Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭିନ୍ନକ୍ଷମ ହେଲେ ଜୀବନ ସଂଘର୍ଷରେ ସକ୍ଷମ

ବେଳେବେଳେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ମଣିଷ ଭାଙ୍ଗିଯାଏ। ହେଲେ ନା ସେ ଭାଙ୍ଗିଛନ୍ତି ନା ସେ ହାରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସବୁଥିରେ ସକ୍ଷମ ପାଲଟିଛନ୍ତି। ଜୀବନ ଯୁଦ୍ଧରେ ଅଭାବ ଅନଟନ ସହ ସଂଘର୍ଷ କରି ବଞ୍ଚୁଛନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ, ୮୩ ବର୍ଷରେ ଜିତିଲେ ପଦକ

ପୁଣେ: କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଅନେକ ଲୋକଙ୍କ ମନରେ ଧାରଣା ଅଛି ଯେ କୌଣସି କାର୍ଯ୍ୟ କରିବାକୁ ହେଲେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଥାଏ।ହେଲେ ଏ ସବୁ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ୮୩ ବର୍ଷୀୟା ବୃଦ୍ଧା। ଯେଉଁ ବୟସରେ ହାତ ଥରିବା କଥା ସେହି ବୟସରେ ସେ…

ବେଲୁଚିସ୍ତାନକୁ ଚୀନ୍‌ ଲୁଟୁଛି, ଜାଣି ବି ଜଳକା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ସରକାର ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଥିବାବେଳେ ଚୀନ ଏହି ରାଜ୍ୟରୁ ବହୁମୂଲ୍ୟ ଖଣିଜ ସଂପଦ ଲୁଟିବାରେ ଲାଗିଛି । ଯାହାକୁ ନେଇ ବେଲୁଚିସ୍ତାନର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି ।…

ଅଡ଼ୁଆରେ ପଡ଼ିଲେ ଜ୍ୟାକ୍‌ଲିନ୍‌, ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ…

ବାଇଆ କଲା ସ୍ମାର୍ଟ ଫୋନ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପିଲାରୁ ବୁଢ଼ା ସମସ୍ତଙ୍କୁ ଘାରିଛି ଇଣ୍ଟରନେଣ୍ଟର ନିଶା  । ସବୁଠି ଦେଖିବାକୁ ମିଳୁଛି ଇଣ୍ଟରନେଟର ଜଲଓ୍ୱା । ତେବେ ସ୍ମାର୍ଟଫୋନ୍ ଯୁଗରେ ମଣିଷଙ୍କ ସହ ପଶୁ ମଧ୍ୟ ସ୍ମାର୍ଟଫୋନ୍‌ ନିଶାରେ ହେଉଛନ୍ତି ବାଇଆ.. ।  ଯାହା ଆମେ ସବୁ କ୍ଷେତ୍ରରେ ନିଜେ ଅନୁଭବ କରିପାରିଛେ। ତେବେ…

ବିନା ଖାଦ୍ୟରେ କଟିଲାଣି ୫୦ ବର୍ଷ

କୋଲକାତା: କେହି କେହି ଖାଦ୍ୟ ଖାଇବା ପାଇଁ ବଞ୍ଚିଥାନ୍ତି ତ ଆଉ କେହି ବଞ୍ଚିବା ପାଇଁ ଖାଦ୍ୟ ଖାଇଥାନ୍ତି । ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ଖାଦ୍ୟ ବିନା  ଜୀବନ ଅସମ୍ଭବ ଏହା ବିଜ୍ଞାନ ସମ୍ମତ । ହେଲେ ଏଇ ମହିଳାଜଣକ ବିଜ୍ଞାନ ସମ୍ମତ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି ।   ମହିଳା …

ଜାମ୍ମୁ ଟ୍ୱିନ୍ ବିସ୍ଫୋରଣରେ ୬ ଜଣ ଆହତ

ଶ୍ରୀନଗର :  ଜମ୍ମୁର ନରଓ୍ବାଲ ଅଞ୍ଚଳରେ ଘଟିଥିବା ଦୁଇଟି ବିସ୍ପୋରଣରେ ୬ ଜଣ ଆହତ । ଏନେଇ ସୂଚନା ଦେଇଛନ୍ତି  ଜମ୍ମୁ ଜୋନ ଏଡିଜି ମୁକେଶ ସିଂ । ଗ୍ରେଟର କାଶ୍ମୀରରେ ହୋଇଛି ବିସ୍ଫୋରଣ । ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ପୋଲିସ କହିଛି। ଏହାଛଡ଼ା  ଫୋରେନସିକ୍…

କିପରି ତିଆରି ହୁଏ ନୁଡୁଲ୍ସ ? ଏହି ଭିଡିଓ ଦେଖିବା ପରେ ବନ୍ଦ କରିଦେବେ ଖାଇବା

ଚାଇନିଜ୍ ଖାଇବା କଥା ଆସିଲେ ଆଗ ନୁଡୁଲ୍ସ କଥା ମନରେ ଆସିଥାଏ । ଯାହା ଛୁଆଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ବେଶ୍ ପସନ୍ଦ । ଆପଣମାନେ ଏହି ଭିଡିଓ ଦେଖିବା ପରେ ହୁଏତ ନୁଡୁଲ୍ସ ପ୍ରତି ଆପଣଙ୍କ ମନ ବଦଳିପାରେ।  ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସ କିପରି ତିଆରି ହୁଏ ତାହା ଏହି…

ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ବିକ୍ରି କରିବେନି ବ୍ୟବସାୟୀ

ସୁରଟ:  ସୁନାରେ ମୋଦି । ଦେଖିବାକୁ ଯେମିତି ସୁନ୍ଦର, ସେମିତି ମୂଲ୍ୟବାନ । ୧୮ କ୍ୟାରେଟ୍ ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି ଯାହାର ଓଜନ ରହିଛି ୧୫୬ ଗ୍ରାମ  । ଗୁଜରାଟ ସୁରଟରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪…

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…