂ ହୋଇଛି ।…

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ବର୍ତ୍ତମାନ ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ…

ଚିନିର ଅନ୍ତର୍ଜାତୀୟ ମୂଲ୍ୟରେ ରେକର୍ଡ ବୃଦ୍ଧି, ଭାରତରେ ବଢ଼ିବ କି ଦର?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚିନି ମୂଲ୍ୟ ଭାରତ ତୁଳନାରେ ପ୍ରାୟ ୫୦% ଅଧିକ । ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୩ ଟଙ୍କା ଏବଂ ଏହା କେବଳ ସୀମା ମଧ୍ୟରେ ରହିବାର ସମ୍ଭାବନା ଅଛି । ହେଲେ ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ…

ସାହାରା ଜମାକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଶୁକ୍ରବାର ନୂଆଦିଲ୍ଲୀରେ ସିଆରସିଏସ - ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍ ସୋସାଇଟିର ପ୍ରକୃତ ଜମାକାରୀଙ୍କୁ ଅର୍ଥ ହସ୍ତାନ୍ତର ଆରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ର…

ଇଣ୍ଡିଆ ମେଣ୍ଟରୁ ଆପ୍ ଅଲଗା ହୋଇଯିବ ବୋଲି କାହିଁକି ଚର୍ଚ୍ଚା?

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍ ଲୋକସଭାରେ ପାରିତ ହୋଇଛି ଏବଂ ଏହା ସୋମବାର ରାଜ୍ୟସଭାରେ ପାରିତ ହେବ ବୋଲି ଆଶା କରାଯାଉଛି। ଏହାର କାରଣ ହେଉଛି ରାଜ୍ୟସଭାରେ ବିଜେପି ସହିତ ଓଡିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର YSRCPର ସମର୍ଥନ ବୋଲି କୁହାଯାଉଛି। ଆଜ୍ଞା ହଁ, ଯଦି ଦିଲ୍ଲୀ ସେବା ବିଲ୍…

‘ସାଂସଦ ପଦ ଫେରିପାଇବେ ରାହୁଲ, ଏବେ ବି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ’

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। 13 ଏପ୍ରିଲ 2019 ରେ, କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ…

ହରିୟାଣା ହିଂସା ସମ୍ପର୍କୀତ ବିବାଦୀୟ ଟୁଇଟ ନେଇ ମୁହଁ ଖୋଲିଲେ ଗୋବିନ୍ଦା

ନୂଆଦିଲ୍ଲୀ: ହରିୟାଣା ହିଂସା ଉପରେ ଫିଲ୍ମଷ୍ଟାର ଗୋବିନ୍ଦାଙ୍କ ଏକ ବିବାଦୀୟ ଟୁଇଟ ଚର୍ଚ୍ଚାର କାରଣ ସାଜିଥିଲା । ଏବେ ଏହି ଟୁଇଟ ସମ୍ପର୍କରେ ସେ ମୁହଁ ଖୋଲିଛନ୍ତି । ଗୋବିନ୍ଦା କହିଛନ୍ତି, ମୋ ଟୁଇଟର ଆଇଡି ହ୍ୟାକ ହୋଇଯାଇଥିଲା । ମୁଁ ଏ ସମ୍ପର୍କରେ ମୁମ୍ବାଇ ସାଇବର କ୍ରାଇମ ନିକଟରେ ଅଭିଯୋଗ…

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…