Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…

ସିଟ ବେଲ୍ଟ ପିନ୍ଧି ନ ଥିବାରୁ ଜରିମାନା ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯାଏ । ଏପରିକି ଏଥିରୁ ବାଦ ପଡନ୍ତି ନାହିଁ ପ୍ରଧାନମନ୍ତ୍ରୀ । ରିପୋର୍ଟ ମୁତାବକ ରିଷି ସୁନକ କାରରେ ବସିଥିବା ବେଳେ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ସମ୍ମୁଖକୁ ଆସିବା ପରେ ବ୍ରିଟେନ…

ଖାଇକୁ ଖସିଲା ମିନିବସ୍‌, ଚାଲିଗଲା ୫ ଜଣଙ୍କ ଜୀବନ

ଶ୍ରୀନଗର: ଜାମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଅଘଟଣ  । ଖାଇକୁ ଖସିଲା ମିନିବସ୍‌  । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଜାମ୍ମୁକଶ୍ମୀରର ବିଲ୍ଲାୱାର୍‌ ଅନ୍ତର୍ଗତ ସିଲା ଗାଁରେ ଦୁର୍ଘଟଣା ଘଟିଛି। କୌଗ୍‌ରୁ ଲୋକମାନଙ୍କୁ ନେଇ…

ସ୍ୱାତୀ ମାଲିୱାଲ୍‌ଙ୍କ ସହ ଘଟିଥିବା ଘଟଣାକୁ ବିଜେପି ମିଛ ବୋଲି କହିବା ପରେ କଡ଼ା ସମାଲୋଚନା କଲେ ସ୍ୱାତୀ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲଙ୍କୁ କାର୍‌ରେ ଏକ ମଦୁଆ ଡ୍ରାଇଭର ୧୦-୧୫ ମିଟର ଘୋଷାରି ନେବା ଘଟଣାକୁ ବିଜେପି ନେତା ମିଛ ବୋଲି କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାତୀ। ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ବିଜେପି ମିଛ ଓ ଖରାପ କଥା…

ଶୀତରେ ଥରୁଛି କାବୁଲ : ୭୮ଜଣଙ୍କ ମୃତ୍ୟୁ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଶୀତର ଲହରୀ । ଯାହା ଫଳରେ  ସପ୍ତାହକ ମଧ୍ୟରେ କାବୁଲରେ ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଲିବାନ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଦ୍ବାରା ପ୍ରାୟ ୧୦ ଲକ୍ଷ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା…

ମସ୍କୋରୁ ଗୋଆ ଆସୁଥିବା ବିମାନରେ ଅଛି ବୋମା; ଧମକ ପରେ ଉଜବେକିସ୍ତାନରେ ଲାଣ୍ଡିଂ କଲା ଫ୍ଲାଇଟ୍‌

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରୁ ଭାରତର ଗୋଆକୁ ଆସୁଥିବା ଏକ ଚାଟାର୍ଡ ବିମାନରେ ବୋମା ଖଞ୍ଜାଯାଇଥିବା ଧମକ ମିଳିବା ପରେ ଭାରତ ନ ଆସି ସଂଗେ ସଂଗେ ଗତିପଥ ବଦଳାଇ ଉଜବେକିସ୍ତାନର ଲାଣ୍ଡ କଲା ବିମାନ। ଶନିବାର ଭୋରରୁ ଏହି ଘଟଣା ଘଟିଛି। ଋଷର ପର୍ମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ…

ବିରାଡ଼ିକୁ ହତ୍ୟା କରିବା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ଦେଲେ ପଡ଼ୋଶୀ

ଶାହଜାହାନ୍‌ପୁର: କ୍ରୋଧ ଯୋଗୁଁ ଚାଲିଗଲା ୩୦ ପାରାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ପଡ଼ୋଶୀ ପାରାକୁ ବିଷଖାଦ୍ୟ ଦେଇ ମାରିଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ଆବିଦ୍‌ ନାମକ ବ୍ୟକ୍ତିଙ୍କର ବିରାଡ଼ି ହଜିଯାଇଥିଲା ।…

ସାଣ୍ଡଓ୍ବିଚ୍‌ର ମୂଲ୍ୟ ୧୪ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । କାହାକୁ ଫାଷ୍ଟଫୁଡ ପସନ୍ଦ ଥାଏ ତ ଆଉ କାହାକୁ ବିଭିନ୍ନ ଖାଦ୍ୟ ପସନ୍ଦ । ସେଥିମଧ୍ୟରୁ ଅନେକ ଲୋକ ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ…

ପଥର ମାଡ଼ରେ ବେହାଲ ହେଲାଣି ବନ୍ଦେ ଭାରତ ଏକ୍ସପ୍ରେସ୍: ପୁଣି ଏହି ରାଜ୍ୟରେ ହେଲା ମାଡ଼

ପଟନା: ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପୁଣି ପଥର ମାଡ଼। ଏଥର ପଶ୍ଚିମବଙ୍ଗରେ ନୁହେଁ କି ଆନ୍ଧ୍ରପ୍ରଦେଶରେ ନୁହେଁ, ବିହାରରେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଛି। ଶନିବାର ଗାଡ଼ି ନମ୍ବର ୨୨୩୦୨ କୁ କଟିହାର ଜିଲ୍ଲା ବଳରାମପୁର ଥାନାରେ ଅଧିନରେ ଆସୁଥିବା ସ୍ଥାନରେ ପଥର ମାଡ଼ କରାଯାଇଛି। ଏହି ଘଟଣାରେ…

ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ମଣିଷ ହାଡ଼ଗୁଣ୍ଡ ଖାଇବାକୁ ବାଧ୍ୟ କରୁଥିଲେ ଶ୍ୱଶୁର ଘର ଲୋକେ, ୭ ଜଣଙ୍କ ନାଁରେ…

ପୁଣେ: ଆଧୁନିକତାର ଚାକଚକ୍ୟରେ ସଫଳତା ପାଇଁ ମଣିଷ ପୁଣି ହଜୁଛି ଗୁଣିଗାରେଡ଼ିର ଅନ୍ଧାର ଗଳିରେ। ଭାଗ୍ୟ ବଦଳାଇବାର ପ୍ରୟାସରେ ବିଜ୍ଞାନ ଯୁଗରେ ମଣିଷ ବାହିରିଛି ତାନ୍ତ୍ରୀକର ସନ୍ଧାନରେ। ତାନ୍ତ୍ରୀକ ତନ୍ତ୍ର ମନ୍ତ୍ର ଦେଇ ବଦଳାଇ ଦେବ ଭାଗ୍ୟ। ଏହି ଆଶାରେ ଶାଶୂଘର ଲୋକେ ବୋହୂକ…