Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟପାଳଙ୍କୁ ପରୋକ୍ଷରେ ‘ପାର୍ସଲ’ କହି କଟାକ୍ଷ କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିରୋଧରେ ଉଦ୍ଧବ ଠାକୁରେ ନେତୃତ୍ବାଧୀନ ଶିବସେନା ମୋର୍ଚ୍ଚା ଖୋଲିଛି। ଦୁଇ ଦିନ ମଧ୍ୟରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ସେ ଚେତାବନୀ ଦେଇଛନ୍ତି। ନଚେତ ମହାରାଷ୍ଟ୍ର ବନ୍ଦ ପାଇଁ ଡାକରା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଦ…

କଲେଜିୟମ ବ୍ୟବସ୍ଥାକୁ ସରକାରଙ୍କୁ ମାନିବାକୁ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଚାରପତି ନିଯୁକ୍ତି ନେଇ କଲେଜିୟମ ଦ୍ୱାରା ପଠାଯାଇଥିବା ନାମ ଉପରେ ସରକାର ନିଷ୍ପତ୍ତି ନ ନେଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ…

ଅଫତାବ ଯାଉଥିବା ପୁଲିସ ଭ୍ୟାନ ଉପରେ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ: ପୋଲିସ ଗାଡି ଭିତରେ ଯାଉଥିବା ହତ୍ୟା ଅଭିଯୁକ୍ତକୁ ଆକ୍ରମଣ କରିବାକୁ ଉଦ୍ୟମ । ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ପୁଲିସ ଭ୍ୟାନରେ ଯାଉଥିବା ବେଳେ କିଛି ଲୋକ ଖଣ୍ଡା ଧରି ଆକ୍ରମଣ କରିଥିଲେ। ପୁଲିସ ଏବେ ଗାଡ଼ି ଉପରେ ଆକ୍ରମଣ କରିଥିବା…

ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା

କୋଲକାତା: ପଶ୍ଚିମବଙ୍ଗରେ ୨ଟି ନୂତନ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ପ୍ରଶାସନିକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସୁନ୍ଦରବନ ଓ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏହି ଭେଟି ଦେବାକୁ ଯାଉଛନ୍ତି ।…

ଚୀନରେ ବିବିସି ରିପୋର୍ଟରଙ୍କୁ ମାଡ ପରେ ଅଟକ

ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରିପୋର୍ଟିଂ କରୁଥିବା ବେଳେ ବିବିସି ରିପୋର୍ଟରଙ୍କ ଉପରେ ଚୀନ ପୋଲିସ କଠୋର ବ୍ୟବହାର ପ୍ରଦର୍ଶନ କରିଛି । ଅଧିକାରୀମାନେ ତାଙ୍କୁ ମାଡ ମାରିବା ସହ ଘୋଷାରି ଥାନାକୁ ନେଇ ପଳାଇଥିଲେ…

ବିମାନରେ ମିଳିବ 5G ! କରି ପାରିବେ କଲ୍, ଚଲାଇ ପାରିବେ ଇଣ୍ଟରନେଟ୍

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ମଝି ଆକାଶରୁ କରି ପାରିବେ କଲ୍ । ଇଚ୍ଛା ଅନୁସାରେ ଦେଖି ପାରିବେ ଅନଲାଇନ୍ ଭିଡିଓ । ଖୁବଶୀଘ୍ର ବିମାନ ଯାତ୍ରା ବେଳେ ମିଳିପାରେ ୫ଜି ସେବା । ଏବେ ଦେଶରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ହିଁ ଦେଶର ଅନ୍ୟ ସହରରେ ଉପଲବ୍ଧ ହେବ । ୪ଜି ତୁଳନାରେ…

ଚୋରି ପାଇଁ ଆସିଥିଲା, କବାଟ ମଝିରେ ଫସି ଜୀବନ ହାରିଲା

ବାରାଣାସୀ: ଚୋରି କରିବା ପାଇଁ ଆସିଥିଲା ଚୋର କିନ୍ତୁ କବାଟ ମଝିରେ ଫସିଲା । ନା ଭିତରକୁ ଆସି ପାରିଲା ନା ବାହାରକୁ ଯାଇପାରିଲା । କବାଟର ଗୋଟିଏ ପଟେ ମୁଣ୍ଡ  ରହିଥିବା ବେଳେ  ଅନ୍ୟ ପଟେ ରହିଗଲା ଶରୀରର ଅବଶିଷ୍ଟାଂଶ । । ବାହାରିବାକୁ ଯେତେ ଚେଷ୍ଟାକଲା ବାହାରି ପାରିଲା ନାହିଁ, ଶେଷରେ…

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  ।…

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର…