Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହାର ଏ ଚାପ ? ୨୪ ଘଣ୍ଟା ଯାଇନି କାହିଁକି ବଦଳିଗଲା ପାକ ପ୍ରଧାନମନ୍ତ୍ରୀ ସ୍ୱର

ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍‌ଟା ପରେ କାହିଁକି ବଦଳିଗଲା ସ୍‌:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ…

ହିନ୍ଦୁ ନୁହଁନ୍ତି ବୋଲି ମନ୍ଦିର ଭିତରକୁ ପ୍ରବେଶ କରିପାରିଲେନି ଅଭିନେତ୍ରୀ: କହିଲେ, ଦୁଃଖ ଲାଗୁଛି…

ଏର୍ଣ୍ଣାକୁଲମ: ହିନ୍ଦୁ ହୋଇ ନଥିବାରୁ ମନ୍ଦିର ଭିତରେ ପ୍ରବେଶ କରିପାରିଲେ ନାହିଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମାଲା ପୌଲ୍। ଏହି ଅଭିଯୋଗ ସେ ନିଜେ କରିଛନ୍ତି। ସୋମବାର କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଥିବା ଥିରୁବରଣୀକୁଲମ ମହାଦେବ ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ ଅଭିନେତ୍ରୀ। ହେଲେ…

ମୁଁ RSS ଅଫିସ୍‌ ଯାଇପାରିବି ନାହିଁ, ତା ପୂର୍ବରୁ ମୋ ବେକ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧୀ

ହୋସିଆରପୁର: ମୁଁ ଆର୍‌ଏସ୍‌ଏସ୍‌ ଅଫିସ୍‌କୁ କେବେ ବି ଯାଇପାରିବି ନାହିଁ। ତା ପୂର୍ବରୁ ଆପଣଙ୍କୁ ମୋ ବେକ କାଟିବାକୁ ପଡ଼ିବ। ଆଜି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଇ ଭରୁଣ ଗାନ୍ଧୀଙ୍କର ଭାରତ ଯୋଡ଼ ଯତ୍ରାରେ ସାମିଲ୍ ହେବାର ସମ୍ଭାବନା ନେଇ ପ୍ରଶ୍ନ ଉପରେ ଏପରି କହିଛନ୍ତି…

ମୁଁ ବରୁଣ ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ: ରାହୁଲ ଗାନ୍ଧୀ

ହୋସିଆରପୁର: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଯାତ୍ରା କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖୁଛନ୍ତି। ଆଜି ପଞ୍ଜାବର ହୋସିଆପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ବରୁଣ ଗାନ୍ଧୀଙ୍କୁ ନେଇ ରାହୁଲଙ୍କୁ…

ଫିଲ୍ମକୁ ନେଇ ଅଯଥା ଟିପ୍ପଣୀ କରିବାରୁ ଦୂରେଇ ରୁହ: ବିଜେପି ନେତାଙ୍କୁ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଭିନ୍ନ ଫିଲ୍ମ ଉପରେ ବିଜେପି ନେତାଙ୍କର ବେପରୁଆ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ଅଯଥା ଟିପ୍ପଣୀରୁ ଦୂରେଇ ରହିବାକୁ ସେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ (୧୬-୧୭)…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଘର ସମାଲୋଚକ ନଥିଲେ: RSS ନେତା

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର(RSS)ର ସମାଲୋଚକ ନଥିଲେ। ବରଂ ସଂଘର ପ୍ରତିଷ୍ଠାତାଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏଥିପାଇଁ ସଂଘ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମରେ ପାଳନ କରେ ବୋଲି ଆର୍‌ଏସ୍‌ଏସ୍‌ର ପୂର୍ବ କ୍ଷେତ୍ର ସଂଘ ଚାଳକ…

ସୀମା ନିକଟରେ ୬୦ ହଜାର ମେଗାୱାଟ୍‌ କ୍ଷମତା ସମ୍ପନ୍ନ ଡ୍ୟାମ୍‌  ତିଆରି କରୁଛି ଚୀନ; ଭାରତ ପାଇଁ ଚିନ୍ତା ବଢ଼ିଲା

ବେଜିଂ: ଅରୁଣାଚଳ ଦେଇ ପ୍ରବାହିତ ୟାରଲଙ୍ଗ ସାଙ୍ଗପୋ ନଦୀ(ବ୍ରହ୍ମପୁତ୍ରର ଚୀନ ନାଁ) ଉପରେ ୬୦ ହଜାର ମେଗାୱାଟ୍‌ କ୍ଷମତା ସମ୍ପନ୍ନ ଡ୍ୟାମ୍‌  ତିଆରି କରୁଛି ଚୀନ। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିପାରେ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅରୁଣାଚଳ ନିକଟସ୍ଥ…

ଚୀନରୁ ମିଳିଲା ଅଦ୍ଭୁତ ଜୀବାଶ୍ମ: ଶରୀର ପକ୍ଷୀ ପରି, ମୁଣ୍ଡ ଡାଇନୋସର ସଦୃଶ

ବେଜିଂ: ଯଦି ମଣିଷର ବଂଶଜ ମାଙ୍କଡ ହୁଏ ତେବେ ସମସ୍ତ ପକ୍ଷୀ ଡାଇନୋସର ପରିବାରର କି ? ପ୍ରାଣୀବିଜ୍ଞାନୀ ମାନେ ଏହି ପ୍ରଶ୍ନର ଉତର ଖୋଜୁଛନ୍ତି । ଏହା ମଧ୍ୟରେ ୧୨ କୋଟି ବର୍ଷ ତଳର ଏକ ଜୀବାଶ୍ମ ସେମାନଙ୍କୁ ପୁନର୍ବାର ଚିନ୍ତାରେ ପକାଇ ଦେଇଛି । ଚୀନରେ ମିଳିଥିବା ଏହି ଜୀବାଶ୍ମକୁ ଅନୁଧ୍ୟାନ କଲେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷିଙ୍କ ଅଫିସରେ ପାଳନ ହୋଇଥଲା ପୋଙ୍ଗଲ !

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଋଷି ତାଙ୍କ ଅଫିସର ଅଧିକାରୀମାନଙ୍କୁ ପୋଙ୍ଗଲ ଭୋଜି ଦେଉଥିବା ଦେଖିବାକୁ ମିଳିଛି । ଅଧିକାରୀମାନେ ଏକତ୍ର ବସି କଦଳୀପତ୍ରରେ ଭାରତର ପାରମ୍ପାରିକ ପର୍ବର ମଜା…

ନଡ୍ଡାଙ୍କ ନେତ୍ୱତ୍ୱରେ ୨୦୨୪ ମହାସମର ଲଢିବ ବିଜେପି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢିଲା ।  ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାୟିତ୍ୱରେ ରହିବେ । ନଡ୍ଡାଙ୍କ ଦାୟିତ୍ୱରେ ବିଜେପି ୨୦୨୪ ମହାସମର ଲଢିବ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏପରି…