Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାହା ହେବାକୁ ମନା କରିବାରୁ ବିଚ୍‌ ରାସ୍ତାରେ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁରୁସଭା । ବାହା ହେବାକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ । ମାଡ଼ ମାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି…

ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ, ୪୦୦ରୁ ଅଧିକ କୁକୁଡ଼ା ମୃତ

ରାଞ୍ଚି: ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ୪୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡରେ ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ବୋକାରୋରେ ଲୋକଙ୍କୁ ସତର୍କ କରାଇଛି । ପଶୁପାଳନ ବିଭାଗର ଏକ ଟିମ୍…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ଅନୁରୋଧ ଗ୍ରହଣ କଲା ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରବିବାର ହାଜର ହେବା ପାଇଁ ସମନ ପଠାଇଥିଲା । ତେବେ ଦିଲ୍ଲୀର ବଜେଟ ପାଇଁ ସିସୋଡିଆ ଏଥିପାଇଁ ସପ୍ତାହେ ସମୟ ମାଗିଥିଲେ । ରବିବାର ସିବିଆଇ ସିସୋଡିଆଙ୍କ ଏହି ଅନୁରୋଧ ଗ୍ରହଣ କରିଛି । କେଉଁ ତାରିଖରେ…

ଅଖାରେ ତିଆରି ପ୍ଲାଜୋ ପ୍ୟାଣ୍ଟ, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ନିଜର ଖାଇବା, ରହିବା ଓ ପିନ୍ଧିବାକୁ ନେଇ ପ୍ରାୟ ସମସ୍ତଙ୍କର ରୁଚି ରହିଛି । ଫ୍ୟାସନ୍‌ ଡ୍ରେସ୍‌ ସମସ୍ତଙ୍କର ପସନ୍ଦ ।  ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ପ୍ଲାଜୋ ନାମକ ପୋଷାକର…

ଗୁପ୍ତଚରଙ୍କ ଉପରେ ନଜର ରଖିବ ମୃତ ପକ୍ଷୀ

ନିକଟରେ ଆମେରିକାର ଆକାଶରେ ଚୀନ୍‌ର ଏକ ବେଲୁନ୍ ଦେଖାଯିବା ପରେ ଏହାକୁ ଗୁପ୍ତଚର ବେଲୁନ୍‌ର ଆଖ୍ୟା ଦିଆଯିବା ସହ ସାରା ବିଶ୍ୱରେ ଆଲୋଚନା ଜୋର ଧରିଲା । ଏହାକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ନୂଆ ନୂଆ ପଦ୍ଧତି ବ୍ୟବହାର କରି ଆମେରିକୀୟଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ…

ଭୂକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ସନ୍ନି ଲିଓନି

ମୁମ୍ବାଇ : ତୁର୍କୀ ଏବଂ ସିରିଆ ଭୁକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । କସମେଟିକ ବ୍ରାଣ୍ଡର ରୋଜଗାରର ୧୦ ପ୍ରତିଶତ ଦାନ କରିବେ ବୋଲି ଅଭିନେତ୍ରୀ ସନ୍ନି ଓ ତାଙ୍କ ସ୍ୱାମୀ ଡାନିଏଲ ୱେବର ଘୋଷଣା କରିଛନ୍ତି । ଭୁକମ୍ପ ପୀଡ଼ିତଙ୍କ ଲାଗି ଅନ୍ୟମାନେ ସହାୟତା…

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲ୍ର ଏହାର ତୀବ୍ରତା ୩.୮ ଥିବା ଜଣାଯାଇଛି। ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି। ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ପୂର୍ବତନ ପାକ ମନ୍ତ୍ରୀଙ୍କ ବଡ ବୟାନ: ଟିଟିିପି ଆତଙ୍କୀଙ୍କୁ ଦେଶରେ ଥଇଥାନ କରିବାକୁ ଚାହୁଁଥିଲେ ପୂର୍ବତନ ଆର୍ମି ଚିଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର ରାଜନେତା ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଅଭିଯୋଗ ଆଣି କହିଛନ୍ତି ପୂର୍ବତନ ସେନାମୁଖ୍ୟ କମର ଜାବେଦ ବାଜବା ଦେଶରେ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିବା ତହରିକ-ଏ-ତାଲିବାନ (ଟିଟିପି) ସଦସ୍ୟଙ୍କୁ…

ଭାରତୀୟ ଅକାଶରେ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲେ ବିଏସଏଫ,ଡ୍ରୋନରୁ ମିଳିଲା ହେରୋଇନ

ଗୁରଦାସପୁର: ଭାରତରେ ପୁଣି ନୂଆ ଚାଲ ଖେଳୁଛି ପାକିସ୍ଥାନ । ଡ୍ରୋନରେ ହେରୋଇନ ପଠାଇବାର ଚକ୍ରାନ୍ତ କରୁଛି ପାକିସ୍ଥାନ । ପଞ୍ଜାବ ଗୁରଦାସ ପୁରରେ ବିଏସଏଫ ଯବାନ ମାନେ ଏକ ଡ୍ରୋନକୁ ମାରି ଖସାଇ ଦେଇଛନ୍ତି । ଏଥିସହିତ ଏଥିରେ ଥିବା ହେରୋଇନ ଜବତ କରିଛି । ଶନିବାର ରାତି ପ୍ରାୟ ୯ଟାରେ ଭାରତ-ପାକ…

ବାପାଙ୍କ ପାଇଁ ହାଇକୋର୍ଟ ଗଲେ, ଲିଭର ଦାନ କରି ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହେଲେ

କେରଳ: କେରଳର ଜଣେ ୧୭ ବର୍ଷର ବାଳିକା ଦେବନନ୍ଦା ନାମ୍ନୀ ନିଜ ପିତାଙ୍କୁ ଯକୃତର ଦାନ କରି ଦେଶର ସର୍ବକନିଷ୍ଠା ଅଙ୍ଗଦାତା ହୋଇଛନ୍ତି। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ସେ କେରଳ ହାଇକୋର୍ଟରୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ପାଇବା ପରେ ୯ ତାରିଖ…