Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ…

ବଡ ପରେ ଭାଇରାଲ ହେଲା କିମ୍‌ ଜୋଙ୍ଗଙ୍କ ସାନ ଝିଅର ଫଟୋ

ପ୍ୟୋଙ୍ଗୟାଙ୍ଗ: ନର୍ଥ କୋରିଆର ତାନାଶାହ କିମ ଜୋଙ୍ଗଙ୍କୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେତେବେଳେ ମିସାଇଲ ପରୀକ୍ଷଣ ତ କେତେବେଳେ ନିଷ୍ଠୁର ଦଣ୍ଡପ୍ରଦାନ ପାଇଁ କିମ ଜୋଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜିକାଲି କିମ ଜୋଙ୍ଗ ନିଜ ଝିଅମାନଙ୍କୁ ନେଇ…

କୋଟିପତି ଭିକାରୀ: ସମ୍ପତି ତାଲିକା ଶୁଣିଲେ ହୋସ ଉଡ଼ିଯିବ

ବ୍ରିଟେନ: ଭିକାରୀ ପୁଣି ଧନୀ ? ଏମିତି କଥା ତ ନିହାତି ଆଶ୍ଚର୍ଯ୍ୟଜନକ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ଅସମ୍ଭବ ବୋଲି ଆପଣ କହିପାରିବେନି । କାରଣ ଆଜିର ଦୁନିଆରେ ଏମିତି କଥା ବି ସମ୍ଭବ । ଜାଣି ଆଶ୍ଚର୍ଯ୍ୟ ହେବେ, ରାସ୍ତାରେ ବୁଲି ବୁଲି ଭିକ ମାଗୁଥିବା ଜଣେ ବ୍ୟକ୍ତି ୫ କୋଟିରୁ ଅଧିକ…

ଖଡଗେ ରାବଣ କହିବା ପରେ ମୋଦୀ ଦେଲେ ଜବାବ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ରାଲି କରୁଛନ୍ତି। ସେ ଗୁଜରାଟର କାଲୋଲରେ ଏକ ସାଧାରଣ ସଭାରେ ରାଲି କରି ସମ୍ବୋଧନ କରିଥିଲେ। ପ୍ରଧାନମନ୍ତ୍ରୀ…

ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ଚିଲ

ନୂଆଦିଲ୍ଲୀ: ହିମାଳୟର ଆରପାରିରେ ଥିବା ଚୀନର ଡ୍ରୋନ ଭାରତକୁ ବିପଦ । ଏପରି ସ୍ଥିତିରେ ଭାରତୀୟ ସେନା ଶତ୍ରୁର ଡ୍ରୋନକୁ ମୁକାବିଲା କରିବାକୁ ଅଂଟା ଭିଡିଛି। ଏଥିପାଇଁ ଉଚ୍ଚ ଆକାଶରେ ଦଳଗତ ଭାବେ ଉଡୁ ବୁଲୁଖିବା ଇଗଲ ବା ଚିଲକୁ ପ୍ରଶିକ୍ଷଣ ଦେଇଛି ଭାରତୀୟ ସେନା। ଭାରତ ଓ ଆମେରିକା ମଧ୍ୟରେ…

ଜି-୨୦ର ଅଧ୍ୟକ୍ଷ ହେବା ପରେ ଭାରତକୁ କ’ଣ ଫାଇଦା ମିଳିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆସନ୍ତା ବର୍ଷ ୯ ଏବଂ ୧୦ ସେପ୍ଟେମ୍ବରରେ ଦେଶରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବ। ଗୁରୁବାର ଠାରୁ ଭାରତ ଏହାର ଅଧ୍ୟକ୍ଷତାର ଦାୟିତ୍ୱ ପାଇଛି। ଏହା ସହିତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ୨୦୦ ରୁ ଅଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି…

ସାଧା କାଗଜ ଦେଖାଇ କାହିଁକି ଜିନପିଙ୍ଗଙ୍କୁ ବିରୋଧ କରୁଛନ୍ତି ଚୀନବାସୀ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୀନରେ କରୋନା ଭାଇରସକୁ ନେଇ ସରକାର ଜାରି କରିଥିବା ଲକଡାଉନକୁ ବିରୋଧ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ କିଛି ଦିନ ହେବ ସାଙ୍ଘାଇ ସମେତ ଅନେକ ସହରର ରାସ୍ତାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଏହି ଲୋକମାନେ ନିଜ ହାତରେ ଥିବା ଏହି ସାଧା କାଗଜକୁ…

ସଫା ହେଲା ଆଇଏସଆଇଏସ ମୁଖ୍ୟ ଅବୁ ହାସନ

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ହାସନ ଅଲ ହାଶିମ ଅଲ କ୍ୟୁରେଶୀ । ଆତଙ୍କବାଦୀ ସଂଗଠନ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆଇଏସଆଇଏସ ନୂତନ ମୂଖ୍ୟ ଭାବେ ଅବୁ ଅଲ ହୁସେନ ଅଲ ହୁସେନ ଅଲ କ୍ୟୁରେଶୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସେ କିପରି…

୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରିପାରିବେ ; ଝାଡ଼ଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ : ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଗୋଟିଏ ମାମଲାର ଶୁଣାଣୀ ବେଳେ ଜଷ୍ଟିସ୍‌ ଏସ.କେ.ଦ୍ୱିବେଦୀ ଏହି ରାୟ ଶୁଣାଇଥିଲେ । ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ସେ ଏହି ରାୟ…