Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଲ ଭିତରୁ ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜେଲରୁ ଧମକ ଦିଆଯାଉଥିଲା। ସୂଚନା ଅନୁଯାୟୀ, ବେଲାଗାଭି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟଶ ପୂଜାରୀ ଏହି ଧମକ ଦେଉଥିଲା। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ ଅଫିସକୁ ଫୋନ୍ କରି ହତ୍ୟା ଧମକ ଦେଇଥିଲା ବୋଲି…

ଫୁଲ ବ୍ୟବସାୟୀଙ୍କ ଘରୁ ୧୦୦ କୋଟି ଟଙ୍କାର ପୁରାତନ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ। ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଚଢଉ କରି ଜଣେ ବ୍ୟବସାୟୀଙ୍କ ଘର କୋଟି କୋଟି ଟଙ୍କା ମୂଲ୍ୟର ପୁରାତନ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା…

କରୋନା ଟିକା ନେଲେ ହେଉଛି ବ୍ରେନଷ୍ଟ୍ରୋକ?

ନୂଆଦିଲ୍ଲୀ: ସାରା ବିଶ୍ୱ ଯେତେବେଳେ କୋଭିଡ୍ ଟିକା ନେଇ କରୋନାର ମରଣଜନ୍ତାରୁ ଆଶ୍ୱସ୍ତି ପାଇଛି ବୋଲି ବିଶ୍ୱାସ କରୁଛି। ସେତେବେଳେ ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ରିପୋର୍ଟରେ କୁହାଯାଇଛି କରୋନା ଟିକା ନେବା ଯୋଗୁଁ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ…

ମଧ୍ୟବିତ୍ତ ପରିବାରବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ଆରଏସଏସର ଆହ୍ୱାନ

ନୂଆଦିଲ୍ଲୀ: ଫେବୃଆରୀରେ ବଜେଟ ଆଗତ କରିବେ କେନ୍ଦ୍ର ସରକାର। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଏଥିସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବାରୁ ଏହି ବଜେଟର ରୂପରେଖ ଆବଶ୍ୟକ ପଡିଲେ ଭୋଟ୍ ବ୍ୟାଙ୍କ ଉପରେ ପଡିପାରେ। ତେଣୁ ଭୋଟ୍ ବ୍ୟାଙ୍କକୁ ସୁହାଇଲା ଭଳି କେନ୍ଦ୍ରର ଶାସକ ଦଳ ବିଜେପିକୁ…

କରୋନା ଯୋଗୁ ଚୀନର ଗୋଟିଏ ମାସରେ ହୋଇଛି ପ୍ରାୟ ୬୦ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ତଥ୍ୟ ଲୁଚାଉଥିବା ଚୀନ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆରମ୍ଭ କରି ବିଭିନ୍ନ ଦେଶ ସମାଲୋଚନାର କରିବା ପରେ ଚୀନ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ଗତ ୩୦ ଦିନ ଭିତରେ ଦେଶର ହସ୍ପିଟାଲଗୁଡ଼ିକରେ ମୋଟ ୫୯,୯୩୮…

ଅଫିସ୍‌ରେ ପୁଣି ହୋଇଥିଲା ଚଢ଼ାଉ, ମନୀଷ ସିସୋଦିଆଙ୍କ ଅଭିଯୋଗରେ ସିବିଆଇ କହିଲା ନା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ କାର୍ଯ୍ୟାଳୟରେ ପୁଣିଥରେ ସିବିଆଇ ଚଢ଼ାଉ କରିଛି। ଶନିବାର ତାଙ୍କ କାର୍ଯ୍ୟାଳୟ ଚଢ଼ଉ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ହେଲେ ମନୀଷଙ୍କ ଅଭିଯୋଗକୁ ଅସ୍ୱୀକାର କରିଛି ଏଜେନ୍ସି। ଚଢାଉ ହୋଇ ନାହିଁ…

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

କାଲିଫର୍ଣ୍ଣିଆରେ ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ, ୧୯ ଜଣଙ୍କର ମୃତ୍ୟୁ

ଆମେରିକା: ଆମେରିକାର କାଲିଫର୍ନିଆରେ  ତାଣ୍ଡବ ରଚିଛି ବାତ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାରେ ଅନେକ ଘର ନଷ୍ଟ ହୋଇଯାଇଛି। ଜାତୀୟ ପାଣିପାଗ ସେବା ପୂର୍ବାନୁମାନ କରିଛି ଯେ ଆଗାମୀ ଦିନରେ ପୁଣି ଦୁଇଟି ଝଡ-ତୋଫାନ ଆତଙ୍କ ସୃଷ୍ଟି କରିପାରେ।…

ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ 

ଭୋପାଳ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଜାନୁଆରୀ ୧୨ ତାରିଖରେ ଗୁରୁଗ୍ରାମର…

ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସାଂସଦଙ୍କ ପରଲୋକ, ହସ୍‌ପିଟାଲ୍‌ରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଚଣ୍ଡିଗଡ଼: ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସାଂସଦଙ୍କ ପରଲୋକ। ରାହୁଲ ଗାନ୍ଧୀଙ୍କ ସହିତ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ବେଳେ ପଞ୍ଜାବ ଜଳନ୍ଧର ଶିଟ୍‌ର ଲୋକସଭା ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ବିୟୋଗ ହୋଇଛି। ଶନିବାର ସକାଳୁ ପଞ୍ଜାବର ଫିଲୌର ଠାରେ ଯାତ୍ରାରେ ଚାଲୁଥିବା ବେଳେ ହଠାତ୍…