Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରୋର ମିଶନ ସୂର୍ଯ୍ୟ, ଜାଣନ୍ତୁ ସ୍ପେସକ୍ରାଫ୍ଟ ଆଦିତ୍ୟ ଏଲ୍-୧ ବାବଦରେ

ଭୁବନେଶ୍ୱର: ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଗାମୀ ଜୁନ୍-ଜୁଲାଇରେ ସ୍ପେସକ୍ରାଫ୍ଟ ଆଦିତ୍ୟ-ଏଲ୍୧କୁ ପଠାଇବ । ଇସ୍ରୋକୁ ମିଶନ ଲାଗି ପେଲୋଡ ଭିଜିବଲ ଲାଇନ୍ ଏମିସନ୍ କରୋନାଗ୍ରାଫ (VELC) ମିଳିଛି । ସୂର୍ଯ୍ଯଯାନ ଲାଗି VELC…

ବାଗଦେବୀଙ୍କ ସାମ୍ନାରେ ଦୁଇ ସନ୍ତାନଙ୍କ ସହ ସେଲ୍ଫି ନେଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେ’ । ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ । ଏହାର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢୀରେ ନଜର…

ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ପରାମର୍ଶ: ସପ୍ତାହରେ ଦିନେ କିମ୍ବା ଦିନରେ କିଛି ଘଣ୍ଟା ଡିଜିଟାଲ ଫାଷ୍ଟିଂ କର

ନୂଆଦିଲ୍ଲୀ: ମା’ଙ୍କୁ ଦେଖ । ମା’ଙ୍କୁ ଦେଖି ଟାଇମ ମ୍ୟାନେଜମେଣ୍ଟ ଶିଖ । ମା’ଙ୍କୁ ଭଲରେ ଦେଖିଲେ ଟାଇମ ମ୍ୟାନେଜମେଣ୍ଟର ମହତ୍ୱ  ବୁଝି ପାରିବ । ପରୀକ୍ଷା ସମୟରେ ସମୟର ସଠିକ୍ ଉପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ଦିଲ୍ଲୀ…

ରୋଗୀଣା ପୁଅର ଯନ୍ତ୍ରଣା ସହି ପାରିଲେନି, ପରିବାର ସହ ଜୀବନ ହାରିଲେ ବିଜେପି ନେତା

ବିଦିଶା: ଆଖି ସାମ୍ନାରେ କଏଷ୍ଟ ପାଉଥିଲା ପୁଅ । ନିଜର ସାମର୍ଥ୍ୟ ଅନୁସାରେ ସବୁ ପ୍ରକାର ଚିକିତ୍ସା କରାଇଲେ । ହେଲେ କିଛି ଲାଭ ହେଲାନି । ନା ପୁଅକୁ ସୁସ୍ଥ କରିପାରିଲେ ନା ପୁଅର କଷ୍ଟ ଦେଖିପାରିଲେ । ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବିଦିଶାରୁ ଆସିଛି ଛାତି ଥରାଉ ଦେବା…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

କମିଲା ପାକିସ୍ତାନ ଟଙ୍କାର ମୂଲ୍ୟ

ପାକିସ୍ତାନ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା  ସବୁଠୁ ନିମ୍ନ ସ୍ତର ଅଟେ । ତେବେ କୁହାଯାଉଛି…

ଆମେରିକାର ଟାର୍ଗେଟ୍‌: ISIS ବରିଷ୍ଠ ସଂଚାଳକ ସହ ୧୦ ଆତଙ୍କବାଦୀ ସଫା

ୱାଶିଟନ ଡିସି: ସୋମାଲିଆରେ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି ଆମେରିକା। ଉତ୍ତର ସୋମାଲିଆରେ ପ୍ରାଦୁର୍ଭାବ ବଢ଼ାଇଥିବା ଇସ୍ଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କର ବିରୋଧରେ ଆମେରିକା ନିଜର ସ୍ୱତନ୍ତ୍ର ଅପରେସନ ଚଳାଇଛି। ଏହି ଅପରେସନରେ ଜାନୁଆରୀ ୨୫ ତାରିଖରେ ଆମେରିକା ସେନା ଆତଙ୍କବାଦୀ ସଂଗଠନ…

ୟୁକ୍ରେନ୍‌କୁ ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର

ନୂଆଦିଲ୍ଲୀ : ୟୁକ୍ରେନକୁ ଟକ୍କର ଦେବା ଏଣିକି ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଜର୍ମାନୀ ବି ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ…

ରାମଦେବ କହିଲେ ୪ ଭାଗରେ ପାକିସ୍ତାନ ଭାଗ ହେବ

ହରିଦ୍ୱାର: ଗଣତନ୍ତ୍ର ଦିବସ ଅବସରରେ ହରିଦ୍ୱାରରେ ବାବା ରାମଦେବଙ୍କ ଏକ ବୟାନ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ସେ କହିଛନ୍ତି ପାକିସ୍ତାନ ୪ ଭାଗରେ ଭାଗ ହୋଇଯିବ । ପାକିସ୍ତାନଠାରୁ ବେଲୁଚିସ୍ତାନ ଅଲଗା ହୋଇ ସ୍ୱତନ୍ତ୍ର…

ମୃତ୍ୟୁର ୧୭ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳିତ ହେଲା ବିବାହ

ନୂଆଦିଲ୍ଲୀ: ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର । ଠିକ୍ ସମୟରେ ମଣ୍ଡପରେ ପହଞ୍ôଚଥିଲେ ବର ସହ ବରଯାତ୍ରୀ । ସେଠାରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ…