Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନକୁ ଡିସିଜିଆଇ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ବିପକ୍ଷ ଲଢ଼େଇରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଭାରତର ଡ୍ରଗ କଂଟ୍ରୋଲର ଜେନେରାଲ (ଡିସିଜିଆଇ) ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଏ ନେଇ ସୂଚନା ପ୍ରଦାନ…

ଆସିଲା ସାଇରସ ମିସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଶରୀରର ଅନେକ ଅଙ୍ଗର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ସୂଚନା ମିଳିଛି। ସୋମବାର ସରକାରୀ ଜେଜେ…

‘କାର ପଛ ସିଟରେ ବସୁଥିବା ଯାତ୍ରୀ ଭାବୁଛନ୍ତି ସିଟ୍ ବେଲ୍ଟ ବାନ୍ଧିବା ଦରକାର ନାହିଁ’

ନୂଆଦିଲ୍ଲୀ: ମର୍ସିଡିଜ ଭଳି ଦାମୀ କାରରେ ଯିବା ବେଳେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଆଇଏଏର ସର୍ବଭାରତୀୟ ସମ୍ମିଳନୀ ’ନେସନ୍ସ ବ୍ରାଣ୍ଡ’ କୁ ସମ୍ବୋଧିତ କରି କାରରେ ଯାତ୍ରା କରିବା ବେଳେ ଲୋକମାନେ କିଭଳି ସିଟ୍ ବେଲ୍ଟ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୩୧୮ କୋଟି ଟଙ୍କା ପୈଠ କଲେନି ବିଜୟ ମାଲ୍ୟା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏପର୍ଯ୍ୟନ୍ତ ୩୧୮ କୋଟି ଟଙ୍କା ଦେଇ ନାହାଁନ୍ତି ପଳାତକ ବିଜୟ ମାଲ୍ୟା। ସୋମବାର ସୁପ୍ରିମକୋର୍ଟ ଏହି ସୂଚନା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ୩୧୮ କୋଟି ଟଙ୍କା ଦେବାକୁ ମାଲ୍ୟାଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଛି। କିନ୍ତୁ ସେ…

ମିଶନ ୨୦୨୪: ମନ୍ତ୍ରୀ ଦେବେ ରିପୋର୍ଟ, ସମୀକ୍ଷା କରିବେ ଶାହ, ନଡ୍ଡା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି (ସେପ୍ଟେମ୍ବର ୬) ବିଜେପିର ବଡ ବୈଠକ ବସିବାକୁ ଯାଉଛି। ଏହି ବୈଠକ ଅପରାହ୍ନ ୪ଟା ୩୦ ସମୟରେ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ବୈଠକରେ ଦଳର ଆଗାମୀ ଯୋଜନା…

୩୨ ବର୍ଷରେ ବେଙ୍ଗାଲୁରୁରେ ସବୁଠୁ ବଡ଼ ବର୍ଷା

ବାଙ୍ଗାଲୋର: ଦେଶର ସିଲିକନ ଭ୍ୟାଲି ବି ଆଇଟି ସିଟି ଏବେ ପାଣିରେ ଉବୁଟୁବୁ ହେଉଛି। ପ୍ରବଳ ବର୍ଷା ହେତୁ ଲୋକମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଯେଉଁ ରାସ୍ତାରେ କାର, ଗାଡି ଚାଲୁଥିଲା ସେଠି ଏବେ ଡଙ୍ଗା ବୁଲୁଛି। ଅନେକ ବ୍ୟସ୍ତବହୁଳ ରାସ୍ତାରେ…

ଦିଲ୍ଲୀ ଅବକାରୀ ନୀତି ଘୋଟାଲା: ୩୦ଟି ଜାଗାରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ତଥା କଥିତ ଅବକାରୀ ନୀତି ଦୁର୍ନିତି ମାମଲାରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏ ନେଇ ଦିଲ୍ଲୀ ସମେତ ପ୍ରାୟ ୩୦ ଟି ସ୍ଥାନରେ ଇଡି ଚଢାଉ କରିଛି। ତେବେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରାଯାଇ ନାହିଁ। ଇଡି ସୂତ୍ରରୁ…

ଗୁଜରାଟ ପାଇଁ ରାହୁଲ ଗାନ୍ଧୀଙ୍କ ମାଗଣା ଯୋଜନା ଘୋଷଣା : ଋଣ ଛାଡ, ମାଗଣା ବିଜୁଳି

ଅହମଦାବାଦ: ଗୁଜରାଟରେ ଭୋଟ ପାଇଁ ରାହୁଲ ଗାନ୍ଧୀ  ଭୋଟରଙ୍କୁ ମାଗଣା ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି ।  ବିଜେପି ସରକାରକୁ ଗାଦିରୁ ହଟାଇବା ପାଇଁ ରାହୁଲ ଗାନ୍ଧୀ ଚାଷୀଙ୍କୁ ଋଣ ଛାଡ, ମାଗଣା ବିଜୁଳି, କମ ଦାମରେ ଗ୍ୟାସ ପ୍ରତିଶ୍ରୁତି ଘୋଷଣା କରିଛନ୍ତି  । ଗୁଜରାଟକୁ ହାତେଇବା ପାଇଁ…

ଶିକ୍ଷକ ଥିବା ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କଠାରୁ ସମ୍ମାନିତ ହେବା ଗୁରୁତ୍ୱପୂର୍ଣ୍ଣ : ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସେ ଶିକ୍ଷକମାନଙ୍କୁ…

ଆପ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ବର୍ତମାନର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସୋମବାର ଆପର କେତେକ ନେତାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି । ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି…