Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗଛରେ ଆଲିଶାନ ବଙ୍ଗଳା

ରାଜସ୍ଥାନ : ବାହାରକୁ ଦେଖିଲେ ଗଛ । କିନ୍ତୁ ଭିତରେ ଲୋକଙ୍କ ରହିବା ପାଇଁ ପ୍ରଚୁର ସୁବିଧା ରହିଛି । କଥାଟା ହୁଏତ ଆପଣଙ୍କୁ ଅଡ଼ୁଆ ଲାଗିପାରେ । ଏହା କିନ୍ତୁ ବାସ୍ତବ । ୮୭ ବର୍ଷର ପୁରୁଣା ଆମ୍ବ ଗଛ ଉପରେ ଏମିତି ଏକ ୪ ମହଲା ବିଶିଷ୍ଠ ଆଲିଶାନ ଘର ନିର୍ମାଣ କରିଛନ୍ତି ରାଜସ୍ଥାନର ଜଣେ ସିଭିଲି…

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ: ଆଜି ବିଜେପିରେ ମିଶିବେ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ନେତା ତଥା ରାଜ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଦଳରେ ଗ୍ରୁପିଜିମ୍(ଅଲଗା ଅଲଗା ଦଳବଦ୍ଧ  ହୋଇ କାମ କରିବା) ଚାଲିଛି ବୋଲି ସେ ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ବେଳେ ଆଜି ସେ ବିଜେପିରେ ଯୋଗ ଦେବେ ବୋଲି…

ଜାମ୍ମୁ-କାଶ୍ମୀରରେ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ପ୍ରବକ୍ତା ଦୀପିକା ପୁଷ୍କର ନାଥ

ଶ୍ରୀନଗର: ଭାରତ ଯୋଡ଼ ଯାତ୍ରା ପହଞ୍ଚିବା ପୂର୍ବରୁ ଦଳ ଛାଡ଼ିଲେ ଜାମ୍ମୁ-କାଶ୍ମୀର କଂଗ୍ରେସ ପ୍ରବକ୍ତା ଦୀପିକା ପୁଷ୍କର ନାଥ। ଜାମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଚୌଧୁରି ଲାଲ୍ ସିଂହ କଂଗ୍ରେସରେ ପୁଣିଥରେ ଯୋଗ ଦେବାକୁ ସେ ବିରୋଧ କରି ଦଳ ଛାଡ଼ିଥିବା ଦୀପିକା କହିଛନ୍ତି। ଲାଲ୍ ସିଂହ କାଠୁଆ…

ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ ପୁଅ ବିରୋଧରେ ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ମୁଖ୍ୟ ସାସଂଦ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ଭଗିରଥଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ସାଂସଦଙ୍କ ପୁଅ କଲେଜ୍ କ୍ୟାମ୍ପସ ଭିତରେ ପଶି ହଷ୍ଟେଲ୍ ରୁମରେ ଏକ କଲେଜ୍ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଂସଦଙ୍କ ପୁଅ ଭଗିରଥଙ୍କ…

ବଳକା ଖାଦ୍ୟ ଫିଙ୍ଗୁଥିଲେ ଥରେ ଦେଖନ୍ତୁ ଏହି ଭିଡିଓ….ଆଖିରେ ଲୁହ ଆସିଯିବ…

ନୂଆଦିଲ୍ଲୀ : ଅଦ୍ଭୁତ ଏ ଦୁନିଆ । ମଣିଷ ବଞ୍ଚିବା ପାଇଁ ହେଲେ ଖାଦ୍ୟ, ପୋଷାକ ଏବଂ ଘର ଆବଶ୍ୟକତା ରହିଛି । କିଛି ଲୋକଙ୍କ ପାଖରେ ଏସବୁ ଦରକାର ଠୁ ବି ଅଧିକା ଥିବା ବେଳେ କିଛି ଲୋକ ଏସବୁରୁ ବଞ୍ଚିତ ଅଛନ୍ତି। ଏ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରୁଟି ଏକ ସ୍ୱପ୍ନ ।ସେଭଳି…

ତାଲିବାନର କ୍ରୁର ଶାସନ: ଚୋରି ପାଇଁ ୪ ଜଣଙ୍କ ହାତ କାଟ, ୯ ଜଣଙ୍କୁ ଚାବୁକ ମାଡ଼

କାବୁଲ: ଆଫଗାନିସ୍ତାନରେ ତାଲିବାନର କ୍ରୁର ଶାସନ ପୁଣି ଆରମ୍ଭ ହୋଇଯାଇଛି। ମହିଳାଙ୍କ ଉପରେ ନାନା କଟକଣା ଲଗାଇବା ସହ ଚୋରି ନାରୀ କଲେ ଏମିତି ଦଣ୍ଡ ମିଳୁଛି ଯେ ଦେଖିଲା ଲୋକର ଛାତି ଥରି ଉଠିବ। ମଙ୍ଗଳବାର ଚୋରି ଅଭିଯୋଗରେ ୪ ଜଣଙ୍କର ସର୍ବସମୁଖରେ ହାତ କାଟି ଦେଇଛି ତାଲିବାନ। ମଙ୍ଗଳବାର…

ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ : ରାଜ୍ୟଗୁଡ଼ିକରେ ବିଜେପିର ସ୍ଥିତି କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବ। ବୁଧବାର ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଏଥିପାଇଁ ଆଜି ଦିନ ୨.୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି କମିଶନ ନିର୍ବାଚନ ଚାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।…

ପ୍ରଖ୍ୟାତ ଉର୍ଦ୍ଦୁ କବି ପ୍ରଫେସର ୱାସୀମ ବରେଲଭିଙ୍କ କାର ଦୁର୍ଘଟଣାଗ୍ରସ୍ତ

ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ପ୍ରଫେସର ୱାସୀମ ବରେଲଭିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ରବିବାର ସକାଳେ ହାପୁର ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କର ହାତରେ ଭାଙ୍ଗିଯାଇଥିବା ସୂଚନା ମିଳିଛି। ୮୨ ବର୍ଷୀୟ…

ଚୀନରେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା

ବେଜିଂ: ଚୀନରେ କମୁଛି ଜନସଂଖ୍ୟା । ଵିଶ୍ଵର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ଏବେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା । ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଦେଖା ଦେଇଛି । ନାଶନାଲ ବ୍ୟୁରୋ ଅଫ ଷ୍ଟାଟିଟିକ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି…

କାହାର ଏ ଚାପ ? ୨୪ ଘଣ୍ଟା ଯାଇନି କାହିଁକି ବଦଳିଗଲା ପାକ ପ୍ରଧାନମନ୍ତ୍ରୀ ସ୍ୱର

ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍‌ଟା ପରେ କାହିଁକି ବଦଳିଗଲା ସ୍‌:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ…