Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲଙ୍କ ବାହାଘର ପାଇଁ ଝିଅ ଖୋଜିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ:କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋନିପତର କିଛି ମହିଳା ଚାଷୀଙ୍କ ସହ ସାକ୍ଷାତର ଏକ   ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜଣେ ମହିଳା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ମହିଳା ଚାଷୀ ଜଣକ ସୋନିଆଙ୍କୁ…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ, ୧୨ ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ…

ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ, ଟିକ୍ଟର ସ୍କେଲରେ ତିବ୍ରତା ୫.୮

ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୫.୮ ବୋଲି ଜଣାପଡ଼ିଛି । ଚଳିତ ବର୍ଷର ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଏହା ତୃତୀୟ ଥର ଭୂକମ୍ପ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେଜ୍ ଏହାର ସୂଚନା ଦେଇ କହିଛି ଯେ, ଆଜି ଆଣ୍ଡାମାନ…

ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଟର ସଦସ୍ୟ, ପୂର୍ବରୁ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ଯାଇଥିଲେ

ନୂଆଦିଲ୍ଲୀ: ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଚର ସଦସ୍ୟ। ଆଜି ଓ ଆସନ୍ତାକାଲି ଦୁଇ ଦିନ ହିଂସା ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ। ମଣିପୁର ହିଂସା ପ୍ରସଙ୍ଗ ସଂସଦର ଉଭୟ ଗୃହରେ ପ୍ରତିଦିନ ବିତର୍କ ହେଉଛି। ଏହି କାରଣରୁ ଲୋକସଭାର ପ୍ରକ୍ରିୟା ପ୍ରତିଦିନ ସ୍ଥଗିତ ରଖାଯାଉଛି। ବିରୋଧୀ…

ବିଜେପିରେ ରାଷ୍ଚ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡା ତୃତୀୟ ଥର ପାଇଁ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶନିବାର ଏହାର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୈଜୟନ୍ତ ଏବେ ଦିଲ୍ଲୀର ପ୍ରଭାରୀ ସହିତ ଆସାମର…

International Tiger Day: ଆମ ହାତରେ ଆମ ଜାତୀୟ ପଶୁର ସୁରକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜନସଚେତନତା କରିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଏ । ବିଶ୍ଵବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନତା…

ବର୍ଷକରେ ୮ ମାସ ଯାଏଁ ପାଣିରେ ବୁଡିକି ରହିଥାଏ ଏହି ରହସ୍ୟମୟ ମନ୍ଦିର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହାର ପଛରେ ରହସ୍ୟ ଲୁଚି ହୋଇ ରହିଛି। ପ୍ରାୟତଃ ଅନେକ ମନ୍ଦିରର ନିର୍ମାଣ ଶୈଳୀକୁ ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଦୁନିଆରେ ଏମିତି ଅନେକ ଅଦ୍ଭୁତ ପୂର୍ବ ମନ୍ଦିର ରହିଛି ଯାହାର ବାସ୍ତୁକଳା ଆଦିକୁ ଧ୍ୟାନ ଦେଲେ ଏହାକୁ…

ଦେଢ ବର୍ଷେ ହେବ ନିଖୋଜ ରହିବା ପରେ ଯୁବକ ଉଦ୍ଧାର, କହିଲେ ସ୍ତ୍ରୀ ଭୟରେ ଘରୁ ପଳାଇ ଆସିଥିଲେ

ଥିରୁଅନନ୍ତପୁରମ: ଦେଢ଼ ବର୍ଷ ତଳେ କେରଳର ପଥନମଥିଟ୍ଟା ଜିଲ୍ଲାର ଏକ ଭଡ଼ା ଘରୁ ନିଖୋଜ ହୋଇଯାଇଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କୁ ଇଡୁକ୍କି ଜିଲ୍ଲାର ଥୋଡୁପୁଝା ନିକଟସ୍ଥ ଏକ ଗାଁରେ ଠାବ କରାଯାଇଛି ବୋଲି ପୁଲିସ କହିଛି। ଯୁବକ ଜଣଙ୍କ ନିଖୋଜ ମାମଲାରେ ତାଙ୍କ ୨୫ ବର୍ଷୀୟ ପତ୍ନୀ ଆଫସାନାଙ୍କୁ…

ଝିଅ ବିବାହ ପ୍ରସ୍ତାବରେ ରାଜି ନହେବାରୁ ଲୁହା ରଡରେ ପିଟି ହତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଶୁକ୍ରବାର ଜଣେ 23 ବର୍ଷୀୟ ଯୁବତୀ ଏକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଜଣେ ବ୍ୟକ୍ତି ଲୁହା ରଡରେ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏବଂ ଅଭିଯୁକ୍ତମାନେ ପ୍ରଥମ ସମ୍ପର୍କୀୟ ଭାଇ ଥିଲେ ଏବଂ ସେମାନଙ୍କ…

କୋଲକାତାରେ ‘ଆଦିତ୍ୟନାଥଙ୍କ ବୁଲଡୋଜର’: ଟିଏମସି-ବିଜେପି ମୁହାଁମୁହିଁ

କୋଲକାତା: କୋଲକାତାରେ ଅବୈଧ ନିର୍ମାଣକୁ ନେଇ ଆଗତ ଏକ ମାମଲାର ବିଚାର କରି ଜଷ୍ଟିସ ଅଭିଜିତ ଗାଙ୍ଗୁଲି କହିଛନ୍ତି, କୋଲକାତା ନିଗର ନିଗମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ବୁଲଡୋଜର ଉଧାର ସୂତ୍ରରେ ଆଣି ପାରିବେ । ଜଷ୍ଟିସଙ୍କର ଏହି କଥାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଏହାକୁ…