Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଟିନଙ୍କ ଚେତାବନୀ: ପାଶ୍ଚାତ୍ୟ ଦେଶକୁ ମିଳିବନି ତେଲ କି ଗ୍ୟାସ

ମସ୍କୋ: ଋଷ ତେଲର ମୂଲ୍ୟ ନିର୍ଦ୍ଧାରଣ (ପ୍ରାଇସ କ୍ୟାପିଂ) ହେବ। ଅର୍ଥାତ ଗୋଟିଏ ନିର୍ଦ୍ଦିଷ୍ଟ ଦାମରେ ବିକ୍ରି ହେବ। ଏପରି ଯୋଜନା କରୁଛି ଆମେରିକା ସମେତ ଆଉ କିଛି ଦେଶ। ଏପରି ଯୋଜନାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ଚେତବନୀ ଦେବାକୁ ଯାଇ…

ମାସ୍କ ପିନ୍ଧି ପାଣି ପିଇଲେ ଅଶୋକ ଗେହଲୋଟ, ଟ୍ରୋଲ ହେବା ପରେ ଦେଲେ ଜବାବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାସ୍କ ପିନ୍ଧି ପାଣି ପାରିବେ? ବୋଧହୁଏ ସମସ୍ତେ କହିବେ ନା? କିନ୍ତୁ ସୋଶିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମୁହଁରେ ମାସ୍କ ଲାଗିଥିବା ବେଳେ ପାଣି ପିଉଥିବାର ନଜର ଆସିଛି। ଭିଡିଓରେ…

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ…

ଗୃହମନ୍ତ୍ରୀଙ୍କ ଆଖପାଖରେ ଅଜଣା ବ୍ୟକ୍ତି, ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ବଳୟ ଭିତରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତି ଗିରଫ । ଗିରଫ ବ୍ଯକ୍ତି ଜଣଙ୍କ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ ବୋଲି କହୁଛନ୍ତି। କିନ୍ତୁ ଏଯାବତ ଏହାର ସତ୍ୟାସତ୍ୟ ଜଣାପଡିନି। ଗଣେଶ ପୂଜା ବେଳେ…

ପ୍ରକାଶ ପାଇଲା NEET(UG) ଫଳାଫଳ, ରାଜସ୍ଥାନର ତନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET(UG)2022 ର ଫଳାଫଳ । ଅଲ୍ ଇଣ୍ଡିଆ ରାଙ୍କ୍‌ରେ ସ୍ଥାନ ପାଇଛନ୍ତି ରାଜସ୍ଥାନର ତନିଷ୍କା । ଜାତୀୟ ପରୀକ୍ଷା ଏଜେନ୍ସି NTA ସେପ୍ଟେମ୍ବର 7, ବୁଧବାର ରାତି ନିଜ ଅଫିସିଆଲ ସାଇଟରେ ପରୀକ୍ଷା ଫଳ ପ୍ରକାଶ କରିଛି ।…

ନୀତିଶଙ୍କ ଦିଲ୍ଲୀ ଚଲୋ ରାସ୍ତା ସହଜ ହେବ କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତିଶ କୁମାରଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ନେଇ ଏବେ ଚାରିଆଡେ ଚର୍ଚା  । ଗତ ତିନି ଦିନ ଭିତରେ ଅନେକ ବିରୋଧୀ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଦଳ ଜେଡିୟୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ…

ବର୍ଷକରେ ୫୦୦ କୋଟି ଟଙ୍କାର ଆଂଟିବାୟୋଟିକ ଖାଇଗଲେ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟଙ୍କ ମନଇଚ୍ଛା ଔଷଧ ବ୍ୟବହାର ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ତାହା ପୁଣି ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରାଯାଇଛି । ରିପୋର୍ଟ ମୁତାବକ ୨୦୧୯ରେ ଭାରତୀୟମାନେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆଂଟିବାୟୋଟିକ ଖାଇଛନ୍ତି । ଆଜିଥ୍ରୋମାଇସିନକୁ…

ରାହୁଲଙ୍କୁ ସହାୟକ ହେବ କି ଭାରତ ଯୋଡୋ ଯାତ୍ରା ?

କନ୍ୟାକୁମାରୀ: ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା  । କନ୍ୟାକୁମାରୀଠାରୁ ଏହି ଯାତ୍ରା ଆରମ୍ଭ କରି ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ବିଜେପି ବିରୋଧୀଙ୍କୁ ଡରାଉଛି ।  ଧର୍ମ ଏବଂ ଭାଷା ଆଧାରରେ ଦେଶକୁ ବାଣ୍ଟିବାକୁ…

ବାପାଙ୍କୁ ଭାଲୁ କବଳରୁ ରକ୍ଷା କଲା ଝିଅ

ସିରୋହୀ: ରାଜସ୍ଥାନର ସିରୋହୀ ଜିଲ୍ଲାରେ ଏକ ଝିଅର ସାହସକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି । କୃଷକ କରମା ରାମ ଚୌଧୁରୀଙ୍କୁ ହଠାତ ଏକ ଭାଲୁ ରାତି ଅଧରେ ଆକ୍ରମଣ କରିଥିଲା । ଘରକୁ ଲାଗି ଏହି ଜମି ଥିବାରୁ ଫସଲର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପରିବାର ସଜାଗ ରହିଥାନ୍ତି । ୫୦ ବର୍ଷୀୟ ରାମ…

ଦିଲ୍ଲୀ ଦଙ୍ଗଲ : ଉପରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରିଦେଲେ ଆପ ନେତା ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ସିଂ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ପଠାଇଥିବ ମାନହାନୀ ନୋଟିସକୁ ସର୍ବ ସମ୍ମୁଖରେ ଚିରି ଦେଇଛନ୍ତି । ଏଥିସହ ଉପରାଜ୍ୟପାଳ କୋଟି କୋଟି ଟଙ୍କାର…