Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାନ୍ଦୀନି ଚୌକରେ ଅଗ୍ନିକାଣ୍ଡ, ୫୦ ଦୋକାନ ପୋଡି ପାଉଁଶ

ନୂଆଦିଲ୍ଲୀ:  ରାତିସାରା ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଳୁଥିଲା ଦୋକନା ଘର । ଏକାଥରକେ ୫୦ ଦେକାନ ଜଳି ପାଉଁଶ ହୋଇଗଲା । ଅଗ୍ନିଶମ ବିଭାଗ ଚେଷ୍ଟା କରି ବି ନିଆଁକୁ ଆୟତ୍ତ କରିପାରିଲାନି ।   ରାତିସାରା ୪୦ରୁ ଅଧିକ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏପରି…

ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅନୁମତି ବିନା ବିଗ୍-ବିଙ୍କ ସ୍ୱର ଓ ଫଟୋକୁ ବ୍ୟବହାର କରିବାକୁ ମନା କରିବା ନେଇ ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଅନେକ…

୫ ବର୍ଷ ନାବାଳିକାକୁ ବଳାତ୍କାର କଲା ହେଲେ ସଜା ମିଳିଲା ୫ ଥର ବସ୍ଉଠ

ପାଟନା: ପୁଣି ସାମ୍ନାକୁ ଆସିଲା ସାଂଘାତିକ ଘଟଣା । ଯେତିକି ଲଜ୍ଜାଜନକ ସେତିକି ହୃଦୟବିଦାରକ । ୫ ବର୍ଷର ଝିଅକୁ ବଳାତ୍କାର ଆଉ ଅଭିଯୁକ୍ତକୁ ମିଳିଲା ଉଠବସ ସଜା । ବିହାରର ନାବାଦାରେ ଘଟିଛି ଏପରି ଘଟଣା । ହେଲେ ଅଭିଯୁକ୍ତକୁ କଠୋରରୁ କଠୋର ସଜା ଦେବା ପରିବର୍ତ୍ତେ ଗ୍ରାମବାସୀ ଏକ ବୈଠକ କରି…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍

ଅକଲାଣ୍ଡ: ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ । ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍ ଦେଇଛି ଭାରତ । ୭ ଓ୍ୱିକେଟ୍ ବିନିମୟରେ ନିର୍ଦ୍ଧାରିତ ଓଭରରେ ଭାରତ ୩୦୬ ରନ୍ କରିପାରିଛି । ଫିନ୍…

ପରିଚୟର ପ୍ରମାଣ ଭାବରେ ସ୍ୱୀକାର କରିବା ପୂର୍ବରୁ ଆଧାର ଯାଞ୍ଚ କରନ୍ତୁ : ୟୁଆଇଡିଏଆଇ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଭାରତର ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) କହିଛି ଯେ, ଆଧାରଧାରକଙ୍କ ସହମତି ପରେ…

ସୁରକ୍ଷାରେ ବଡ଼ ତ୍ରୁଟି, ମୋଦୀ ଅଭିଭାଷଣ ରଖୁଥିବା ବେଳେ ମାଡ଼ି ଆସିଲା ଡ୍ରୋନ୍

ଅହମଦାବାଦ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଅହମଦାବାଦ ଜିଲ୍ଲାର ବଭଲା ଗାଁରେ ଏକ ସଭାରେ ଉଦବୋଧନ ଦେଉଥିବା ବେଳେ ଡ୍ରୋନ୍ ଉଡି ଆସିଥିଲା । ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ଘୋଷଣା…

ଗଲୱାନ ଟୁଇଟ ବିବାଦ: କ୍ଷମା ମାଗିଲେ ରିଚା, ଅକ୍ଷୟ କହିଲେ କୃତଘ୍ନ ହେବା ଠିକ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ସେନା ଏବଂ ଗଲୱାନ ସମ୍ପର୍କୀତ ଟୁଇଟ ନେଇ ଅପଦସ୍ତ ହେବାକୁ ପଡିଛି । ତାଙ୍କର ଏହି ଟୁଇଟ ବିବାଦୀୟ ଏବଂ ଅସନ୍ତୋଷ ସୃଷ୍ଟି କରିବାରୁ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଯଦି ମୋର କୌଣସି ଟୁଇଟ ଆପଣମାନଙ୍କୁ ଆଘାତ ଦେଇଛି ତାହାହେଲେ ମୁଁ…

ଗେହଲୋଟ କହିଲେ ପାଇଲଟ ଗଦ୍ଦାର, ମୁଖ୍ୟମନ୍ତ୍ରୀ କିପରି ହେବେ?

ଜୟପୁର:  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଉ ଏକ ସପ୍ତାହ ପରେ ରାଜସ୍ଥାନରେ ହେବ । ତେବେ ତାହା ପୂର୍ବରୁ ରାଜସ୍ଥାନରେ କ୍ଷମତା କନ୍ଦଳ ପୁଣି ଜୋର ଧରିଲାଣି । କଂଗ୍ରେସରେ ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ବିବାଦ ପୁଣି ଜାତୀୟ ରାଜନୀତିରେ ଚର୍ଚାର ବିଷୟ ହୋଇଛି । …

ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ଉଠାଇଲେ ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦ ମଧ୍ୟକୁ ଏକୁଟିଆ ମହିଳାଙ୍କ ପ୍ରବେଶ ଉପରେ ଗୁରୁବାର ଏହାର ମ୍ୟାନେଜମେଂଟ କମିଟି କଟକଣା ଲଗାଇଥିଲେ । ତେବେ ଏହି ନିଷ୍ପତିକୁ ତୀବ୍ର ବିରୋଧ ହୋଇଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏ ନେଇ ଜାମା ମସଜିଦ କମିଟି ସହ ଆଲୋଚନା କରିଥିଲେ । ଏହା ପରେ ଶାହି ଇମାମ…