Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାୟାବତୀଙ୍କ ଘରକୁ ଆସୁଛନ୍ତି ଡାକ୍ତରୀ ବୋହୂ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଜନ ସମାଜ ପାର୍ଟି ବା ବିଏସପି ସୁପ୍ରିମୋ ମାୟାବତୀଙ୍କ ଘରକୁ ଖୁବ ଶୀଘ୍ର ଡାକ୍ତରୀ ବୋହୂ ଆସିବାକୁ ଯାଉଛନ୍ତି । ବାସ୍ତବରେ ମାୟାବତୀଙ୍କ ପୁତୁରା ତଥା ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ଆକାଶ ଆନନ୍ଦଙ୍କ ବିବାହ ହେବାକୁ ଯାଉଛି । ମାର୍ଚ୍ଚ ୨୬ରେ ତାଙ୍କର…

ତରଳୁଛି ଡୁମ୍‌ସଡେ ଗ୍ଲେସିୟର: ଆସିପାରେ ଜଳପ୍ରଳୟ

ନୂଆଦିଲ୍ଲୀ: ପୃଥିବୀ ଉପରକୁ ମାଡି ଆସୁଛି ବିପଦ । ତରଳୁଛି ହିମଶୈଳ। ଯଦି ଏପରି ତରଳିବା ଜାରି ରୁହେ ତେବେ ସମୁଦ୍ରସ୍ତରରେ ପ୍ରଳୟ ସୃଷ୍ଟିକାରୀ ଉତ୍ଥାନ ଘଟିବ । ଏମୀତିକିଛି ଆଶଙ୍କା କରିଛନ୍ତି ବିଶେଷଜ୍ଞ ଦଳ । ଆଣ୍ଟାର୍କଟିକାରେ ଥିବା ଥ୍ବେଟିସ୍ ଗ୍ଲେସିୟର ବା ଡୁମ୍‌ସଡେ ଗ୍ଲେସିୟର ଏବେ…

ବେକାର ଥିଲେ ମିଳିବ ୨ ହଜାର ୫୦୦ ଟଙ୍କା !

ରାୟପୁର: ବେକାର ଯୁବକ ଯୁବତୀଙ୍କୁ ମିଳିବ ମାସିକ ୨ ହଜାର ୫୦୦ ଟଙ୍କା। ଏଥିପାଇଁ କିନ୍ତୁ କିଛି ସର୍ତ୍ତ ରହିଛି। ନିକଟରେ ଝାଡଖଣ୍ଡ ସରକାର ବେକାରୀ ଭତ୍ତା ବ୍ୟବସ୍ଥା ଘୋଷଣା କରିଥିଲେ। ଆଉ ଏହି କ୍ରମରେ ଏବେ ଛତିଶଗଡ ସରକାର ଘୋଷଣା କରିଛନ୍ତି। ସୋମବାର ଛତିଶଗଡ଼ ସରକାର ରାଜ୍ୟର ବେକାର…

ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁଇ ଘନିଷ୍ଠ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ଦ୍ବାରା ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡ ନନେବାରୁ ସେ ଏବେ ତିହାର ଜେଲକୁ ଯାଇଛନ୍ତି। ଯେଉଁଠି ଦଳର ଅନ୍ୟତମ ନେତା ତଥା…

ମାଣିକ ସାହା ତ୍ରିପୁରା ବିଜେପି ବିଧାୟକ ଦଳର ନେତା ନିର୍ବାଚିତ, ବୁଧବାର ନେବେ ଶପଥ

ଅଗରତାଲା: ତ୍ରିପୁରା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ମାଣିକ ସାହ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ଏହି ବରିଷ୍ଠ ନେତା। ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ…

ମନୁସ୍ମୃତି ପୁସ୍ତକ ଜାଳି ସିଗାରେଟ୍ ଲଗାଇ ବିରୋଧ କଲେ ଆର୍‌ଜେଡି ନେତ୍ରୀ; ଭିଡିଓ ଭାଇରାଲ୍ ପରେ ଜେତିଲା ବିବାଦ

ନୂଆଦିଲ୍ଲୀ: ରାମ ଚରିତ ମାନସ ପରେ ଏବେ ମନୁସ୍ମୃତିକୁ ବିରୋଧ। ମନୁ ସ୍ମୃତି ପୁସ୍ତକକୁ ନିଆଁରେ ଜଳାଇବା ପରେ ସେହି ନିଆଁରୁ ସିଗାରେଟ୍ ଲଗାଇଲେ ବିହାର ରାଷ୍ଟ୍ରୀୟ ଜନତା ଦଳର ମହିଳା ସେଲ୍‌ର ରାଜ୍ୟ ସମ୍ପାଦିକା ପ୍ରିୟା ଦାସ।  ସେ ସିଗାରେଟ୍ ଲଗାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ନୂଆ ବିବାଦ…

ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର…

ଚନ୍ଦାମାନଙ୍କ ରଶିଟଣା ପ୍ରତିଯୋଗିତା

ଏହି ପ୍ରସଙ୍ଗଟି ମୁଖ୍ୟତଃ ଚନ୍ଦା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏହାସହିତ ଚନ୍ଦାପଣକୁ ନେଇ ଅନ୍ୟମାନଙ୍କୁ ଥଟ୍ଟା କରୁଥିବା ଲୋକେ ମଧ୍ୟ ଚୁପ୍ ବସିବାକୁ ବାଧ୍ୟ ହେବେ । କାରଣ ଏପରି ଏକ ପ୍ରତିଯୋଗିତା ଅଛି, ଯେଉଁଥିରେ କେବଳ ଚନ୍ଦା ଲୋକମାନେ ହିଁ ଅନ୍ୟମାନଙ୍କୁ ପଛରେ ପକାଇ ଦେଇପାରନ୍ତି ।…

ସେନାର ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା, ସୈନିକ ପରିବାର ଚୀନ ମୋବାଇଲ ବ୍ୟବହାର କରନି

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସର୍ବଦା ଉତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥାଏ । ଇତି ମଧ୍ୟରେ ସୋମବାର ଭାରତୀୟ ସେନାର ଗୋଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରୀ କରିଛି । ଆମର ସୈନିକ ପରିବାରର ସଦସ୍ୟମାନେ ଚୀନ ମୋବାଇଲକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । କେତେକ ମୋବାଇଲରୁ…

ହୋଲି ପାଇଁ ପ୍ରବଳ ଭିଡ଼, ଗୋଟିଏ କୋଚରେ ଚଢ଼ିଲେ ୪୦୦ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ଦେଶରେ ପର୍ବ ପର୍ବାଣୀ ସମୟରେ ଟ୍ରେନ୍ ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ଆଉ ଏବେ ହୋଲିକୁ ନେଇ ବେଶ୍ ଭିଡ଼ ହେଉଛି ଟ୍ରେନ୍ ଗୁଡ଼ିକରେ । ରେଲୱେ ପକ୍ଷରୁ ଏକାଧିକ ସ୍ପେଶାଲ୍ ଟ୍ରେନ୍ ଚଳା ଯାଉଥିଲେ ମଧ୍ୟ ଏହା ପର୍ବ ପର୍ବାଣୀ ଭିଡ଼କୁ କମାଇ ପାରୁ ନାହିଁ । ଯାହା ଦେଖିବାକୁ…