Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲୋନ୍ ମସ୍କ ଟୁଇଟ କରି କହିଲେ ‘ନମସ୍ତେ’

ଓ୍ବାସିଂଟନ: ଟ୍ୱିଟରର ନୂଆ ମାଲିକ ଏଲୋନ୍ ମସ୍କଙ୍କ ମିଜାଜକୁ ନେଇ ଅନେକ ସମୟରେ ଚର୍ଚା ହୁଏ । ଭାରତୀୟ ସମୟ ମଧ୍ୟ ରାତ୍ରିରେ  ଏବେ ତାଙ୍କର  ତାଙ୍କର ଗୋଟିଏ ଟୁଇଟ୍ କୁ ନେଇ ଭାରତରେ ଚର୍ଚା ଚାଲିଛି ।  ସେ ଟ୍ୱିଟ୍ କରି ବ୍ୟବହାରକାରୀଙ୍କୁ ନମସ୍ତେ କହିଛନ୍ତି । ଏହା ସାଧାରଣତ ଭାରତୀୟ ୟୁଜରଙ୍କ…

ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା ପୋର୍ଟାଲ’ରେ ଟୀକାକରଣ ଫର୍ମ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନର ଯାତ୍ରୀମାନଙ୍କ ପାଇଁ କୋଭିଡ ନିୟମ କୋହଳ ହେଲା । କୋଭିଡ ପାଇଁ ନିୟମ ଜାରି କରିଥିଲା ଭାରତ । ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀ ତଥା ବିଦେଶ ଫେରନ୍ତାଙ୍କୁ ଦେବାକୁ ପଡୁଥିଲା କୋଭିଡ ଟୀକାକରଣର ସେଲ୍ଫ୍ ଡିକ୍ଲାରେସନ୍ ଫର୍ମ । ଏୟାର ସୁବିଧା ପୋର୍ଟାଲରେ ଏହି…

ପ୍ରେମିକାକୁ ୬ ଖଣ୍ଡ କାଟି କୂଅରେ ଫିଙ୍ଗିଥିଲା ପ୍ରେମିକ

ଆଜମଗଡ଼ :ପ୍ରେମ କରି ପରେ ପ୍ରେମିକାକୁ ହତ୍ୟା କରିବା ଏବେ ପ୍ରତିଦିନ ଗୋଟେ ପରେ ଘଟିବାରେ ଲାଗିଛି । କେଉଁଠି ବିବାହର ପ୍ରତିଶ୍ରୁତି ଦେବା ପରେ ପ୍ରେମିକାକୁ ନୃଶଂସଭାବେ ହତ୍ୟା କରୁଛି ପ୍ରେମିକା ତ କେଉଁଠି ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରାଯାଉଛି । ଭଲ ପାଇବାକୁ ନେଇ ଛଳନା ପରେ ଦିନେ ଅତି…

ଆପ୍ ବିରୁଦ୍ଧରେ ଘୋଡ଼ା ବେପାର ଅଭିଯୋଗ, ବିଧାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଆଗକୁ ରହିଛି ନଗର ନିଗମ ନିର୍ବାଚନ । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଛି କଡ଼ା ପ୍ରତିଯୋଗୀତା । ଆପ୍ ବିରୁଦ୍ଧରେ ବିଜେପି ଆଣିଛି ଘୋଡ଼ା ବେପାର ଅଭିଯୋଗ। ବିଜେପିର ଅଭିଯୋଗ ଦଳୀୟ ଟିକେଟ୍ ବିକୁଛି ଆପ୍ । ଗତକାଲିଠୁ ଦିଲ୍ଲୀ ରାଜନୀତି ଖୁବ ସରଗରମ ରହିଛି ।…

ଗୁଜରାଟ ନିର୍ବାଚନ: ଏଥର କାହାକୁ ସମର୍ଥନ ଦେବେ ମୁସଲିମ୍ ମତଦାତା ?

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଏବେ ସାରା ଦେଶର ନଜର ରହିଛି । ଏହି ବିଧାନସଭା ନିର୍ବାଚନରେ ମୁସଲିମ ଭୋଟର କାହାକୁ ସମର୍ଥନ କରିବେ ତାହା ମଧ୍ୟ ଚର୍ଚା ହେଉଛି । ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିବା ବେଳେ କଂଗ୍ରେସ ୬ ଜଣଙ୍କୁ…

ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍, ହିନ୍ଦୁ ବ୍ୟକ୍ତିଙ୍କ ଆଧାର କାର୍ଡ ବ୍ୟବହାର କରୁଥିଲା ସାରିକ୍

ମାଙ୍ଗାଲୋର : ବଡ଼ ବିସ୍ଫୋରଣ ପୂର୍ବରୁ ବର୍ତ୍ତିଯାଇଛି ମାଙ୍ଗାଲୋର । ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍ ଥିବା ତଦନ୍ତ ପରେ ଜଣାପଡିଛି । କର୍ଣ୍ଣାଟକ ପୋଲିସ ରିପୋର୍ଟ ଅନୁସାରେ ବଡ଼ ବ୍ଲାଷ୍ଟ ଘଟାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ ମହମ୍ମଦ ସାରିକ । ହେଲେ ତା ପୂର୍ବରୁ ମହମ୍ମଦ…

ଆଞ୍ଚଳିକ ଭାଷାରେ ପଢ଼ାଯିବ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ

ନୂଆଦିଲ୍ଲୀ: ସହଜ ହେବ ଶିକ୍ଷାଦାନ । ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେଇ ଶିକ୍ଷାଦାନକୁ ଆହୁରି ସରଳ କରିବା ସହ ବୋଧଗମ୍ୟ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ, ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ସାରା ଦେଶରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି…

ଆଉ ନାହାନ୍ତି ରସନା ଫାଉଣ୍ଡର ଆରିଜ ଫିରୋଜଶାହ

ମୁମ୍ବାଇ: ରସନା ଗ୍ରୁପର ଫାଉଣ୍ଡର ଆରିଜ ପିରୋଜଶାହ ଖମ୍ବାଟାଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆରିଜ ୮୦/୯୦ ଦଶକରେ ରସନା ପାନୀୟ ଯୋଗୁ ଘରେ ଘରେ ପରିିଚିତ ହୋଇ ପଡିଥିଲେ । ସେ ୱାପିଜର ପୂର୍ବ ଚେୟାରମ୍ୟାନ ଓ ଅହମ୍ମଦାବାଦ ପାରସୀ ପଂଚାୟତର ପୂର୍ବ ସଭାପତି ଥିଲେ । ଏହା ବ୍ୟତୀତ ଭାରତର…

୨୦୩୦ ସୁଦ୍ଧା ଚନ୍ଦ୍ରରେ ହେବ ମାନବ ବସ୍ତି, ଖୋଲିବ ଗବେଷଣା କେନ୍ଦ୍ର

ନ୍ୟୁୟର୍କ:  ଜହ୍ନ ରାଇଜରେ ଘର କରିବା... ଏହା ଆଉ ସ୍ୱପ୍ନ ନୁହେଁ । ସ୍ୱପ୍ନ ପରି ଲାଗୁଥିବା ଏ କଥା ଖୁବ ଶୀଘ୍ର ସତ ହେବ ।   ଜହ୍ନରେ ରହିବ ମାନବ ବସ୍ତି । ଖୋଲିବ ଅଫିସ । ମଣିଷ ସେଠାରେ ବସି କାମ କରିବ । ଏ କଥା ଆମେ ନୁହେଁ, କହିଛନ୍ତି ନାସା ଅଧିକାରୀ । ଚନ୍ଦ୍ରକୁ ଆର୍ଟିମିସ୍ ରକେଟ୍…

ଶେଷରେ ବଦଳିଲା ସାଂଜ୍ଞା, କୁତ୍ତା ହେଲା ‘ଦତ୍ତ’

ବାଙ୍କୁଡା:ଶେଷରେ ବଦଳିଲା ସାଂଜ୍ଞା । କୁତ୍ତା ବଦଳରେ ନାଁରେ ଯୋଡା ହେଲା ଦତ୍ତ । ନାଁ ହେଲା ଶ୍ରୀକାନ୍ତ କୁମାର ଦତ୍ତ । ତେବେ ସରକାରୀ ସ୍ତରର ଏହି ଭୁଲ ଗୋଟିଏ ଦିନରେ ଯେପରି ସଂଶୋଧନ ହେଲା ତାହାକୁ ପ୍ରଶଂସା ନ କରି ରହି ହେବନି । ରାସନ କାର୍ଡରେ  ଶ୍ରୀକାନ୍ତଙ୍କ ନାଁ ଭୁଲ ପ୍ରିଣ୍ଟିଂ…