Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟରେ ରାହୁଲ; ଲଦାଖ ଜମି ହରାଇବା ପ୍ରସଙ୍ଗରେ ଦେଲେ କଡା ଜବାବ

ପୁଣେ: ରାହୁଲଙ୍କୁ କଡା ଜାବବ ଦେଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଥିଲେ, ବିପକ୍ଷ ନେତା କହୁଛନ୍ତି, ଚୀନ ଏହି ଭୂଖଣ୍ଡକୁ କଜ୍ଜା କରି ନେଇଛି । ହେଲେ ବାସ୍ତବରେ ଏହି ଜାଗା ୧୯୬୨ରେ ଚୀନ ଏହାକୁ ନିଜ କବଜାକୁ ନେଇଛି । ଜବାହାରଲାଲ ନେହରୁ…

ଇରାନ୍‌ରେ ଭୂକମ୍ପ ଝଟ୍‌କା, ୭ ମୃତ ଅନେକ ଆହତ

ଦୁବାଇ : ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଭୂକମ୍ପ ଝଟ୍‌କା। ଏହି ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହରରେ…

ପରିବର୍ତ୍ତନ ହେଲା ଉଦ୍ୟାନ ନାମ, ଆଜି ରାଷ୍ଟ୍ରପତି ଉଦ୍‌ଘାଟନ କରିବେ ଉଦ୍ୟାନ ଉତ୍ସବ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ -୨୦୨୩କୁ ଉଦ୍‌ଘାଟନ କରିବେ। ଜାନୁଆରି ୩୧ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ । ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା…

ମାତୃତ୍ୱ ଲାଭ କରିବାକୁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଛନ୍ତି, ମହିଳାମାନେ ମାତୃତ୍ୱ ଲାଭ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। କାରଣ ପରବର୍ତ୍ତୀ ସମୟରେ (ଅଧିକ ବୟସ ହେଲେ) ଏହା ଜଟିଳତା ସୃଷ୍ଟି କରିଥାଏ। ମାତୃତ୍ୱ ପାଇଁ ବୟସ ୨୨ରୁ ୩୦ ବର୍ଷ ଉପଯୁକ୍ତ। ଯେଉଁ…

ସ୍ୱୀଡେନ ପରେ ଡେନମାର୍କରେ ଜଳାଗଲା କୁରାନ

କୋପେନହାଗେନ: ସ୍ୱୀଡେନ ପରେ ଡେନମାର୍କରେ ମଧ୍ୟ କୁରାନର କପିକୁ ପୋଡାଯାଇଛି । ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଦକ୍ଷିଣ ପନ୍ଥୀ ନେତା ରାସମସ ପଲୁଦାନ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ତୁର୍କୀରେ ମଧ୍ୟ ଦୂତାବସ ଆଗରେ ଏହି କାଣ୍ଡ…

ହାତ ଟେକିଦେଲେ ପାକ ସରକାର: କହିଲେ, ଦେଶର ବିକାଶ ଏବେ ଆଲ୍ଲାଙ୍କ ହାତରେ

ଇସଲାମବାଦ: ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦରଦାମ ବୃଦ୍ଧିରେ ଲୋକେ ଛଟପଟ ହୋଇ ଗଲେଣି । ଦେଶର ଏପରି ସ୍ଥିତିକୁ ଦେଖି ପାକିସ୍ତାନୀ ରାଜନେତାମାନେ ଏକ ପ୍ରକାର ହାତ ଟେକି ଦେଲେଣି । ସ୍ଥିତି ସଜାଡିବା ସେମାନଙ୍କ ହାତରେ ନାହିଁ ବୋଲି ବୁଝି ପାରିଲେଣି । ଏବେ ଦେଶକୁ…

କିଙ୍ଗଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫୀ ଜାଭେଦ ; କହିଲେ ମୋତେ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫୀ ଜାଭେଦ । ନିଜର ଲାଇଫ୍‌ ଷ୍ଟାଇଲ୍‌, ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଥିବା ଉର୍ଫି ଏବେ ଶାହାରୁଖ୍‌ଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ…

ମୋଗଲ ଗାର୍ଡେନର ନାଁ ଏବେ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ ନାଁରେ ପରିଚିତ ହେବ । ୧୫ ଏକରରୁ ଅଧିକ ଜମିରେ ତିଆରି ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ତିଆରି ହୋଇଥିଲା। କୁହାଯାଏ, ମୋଗଲ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ଆତ୍ମା। ଏହି ଗାର୍ଡେନଟି ସ୍ୱତନ୍ତ୍ର କିସମର ଗୋଲାପ ଓ…

କୋଟିପତି ଭିକାରୁଣୀ: ଭିକ ମାଗିବାକୁ ଯାଆନ୍ତି ଦାମି କାରରେ

ଆବୁଧାବି: ମସଜିଦ୍ ଆଗରେ ବସିଛନ୍ତି ଜଣେ ମହିଳା । ପିନ୍ଧିଛନ୍ତି ଫଟାଚିରା କପଡ଼ା । ପାଖରେ ଅଛି ଗୋଟିଏ ଛିଣ୍ଡା ବ୍ୟାଗ୍ । ମସଜିଦ୍‌କୁ ଆସୁଥିବା ଲୋକଙ୍କୁ ହାତ ପାତି ଭିକ ମାଗୁଛନ୍ତି । ଏହା ନିତିଦିନିଆ ଘଟଣା । ଭିକ ମାଗିବାରୁ ଯାହା ମିଳେ ତାକୁ ନେଇ ଘରକୁ ଯାଇଥାନ୍ତି । ଆପଣ ଏବେ ଭାବୁଥିବେ…

ଯବାନଙ୍କ ମହାନ କାମ: ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ଶ୍ରୀନଗର: ଭାରତୀୟ ସେନା ଶତ୍ରୁଙ୍କ ପାଇଁ  ଯେତିକି କଠୋର ଅସହାୟଙ୍କ ପାଇଁ ସେତିକି କୋମଳ । ଭାରତୀୟ ସେନା ବୁଝିଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ସୁରକ୍ଷା ଯୋଗାଇ ଦେବା । ଦେଶବାସୀଙ୍କୁ ତାଙ୍କର ଗୋଟିଏ ବାର୍ତ୍ତା.. ‘ଆମେ ଅଛୁ..ତୁମେ ନିଶ୍ଚିନ୍ତ ରୁହ’ । ସୀମାନ୍ତ ହେଉ ବା ଦେଶ ଭିତରେ…