Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁରୁତର ସ୍ତରକୁ ଖସିଲା ଦିଲ୍ଲୀର ପ୍ରଦୂଷଣ ସ୍ତର, ଦୋଷ ଲଦାଲଦି ହେଉଛନ୍ତି ନେତା

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଖରାପ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ପରସ୍ପର ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ସେପଟେ ପଂଜାବରେ ଚାଷୀମାନେ ବିଲରେ ନିଆଁ ଲଗାଇ ନଡାକୁଟା ଜାଳିବାରେ ଲାଗିଛନ୍ତି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀ ପ୍ରଶାସନ…

ଦଳାଚକଟାରୁ ଦୁର୍ଘଟଣା: ୧୨୦ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହାଲୋଓ୍ୱିନ୍ (Halloween) ପାର୍ଟି ବେଳେ ବଡ ଅଘଟଣ। ୧୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ହାଲୋଓ୍ୱିନ୍ ପାର୍ଟି ସମୟରେ ସିଓଲରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ଲକ୍ଷରୁ ଅଧିକ ଲୋକ ଏହି…

ଟ୍ବିଟରକୁ ଫେରିଲେ ଟ୍ରମ୍ପ ?

ନୂଆଦିଲ୍ଲୀ: ଲୋକପ୍ରିୟ ସୋଶିଆଲ ମିଡିଆ କମ୍ପାନୀ ଟ୍ବିଟରର ମାଲିକାନା ବଦଳିଛି। କମ୍ପାନୀର ନୂଆ ମୁଖ୍ୟ ତଥା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରରେ ସମସ୍ତେ ନିଜ ନିଜ ମତ ରଖିପାରିବେ ବୋଲି କହିଛନ୍ତି। ସେହିପରି ଯେଉଁମାନେ ପୂର୍ବରୁ ଟ୍ବିଟରରେ ବ୍ଲକ ହୋଇଛନ୍ତି ସେମାନେ ଅନ…

କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାମ କରୁଛନ୍ତି: ମୋଦୀ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ଗୁଜରାଟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ବେଳେ କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ୭୫ ହଜାର…

ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ: ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ। ପ୍ରବଳ ବର୍ଷା ସହିତ ବନ୍ୟା ଏବଂ ଭୂସ୍ଖଳନରେ ଅତି କମରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ୬୦ରୁ ଅଧିକ ନିଖୋଜ ହୋଇଥିବା ଜଣାପଡିଛି। ଅନେକ ଲୋକ ପଥର, ଗଛ ଏବଂ ଆବର୍ଜନା ଭର୍ତ୍ତି ସ୍ଥାନରେ ପୋତି ହୋଇଯାଇଛନ୍ତି ବୋଲି କୁହାଯାଉଛି। ଏହି…

ଦୁଇ ସପ୍ତାହ ପରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : କିଏ ମାରିବ ବାଜି?

ସିମଲା: ଆଉ ଦୁଇ ସପ୍ତାହ ରହିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ବିଧାନସଭାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ସରିଯାଇଛି ।  ତେବେ କିଛି ଆସନରେ ବିଜେପି ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଆଉ କିଛି ଆସନରେ ସେମାନେ…

ଅମିତ ଶାହଙ୍କୁ ଗିରଫ କରିବାକୁ ଦାବି କଲେ ସିସୋଦିଆ

ନୂଆଦିଲ୍ଲୀ: ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି 'ଅପରେସନ୍ ଲୋଟସ୍' ଚଳାଇଛି। ତେଲେଙ୍ଗାନାର ଶାସକ ଦଳ ଟିଆରଏସର ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରୟାସ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଉ ପ୍ରମାଣ ଦେବାକୁ ଯାଇ ଏକ ଅଡିଓ କ୍ଲିପ୍…

ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ ପାଇଁ ବିଜେପିର ଘୋଷଣା

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା  ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ବଡ଼ ଘୋଷଣା  କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ସରକାର ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ କମିଟି ଘୋଷଣା କରିବାକୁ କହିଛନ୍ତି ଗୁଜରାଟ ସରକାର ।…

ହସିଲେ ସୂର୍ଯ୍ୟ !

ୱାଶିଂଟନ: ମହାକାଶରେ ଆଜି ସୂର୍ଯ୍ୟ ହସିଛନ୍ତି । ଆଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ସ୍ପେଶ ଏଜେନ୍ସି ନାସା ପକ୍ଷରୁ ଏହି ଫଟୋ ଛଡା ଯାଇଥିଲା । ଯାହାକୁ ଦେଖି ସମେସ୍ତ ହତବାକ ହୋଇ ଯାଇଥିଲେ । ଏପରିକି ସୋସିଆଲ ମିଡିଆରେ କେତେଜଣ ସୂର୍ଯ୍ୟଙ୍କୁ ଏହି ହସକୁ କାର୍ଟୁନ ସହିତ…

କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷଙ୍କ ଉପରେ ଏନ୍‌ସିବିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ଅସୁବିଧାରେ ପଡ଼ିଲେ କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲା ନେଇ ଏନ୍‌ସିବି   ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସୂଚନା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ…