Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଇଣ୍ଡିଆ ମେଣ୍ଟ ସଶକ୍ତ ହେଉଥିବା ଦେଖି ଆତ୍ମବିଶ୍ୱାସ ହରାଇଲେଣି ସରକାର’

ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର କହିଛନ୍ତି ଯେ ବିରୋଧୀ ମେଣ୍ଟ ମଜବୁତ ହେବା ଦ୍ୱାରା ସରକାର 'ନର୍ଭସ୍' ହୋଇଯାଉଛନ୍ତି। ଅର୍ଥାତ୍ ଡରିଗଲେଣି ବା ଭୟଭୀତ ହୋଇଗଲେଣି। ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ପ୍ରତିଶୋଧମୂଳକ ରାଜନୀତି ପାଇଁ ପ୍ରସ୍ତୁତ ରହିବା…

ପୁଣି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୩ୟ ଥର ଲାଗି ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଉଡି ଡାକରା । ଅର୍ଥ ହେରଫେର ମାମଲାରେ ୩ୟ ଥର ଲାଗି ସୋରେନଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୯ ତାରିଖରେ ତଦନ୍ତ ଲାଗି ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଅର୍ଥ…

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’, କ’ଣ କହୁଛି ସମ୍ବିଧାନ?

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏପରିକି ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ "ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ବିଲ୍ ଆଗତ କରିପାରନ୍ତି। ଏପରି ଏକ ନିର୍ବାଚନ ପାଇଁ…

ବିରୋଧୀ ଇଣ୍ଡିଆ ମେଣ୍ଟ ‘ଜୁଡ଼େଗା ଭାରତ, ଜିତେଗା ଭାରତ’ ନାରାରେ ଏକାଠି ଲଢ଼ିବ ନିର୍ବାଚନ

ନୂଆଦିଲ୍ଲୀ: ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ୍ ଇନ୍କ୍ଲୁସିଭ୍ ଆଲାଏନ୍ସ) ବ୍ୟାନରରେ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ୧୪ ଜଣିଆ ସମନ୍ୱୟ କମିଟି ଘୋଷଣା କରିଛନ୍ତି। ପ୍ୟାନେଲରେ ଥିବା ୧୪ ଜଣ ସଦସ୍ୟ ୧୩ଟି ଭିନ୍ନ ଭିନ୍ନ ଦଳର ହୋଇଥିବା…

ସେନା ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ, ୨୬ ମୃତ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସାକାଣ୍ଡ । ସେନା ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ବୁଧବାର ସକାଳ ସମୟରେ ପୂର୍ବ ଗୋମା ସହରରେ ଏହି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।…

ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ, ୯ ଯବାନ ମୃତ

ନୂଆଦିଲ୍ଲୀ: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକର ଖାଇବର ପଖତୁନଖ୍ବା ଅଞ୍ଚଳରେ ଗତକାଲି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ପାକିସ୍ତାନ ସେନାର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମାଲି ଖେଲର ବନ୍ନୁ…

ଇଣ୍ଡିଆ ବୈଠକର ଦ୍ୱିତୀୟ ଦିନ: କପିଲ ଶିବଲଙ୍କୁ ଦେଖି ହଜିଗଲା ମେଣ୍ଟର ରଙ୍ଗ

ମୁମ୍ବାଇ: ୨ୟ ଦିନରେ ହଜିଗଲା କି ଇଣ୍ଡିଆର ରଙ୍ଗ ? କମିଗଲା କି ଜୋଶ ? କପିଲ ଶିବଲଙ୍କୁ ବୈଠକରେ ଦେଖି ଶୁଖିଗଲା କଂଗ୍ରେସ ନେତାଙ୍କ ମୁହଁ ।  ମୁମ୍ବାଇରେ ଚାଲିଛି ବିରୋଧୀ ମେଣ୍ଟ ଇଣ୍ଡିଆର ଦ୍ୱିତୀୟ ଦିନର ବୈଠକ । ଦ୍ୱିତୀୟ ଦିନର ବୈଠକରେ ସାମିଲ ହୋଇଥିଲେ ରାଜ୍ୟସଭା ସାଂସଦ କପିଲ ଶିବଲ…

ଡବଲ ମର୍ଡର ମାମଲାରେ ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା ବିହାରରେ ପ୍ରଥମ ଦଣ୍ଡ। ପ୍ରଭୁନାଥ ସିଂଙ୍କୁ ତଳ କୋର୍ଟରୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଆଶ୍ୱସ୍ତି…

ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ

ନୂଆଦିଲ୍ଲୀ: ଭାରତ ମୁନ ମିଶନ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୌର ମିଶନ । ଆସନ୍ତାକାଲି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଇସ୍ରୋର ସୂର୍ଯ୍ୟ ମିଶନ ଉପରେ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ନିର୍ବାଚନ କରିବାକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏକ ସମିତି ଗଠନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠନ କରାଯାଇଛି। ଏହି…