Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଫେଟଙ୍କୁ ନେଇ ଆପତ୍ତିଜନକ ବୟାନ: ମୋଦୀ, ଡୋଭାଲଙ୍କୁ ଭେଟିବା ପରେ ଅବୁଝା ଇରାନ ହେଜିଗଲା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତକୁ ବିରୋଧ କରୁଛନ୍ତି। ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଇରାନ ସମେତ ଅନେକ ଓଆଇସି ଦେଶ କହୁଥିବା ବେଳେ ଭାରତ ଗସ୍ତରେ ଆସି ଇରାନର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୱାବ, ଅନୀଲଙ୍କୁ ଝଟକା: ରାଜ୍ୟସଭା ନିର୍ବାଚନରେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଧାୟକ ନୱାବ ମଲିକ ଓ ଅନୀଲ ଦେଶମୁଖଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଦୁଇ ନେତା କୋର୍ଟରେ ଆବେଦନ କରିଥିଲେ । ମାତ୍ର ଗୁରୁବାର ସେମାନଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । କୈଦୀଙ୍କୁ ଭୋଟ ଦେବା ଅଧିକାର…

ଜୁଲାଇ ପହିଲାରୁ ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ୍; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଅମୂଲ

ଭୁବନେଶ୍ୱର: ଜୁଲାଇ ପହିଲାରୁ ବନ୍ଦ ହେବ ପ୍ଲାଷ୍ଟିକ ଷ୍ଟ୍ର । ଭାରତ ସରକାର ଏହି ଘୋଷଣା କରିଛନ୍ତି । ଏହା ପରେ ବିଭିନ୍ନ କୋଲ ଡ୍ରିଙ୍କ କମ୍ପାନୀ ମାନଙ୍କୁ ଚିନ୍ତା ଘାରିଛି । ଭାରତରେ ବିକ୍ରି ହେଉଥିବା ସମସ୍ତ ଛୋଟ କୋଲଡ୍ରିଙ୍କ ପ୍ୟାକ୍ରେ ପ୍ଲାଷ୍ଟିକ୍ ଷ୍ଟ୍ର ହିଁ ଲାଗିଥାଏ । ହଠାତ୍ ଏଭଳି…

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଭୋଟ୍ ଗଣତି

ନୂଆଦିଲ୍ଲୀ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ପ୍ରେସମିଟରେ ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି । ତା ପୂର୍ବରୁ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ…

[ଦେଖନ୍ତୁ ଭିଡିଓ] ବୈଦିକ ରୀତିନୀତିରେ ନିଜକୁ ନିଜେ ବିବାହ କରିଲେ ଯୁବତୀ କ୍ଷମା ବିନ୍ଦୁ

ଗୁଜରାଟ: ବାଜା ବାଜୁଛି। ହଳଦୀ ମେହେନ୍ଦୀ ବି ଚାଲିଛି। ବ୍ରାହ୍ମଣ ମନ୍ତ୍ର ବି ପାଠ ହୋଇଛି। ପାରମ୍ପରିକ ରୀତିନୀତିର ସହ ବିବାହ କାର୍ଯ୍ୟ ହୋଇଛି। ହେଲେ ବିବାହ ବେଦୀରେ ନିଜେ ଏକା ବସିଛି କନ୍ୟା। ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ବିନ୍ଦୁ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଅପରାହ୍ଣରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା । ଆଜି ଅପରାହ୍ଣରେ ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି । ସେହି ଅନୁସାରେ ତା’ପୂର୍ବରୁ ରାଷ୍ଟ୍ରପତି…

EXCLUSIVE: ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ସହ ପଙ୍ଗା, ‘ଓଆଇସି’କୁ ପଡ଼ିବ ମହଙ୍ଗା !

ଭୁବନେଶ୍ୱର: ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତ ବିରୋଧରେ ମେଳି କରିଛନ୍ତି। ଆଉ ଭାରତ ସରକାର ନୁପୂରଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ‘ଅର୍ଗାନାଇଜେସ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌’ର (ଓଆଇସି)…

ଇଡିରେ ହାଜର ହେବା ପାଇଁ ତିନି ସପ୍ତାହ ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଇଡି ନିକଟରେ ହାଜର ହେବା ପାଇଁ ଆହୁରି ତିନି ସପ୍ତାହ ସମୟ ମାଗିଛନ୍ତି । କୋଭିଡ ଆକ୍ରାନ୍ତ ଦର୍ଶାଇ ସେ ଅଧିକ ସମୟ ମାଗିଛନ୍ତି ବୋଲି ଏନଡିଟିଭି ଖବର ପ୍ରକାଶ କରିଛି । ନେଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ…

ଭାରତ – ଭିଏତନାମା ପ୍ରତିରକ୍ଷା ଚୁକ୍ତିକୁ ନେଇ ଚୀନ ଚିନ୍ତାରେ

ନୂଆଦିଲ୍ଲୀ: ସୀମାରେ ଚୀନକୁ ଭାରତୀୟ ସେନା ଟକ୍କର ଦେବା ପରେ ଏବେ ଯେଉଁ ବଡ଼ ନିଷ୍ପତ୍ତି ନେଇଛି ତାହାକୁ ନେଇ ଚୀନ ଚିନ୍ତାରେ । ଚୀନ ସହ ଭିଏତନାମାର ଘୋର ଶତ୍ରୁତା ଥିବା ବେଳେ ଭାରତ ଏବେ ଭିଏତନାମ ସହ ବନ୍ଧୁତାର ହାତ ବଢ଼ାଇଛି ।  ଚୀନକୁ ସାବାଡ କରିବା ପାଇଁ ଭାରତୀୟ ସେନା ଏବେ ଭିଏତନାମ ସହ…

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟର ମାଇଣ୍ଡ ଲରେନ୍ସ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ପଂଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଲରେନ୍ସ ବିଶ୍ନୋଇ ବୋଲି ଆଜି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । ସ୍ପେଶାଲ ପୋଲିସ କମିଶନର ଏଚଜିଏସ ଧାଲିୱାଲା ଏକ ପ୍ରେସ କନଫେରନ୍ସରେ ବିଧିବଦ୍ଧ ଭାବେ ଏହା କହିଛନ୍ତି । ସିଦ୍ଧୁଙ୍କ ହତ୍ୟା ଲରେନ୍ସଙ୍କ…