Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥ ବ୍ୟବସ୍ଥାରେ ସାମିଲ ହେବ: ମୋଦୀ

ନୂଆଦିଲ୍ଲୀ: କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟୋଜିତ ହେବା ନେଇ ପାକିସ୍ତାନ ଏବଂ ଚୀନ୍‌ର ଆପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ମେଦୀ କହିଛନ୍ତି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବୈଠକ ଆୟୋଜିତ କରିବା ସ୍ୱାଭାବିକ ଏବଂ ଏହା ଆମର ଅଧିକାର।…

ସୋନିଆ ଗାନ୍ଧୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି। ସାମାନ୍ୟ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି ଏବଂ ସେ ଡାକ୍ତରଙ୍କ…

ଦୁନିଆର ୫ଟି ରହସ୍ୟମୟୀ ସ୍ଥାନ, ଯାହାର ରହସ୍ୟ ଆଜି ଯାଏଁ ସମସ୍ତଙ୍କୁ ଅଛପା….

ଦିଲ୍ଲୀ : ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ  ।  ଆମ ଚାରିପାଖରେ ଏପରି ଅନେକ ରହସ୍ୟ ଅଛି, ଯାହାକୁ ବିଶ୍ୱାସ କରିବା କଷ୍ଟକର  । ଏହି ରହସ୍ୟଗୁଡିକର ସମାଧାନ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ।  କିନ୍ତୁ ଏହି ରହସ୍ୟଗୁଡିକ ଏପରି ଯେ ସେଗୁଡିକ ଆଦୌ ସମାଧାନ ହୋଇପାରିବ ନାହିଁ  ।  ଦୁନିଆରେ…

ରାଜସ୍ଥାନରେ ମହିଳାଙ୍କୁ ନିବସ୍ତ୍ର କରି ଗାଁରେ ବୁଲାଇବା ଘଟଣା: ୭ଜଣଙ୍କୁ ଗିରଫ କଲା ପୋଲିସ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

ପୁରୁଷଙ୍କ ତୁଳନାରେ ମହିଳା ସର୍ଜନଙ୍କ ପ୍ରଦର୍ଶନ ଭଲ: ଷ୍ଟଡି

ନୂଆଦିଲ୍ଲୀ:ମେଡିକାଲ ଫିଲ୍ଡରେ ମହିଳା ସର୍ଜନଙ୍କ ସଂଖ୍ୟା ପୁରୁଷ ତୁଳନାରେ କମ ରହିଛି । ତେବେ ନିକଟରେ କରାଯାଇଥିବା ଏକ ଷ୍ଟଡି ମହିଳା ସର୍ଜନଙ୍କ ପ୍ରଦର୍ଶନ ଓ ସଫଳତା ହାର ପୁରୁଷଙ୍କ ତୁଳନାରେ ଭଲ ରହିଛି । ଆମେରିକା ଓ ସ୍ୱୀଡେନରେ କରାଯାଇଥିବା ଷ୍ଟଡିରେ ଏହି ତଥ୍ୟ ସମ୍ମୁଖକୁ ଆସିଛି ।…

‘ସ୍ଲିପ ମୋଡ’ରେ ରୋଭର ପ୍ରଜ୍ଞାନ, ଇସ୍ରୋ ଦେଲା ସୂଚନା

ବେଙ୍ଗାଲୁରୁ: ଶନିବାର ବିଳମ୍ବ ରାତିରେ ଇସ୍ରୋ ସୂଚନା ଦେଇଛି ଯେ ଚନ୍ଦ୍ରପୃଷ୍ଠରେ ଥିବା ରୋଭର ପ୍ରଜ୍ଞାନ ଏହାର ପ୍ରଥମ କାମ ଶେଷ କରିଛି। ଏବେ ଏହାକୁ ସୁରକ୍ଷିତ ଭାବେ ପାର୍କିଂ କରାଯାଇ ସ୍ଲିପ୍ ମୋଡରେ ରଖାଯାଇଛି। ଏପିଜେଡଏସ ଏବଂ ଏଲଆଇବିଏସ ପେଲୋଡକୁ ବନ୍ଦ କରିଦିଆଯାଉଛି। ଏହି ପେଲୋଡରୁ…

ଏକକ ନିର୍ବାଚନ: କମିଟିରେ ସୋନିଆ ଓ ଖଡଗେ ନଥିବାରୁ ଓହରିଗଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଓହରି ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି କମିଟିରେ ବାଦ୍ ଦିଆଯାଇଥିବା…

ଛତିଶଗଡରେ ରାହୁଲ ଶାହା ଲଢେଇ

ଭୁବନେଶ୍ୱର: ଛତିଶଗଡ଼ରେ ଦୁଇ ଜାତୀୟ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଲଢେ଼ଇ। ଆଗକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୋଟିଏ ଦିନରେ ଉଭୟ ନେତା ବିଶାଳ ସମାବେଶକୁ ଉଦବୋଧନ…

‘ଏବେ ୱାନ ନେସନ ୱାନ ଇଲେକ୍ସନ, ଆଗକୁ ୱାନ ନେସନ ୱାନ ପାର୍ଟି’

ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ଓ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଏବେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ଏହାକୁ ନେଇ ନାନା ପ୍ରକାର ତର୍ଜମା କରୁଥିବା ଦେଖିବାକୁ ମିଳିଛି। ସେପଟେ ବିରୋଧୀ ଦଳର ନେତାମାନେ ଏ…

୨୦୮୦ ସୁଦ୍ଧା ଭାରତର ଭୂତଳ ଜଳର ପରିମାଣ ୩ଗୁଣା କମିଯିବ : ଷ୍ଟଡି

ନୂଆଦିଲ୍ଲୀ: ଆଗକୁ ଭାରତ ପାଇଁ ଭୂତଳ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ୨୦୮୦ ସୁଦ୍ଧା ଏହାର ମାତ୍ରା ୩ଗୁଣା କମିଯିବ । ଯାହା ଦେଶର ଖାଦ୍ୟ ଓ ଜଳ ସୁରକ୍ଷା ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟ…