Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ଥିଲେ ଅରୁଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଇଛି। ଅରୁଣ ସିହ୍ନା ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେପ୍ଟେମ୍ବର ୪ରେ ହଠାତ୍ ଯକୃତ ଜନିତ ସମସ୍ୟା ନେଇ ତାଙ୍କୁ ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ସଂସଦର ବିଶେଷ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ; ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରଖିଲେ…

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନକୁ ନେଇ ବିରୋଧୀ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହି ଚିଠି ଶ୍ରୀମତୀ ଗାନ୍ଧୀ ୯ଟି ପ୍ରସଙ୍ଗ ଉପରେ ସଂସଦର ବିଶେଷ ଅଧିବେଶନରେ ଆଲୋଚନା କରିବା ପାଇଁ ଦାବି…

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ତାମିଲନାଡୁ ସଲିମରେ ଛାତିଥରା ଦୁର୍ଘଟଣା, ୬ ମୃତ: ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଚେନ୍ନାଇ: ତାମିଲନାଡୁର ସଲିମରେ ଛାତିଥରା ଦୁର୍ଘଟଣା  । ନିମିଷକରେ ଚାଲିଗଲା ୬ଜଣଙ୍କ ଜୀବନ  । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସୂଚନା ଅନୁସାରେ ତାମିଲନାଡୁର ସେଲମ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି  । ସଙ୍କାରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ- କାର…

୩୦ ବର୍ଷରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି: ଷ୍ଟଡି

ଏଡିନବର୍ଗ: ଦିନକୁ ଦିନ ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଏକ ଷ୍ଟଡିରେ ଖୁଲାସା କରାଯାଇଛି ଯେ, ୩୦ ବର୍ଷ ମଧ୍ୟରେ ୮୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୧୯୯୦ରେ ୧୮.୨ ଲକ୍ଷ କ୍ୟାନ୍ସର ରୋଗୀ ଥିଲେ । ୨୦୧୯ ବେଳକୁୂ ଏହାର ସଂଖ୍ୟା…

ମାଲବୀୟ ମିଶନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଦକ୍ଷତା ବୃଦ୍ଧି…

ଦିଲ୍ଲୀ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦକ୍ଷତା ବଢିବ  । ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଗୁରୁ ଦିବସ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ…

ତେଜିଲା ଇଣ୍ଡିଆ ବନାମ ଭାରତ ବିବାଦ: ବିରୋଧୀ କହିଲେ ‘ଇଣ୍ଡିଆ’କୁ ଡରୁଛି ବିଜେପି

ନୂଆଦିଲ୍ଲୀ: କ’ଣ ରହିବ ଦେଶର ନାଁ ? ଭାରତ ନା ଇଣ୍ଡିଆ ?  ଜି-୨୦ ସମ୍ମିଳନୀ ପୂର୍ବରୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନର  ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ବେଶି ଜୋର ଧରିଛି । ଏହି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ…

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ: ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ

ଉତ୍ତରପ୍ରଦେଶ: ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି।  ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ…

ଭାରତର ସବୁଠୁ ଶସ୍ତା ବଜାର: କେଉଁଠାରେ ରହିଛି ଏସବୁ ମାର୍କେଟ୍…

ଦିଲ୍ଲୀ: ଯେତେବେଳେ ସପିଂର ଚିନ୍ତା ଆମ ମନକୁ ଆସେ, ମହିଳାମାନେ ପ୍ରଥମେ ଏପରି ବଜାର ବିଷୟରେ ଚିନ୍ତା କରନ୍ତି , ଯେଉଁଠାରେ ଶସ୍ତାରେ ଜିନିଷ ମିଳେ । ଆପଣ ଜାଣନ୍ତି କି , ପ୍ରତ୍ୟେକ ସହରରେ ଏପରି ବଜାର ଅଛି, ଯାହାକୁ ଭାରତର ଶସ୍ତା ବଜାର କୁହାଯାଏ  ।  ଆପଣମାନେ  ଏହି ବଜାରରେ ସବୁକିଛି ପାଇବେ…