Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରପ୍ରଦେଶରେ ଜନ୍ମ, ଦିଲ୍ଲୀରେ ମନ୍ତ୍ରୀ: ମନୀଷ ସିସୋଦିଆଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା!

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ପାର୍ଟିର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ବେଶ ଜଣାଶୁଣା। ତାଙ୍କୁ ଗିରଫ କରାଯିବା ପରେ…

କୁକୁରପ୍ରେମୀଙ୍କ ଛୁଆଙ୍କୁ କୁକୁର କାମୁଡ଼ିଲେ ହିଁ ସେମାନେ ବୁଝିପାରିବେ: ବିଜେପି ସାଂସଦ

ବାଙ୍ଗାଲୋର: ତେଲେଙ୍ଗାନାରେ କୁକୁର ପଲଙ୍କ ଦ୍ୱାରା ଏକ ୫ ବର୍ଷର ଶିଶୁକୁ ଆକ୍ରମଣ ଓ ମାରିଦେବା ଘଟଣାକୁ ନେଇ କର୍ଣ୍ଣାଟକର ବିଜେପି ସାଂସଦ ପ୍ରତାପ ସିଂହା ଏକ ବଡ଼ ବୟାନ ଦେଇଛନ୍ତି | ଗଣମାଧ୍ୟମ ଶାନ୍ତ ରହିଲେ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। କର୍ଣ୍ଣାଟକର…

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଖଡଗେ କେବଳ ନାଁକୁ କଂଗ୍ରେସ ଅଧ୍ୟକ୍ଷ: ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ବେଲଗାଭିରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, 'ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି କଂଗ୍ରେସର ମୁଖିଆ। କିନ୍ତୁ କାହା ପାଖରେ ରିମୋଟ କଣ୍ଟ୍ରୋଲ…

କମୁଛି ପୁରୁଷଙ୍କ ଅନ୍ତଃବସ୍ତ୍ର ବିକ୍ରି, ଦେଶର ଅର୍ଥନୀତିକୁ ଲାଗିବ କି ଝଟକା?

ନୂଆଦିଲ୍ଲୀ: ଦେଶ ଦୁନିଆର ଅର୍ଥନୀତି କିପରି ରହିଛି ତାହା ଜଣାପଡ଼ିବ ପୁରୁଷଙ୍କ ଅଣ୍ଡର ଓ୍ୱୟର ବି ଅନ୍ତଃବସ୍ତ୍ର ବିକ୍ରି ରିପୋର୍ଟରୁ। ଏହା ହେଉଛି ୟୁଏସ ଫେଡ ରିଜର୍ଭର ପୂର୍ବତନ ପ୍ରମୁଖ ଅଧିକାରୀ ଆଲନ ସାନ୍ ଗ୍ରୀନସପନ(Alan Greenspan)ଙ୍କ ମତ। ଯିଏକି ଚାରି ଦଶନ୍ଧି ହେବ ଅଣ୍ଡର ଓ୍ୱୟର…

ଏକ୍‌ଜିଟ୍ ପୋଲ: ମେଘାଳୟରେ ଝୁଲା ସରକାର, ବିଜେପି ନୁହେଁ ଏହି ଦଳକୁ ମିଳିବ ଅଧିକ ଭୋଟ

ଶିଲଂ: ସୋମବାର ମେଘାଳୟ ନିର୍ବାଚନ ହୋଇଛି। ନିର୍ବାଚନ ସରିବା ପରେ ବିଭିନ୍ନ ଗଣମାଧ୍ୟ ପକ୍ଷରୁ ଏକ୍‌ଜିଟ୍ ପୋଲ ପ୍ରକାଶ ପାଇଛି। ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଆସିବା ନେଇ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଥିବା ବେଳେ ମେଘାଳୟର ସ୍ଥିତି ଝୁଲା ସରକାର ହୋଇପାରେ…

ଏକ୍‌ଜିଟ୍ ପୋଲ୍: ତ୍ରିପୁରାରେ ପୁଣି ବିଜେପି ସରକାର, ସର୍ବାଧିକ ଆସନ ଜିତିବା ନେଇ ପୂର୍ବାନୁମାନ

ଅଗରତାଲା: ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ହୋଇଥିଲା। ଏବେ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏଥର ପୁଣିଥରେ ବିଜେପି ସରକାର ଗଠନ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ଏଭଳି ଦାବି କରାଯାଇଛି। ତ୍ରିପୁରା…

ଦାଦା ସାହେବ ଫାଲକେ ପୁରସ୍କାର ଫେରାଇଲେ ନିକିତା

ମୁମ୍ବାଇ: ଉଭୟ ବ୍ରେନି ଓ ବିଉଟି ଭାବେ ପରିଚିତ ମଡ଼େଲ ତଥା ସାମାଜିକ କର୍ମୀ ନିକିତା ଘାଗ ଏବେ ଚର୍ଚ୍ଚାରେ । କାରଣ ହେଲା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଛନ୍ତି । ଗତବର୍ଷ ସେ ଏହି ପୁରସ୍କାର ପାଇଥିଲେ । ଏ ନିଷ୍ପତ୍ତି…

ଏକ୍‌ଜିଟ୍ ପୋଲ୍: ନାଗାଲଣ୍ଡରେ ପୁଣି ଏନ୍‌ଡିପିପି-ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଏହି ନେତା ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଆସିଲା ଏକ୍‌ଜିଟ୍‌ ପୋଲ ରିପୋର୍ଟ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ୍‌ଜିଟ୍ ପୋଲ ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ, ନାଗାଲାଣ୍ଡରେ ପୁଣିଥରେ ବିଜେପି ମେଣ୍ଟ ସରକାର କ୍ଷମତାରେ ରହିବ। ସୋମବାର ପ୍ରକାଶିତ ଏକ୍‌ଜିଟ୍ ପୋଲ ରିପୋର୍ଟ…

ମନୀଷ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ଦ୍ୱିପ୍ରହରରେ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ମାମଲାରେ ଶୁଣାଣି ପରେ କୋର୍ଟ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। କୋର୍ଟରେ ହାଜର…