Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅଗଷ୍ଟ ଆରମ୍ଭରୁ ଖସିଲା ଏଲପିଜି ସିଲିଣ୍ଡର ଦାମ୍। କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁଁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୬୮୦ ଟଙ୍କାକୁ କମିଛି।…

ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହରିୟାଣାରେ ହିଂସା; ୨ ପୋଲିସ ସମେତ ୩ ମୃତ

ଚଣ୍ଡିଗଡ଼: ହରିୟାଣାରେ ହିଂସାକାଣ୍ଡ। ନୁହ ଜିଲ୍ଲାରେ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହିଂସା। ଏହି ହିଂସାକାଣ୍ଡରେ ୨ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ଜଣ ଆହତ ହୋଇଥିବା ସୂଚନା ରହିଛି। କୁହାଯାଉଛି ଧର୍ମୀୟ ଶୋଭାଯାତ୍ରାକୁ…

ହାଇୱେ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ଼ ଧରଣର ଦୁର୍ଘଟଣା। ଥାନେ ଜିଲ୍ଲାର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି।…

ଅଷ୍ଟ୍ରେଲିଆରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା

ସିଡନୀ: ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ରକେଟର ଆବର୍ଜନା ବୋଲି ଜଣାପଡିଛି । ତଦନ୍ତ ପରେ ଅଧିକାରୀମାନେ ଏହା ରକେଟର ଅଂଶ ବୋଲି ସ୍ପଷ୍ଟ କରିଛନ୍ତି । ଜୁଲାଇ ମଧ୍ୟଭାଗରେ ଜୁରିଅନ ବେ ନିକଟରେ ରକେଟର ଏହି ଅଂଶ ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତୁକୁ ପୋଲିସ…

ଚାକିରି ବଦଳରେ ଜମି କାରବାର, ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ପାଟଣା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରିବାର ସହ ଜଡିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ମାମଲା ୨୦୦୪ରୁ ୨୦୦୯ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ଯାଦବଙ୍କ ପରିବାରକୁ ଉପହାର ଦିଆଯାଇଥିବା କିମ୍ବା ବିକ୍ରି କରାଯାଇଥିବା ଜମି ବଦଳରେ…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଗିରଫ ଚାରି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଲା ସିବିଆଇ

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ ଗିରଫ କରିଥିବା ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ଏହି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କୁ କଡା ପ୍ରଶ୍ନ କରିଥିବା ବେଳେ…

ବିରଳ: ପ୍ରତିଶ୍ରୁତି ପୂରଣ କରିନପାରିବାରୁ ଚପଲ ଖୋଲି ନିଜ ଗାଲରେ ପିଟି ହେଲେ କାଉନସିଲର

ଅମରାବତୀ: ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ସୋମବାର ନିଜ ଗାଲରେ ନିଜ ଚପଲ ମାଡ଼ କରିଛନ୍ତି। ଆନ୍ଧ୍ରପ୍ରଦେଶ ଅଙ୍କପଲ୍ଲୀ ଜିଲ୍ଲାର ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ନର୍ସିପାଟଣା ମ୍ୟୁନିସିପାଲିଟିର ଓ୍ୱାର୍ଡ ନମ୍ବର ୨୦ର…

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ, ପଚାରିଲେ ‘୧୪ ଦିନ ଯାଏ କେଉଁଠି ଥିଲ ?’

ନୂଆଦିଲ୍ଲୀ: ମଣିପୁର ଭାଇରାଲ୍ ଭିଡିଓ ମାମଲାର ଶୁଣାଣି ବେଳେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ପଚାରିଛନ୍ତି, ‘ମେ ୪ର ଘଟଣାରେ ପୋଲିସ ମେ ୧୮ରେ ଏତଲା କଲା । କାହିଁକି ୧୪ ଦିନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଭିଡିଓ ଭାଇରାଲ୍…

ଛାତ୍ରୀଙ୍କୁ ପରିସ୍ରା ମିଶ୍ରିତ ପାଣି ପିଆଇ ଦେଲା ଛାତ୍ର; ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ, ଭାଙ୍ଗିଲା ପୋଲିସ ଗାଡ଼ି

ଜୟପୁର: ରାଜସ୍ଥାନର ଭିଲୱାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ଅନ୍ୟ ସମ୍ପ୍ରଦାୟର ଛାତ୍ର ପରିସ୍ରା ମିଶ୍ରିତ ପାଣି ପିଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ଘଟଣା ସାମ୍ନାକୁ ଆସିବା…