Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଅଲ୍-ବଦ୍ର ସହ ଜଡିତ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କ ଯୋଜନା ପଣ୍ଡ। ଶନିବାର ଜଣେ ହାଇବ୍ରିଡ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହେଲା କାଶ୍ମୀର ପୋଲିସ। ପୋଲିସ ସୂଚନା ମୁତାବକ ସହରର ବଟମାଲୁ ଅଞ୍ଚଳରୁ ନିଷିଦ୍ଧ ସଂଗଠନ ଅଲ-ବଦ୍ର ସହ ଜଡିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀ…

କଶ୍ମୀରର କୁଲଗାମରେ ଯବାନ ଅପହରଣ: କାରରୁ ମିଳିଲା ରକ୍ତ ଛିଟା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ଜଣେ ୨୫ ବର୍ଷିୟ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଯବାନଙ୍କ କାରରେ ରକ୍ତ ଛିଟା ଦେଖିବାକୁ ମିଳିଛି ।  ଏନେଇ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେଶନ ଚାଲିଛି । ସୂଚନା ଅନୁସାରେ, ଲଦାଖରେ ନିଯୁକ୍ତି…

ମଣିପୁରରେ ମିଆଁମାର ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ ଯାଞ୍ଚ ଆରମ୍ଭ

ଇମ୍ଫାଲ: ମଣିପୁରରେ ପ୍ରାୟ ତିନି ମାସ ହେବ ହିଂସା ଲାଗି ରହିଛି। ଏବେ ଧିରେ ଧିରେ ସ୍ଥିତି ସୁଧାରିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନାହିଁ। ଏହାର ସୁଯୋଗରେ ପଡୋଶୀ ମିଆଁମାର ନାଗରିକମାନେ ଏହି ହିଂସା ପ୍ରଭାବିତ ରାଜ୍ୟରେ ବେଆଇନ…

ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ, ୧୦ ଆହାତ

ରାଞ୍ଚି: ଶନିବାର ପବିତ୍ର ମହରମରେ ଘଟିଛି ବଡ଼ ଧରଣର ଅଘଟଣ। ଝାଡଖଣ୍ଡର ବୋକାରୋ ଅଞ୍ଚଳରେ ମହରମ ପାଳନ ବେଳେ ତାଜିଆ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ବେଳେ ହାଇ ଭୋଲଟେଜ୍ ତାର ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହାତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଏଠାରେ…

ଇସ୍ରୋର ବଡ଼ ସଫଳତା, ଛଅ ସହଯାତ୍ରୀ ଉପଗ୍ରହ ସହିତ ମହାକାଶକୁ ଗଲା PSLV-C56

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର ସାରରୁ ଇସ୍ରୋ ଆଜି ସକାଳ 6ଟା 30ରେ 6ଟି ସହ-ଯାତ୍ରୀ ଉପଗ୍ରହ ସହିତ PSLV-C56 ଉତକ୍ଷେପଣ କରିଛି। ଏହା ହେଉଛି PSLVର 58 ତମ ବିମାନ। ଏହା ଏକ…

ଆପ୍ ପାଇଁ କାହିଁକି ଖଡ଼ଗେ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ କ୍ରମାଗତ ଭାବରେ ଅଶାନ୍ତ ହୋଇପଡିଛି ଏବଂ ଅଦ୍ୟାବଧି ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିପାରି ନାହିଁ। ଆସନ୍ତା ସପ୍ତାହରେ ଦିଲ୍ଲୀ ସହ ଜଡିତ ଅର୍ଡିନାନ୍ସ ବଦଳରେ ସଂସଦରେ ଆଣିବାକୁ ଥିବା ବିଲ୍ ସହ ଜଡିତ ଥିବାରୁ ଆସନ୍ତା ସପ୍ତାହରେ ଗୃହର ପ୍ରକ୍ରିୟା ଉପରେ…

ସେକ୍ସ ପ୍ରତି ବିବାହିତ ଯୋଡିଙ୍କ କମୁଛି ଆଗ୍ରହ

ପ୍ରେମ ପାଇଁ ମନ ଦରକାର । ଏହା ପରେ ବିବାହ । ଖାଲି ପ୍ରେମକୁ ନେଇ ଆମେ ଏକ ବିବାହିତ ଯୋଡିଙ୍କୁ ସଫଳ ବୋଲି କହିପାରିବା ନାହିଁ । ସୁସ୍ଥ ବୈବାହିତ ଜୀବନରେ ସେକ୍ସ ଜରୁରୀ । ତେବେ ଏକ ଷ୍ଟଡି ଅନୁସାରେ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି । ବିବାହ ବିଚ୍ଛେଦ ଏହାର ପ୍ରମୁଖ କାରଣ…

୩୨ ଲକ୍ଷ ଟଙ୍କାର ଚକୋଲେଟ ଚୋରି କରି ନେଲେ ମହିଳା, ଭୋଗିଲେ ୧୮ ମାସ ଜେଲ

ଲଣ୍ଡନ: ସାଧାରଣତଃ ଛୋଟପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଅଧିକାଂଶ ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି । ସେଥିଲାଗି ଯେତେ ଦାମ୍ ହେଲେ ବି ସେମାନେ ଚକୋଲେଟ୍ ଖାଇବା ଛାଡ଼ନ୍ତି ନାହିଁ । ସେହିପରି ଚକୋଲେଟ୍‌କୁ ଏତେ ଭଲ ପାଉଥିବା ଜଣେ ମହିଳା ଏମିତି କିଛି କରି ବସିଛନ୍ତି, ଯାହାକୁ ନେଇ…

‘ଇଣ୍ଡିଆ’କୁ ନେଇ ଛାନିଆଁ, ଦେଶର ନାଁ ବଦଳାଇବ ବିଜେପି !

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…