Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ: ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ।…

ବାଂଲାଦେଶ ନୌକା ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି, ୩୪ ନିଖୋଜ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ଏହି ନୌକା ଦୁର୍ଘଟଣାରେ ରବିବାର ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଆହୁରୀ ୨୬ ଜଣଙ୍କର ମୃତଦେହ ଉଦ୍ଧାର…

ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଜାପାନ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି ।…

କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ…

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓ ବ୍ଲକ୍‌ କଲେ ସରକାର

ନୂଆଦିଲ୍ଲୀ:  ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ  ବ୍ଲକ୍‌ କରିଛି । ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନୀରଜ ଗ୍ୟାଙ୍ଗ ବିରୋଧରେ ହାତ ମିଳାଇଲେ ରାଜେଶ, ଗୋଲ୍ଡି,ଲରେନ୍ସ ଗ୍ରୁପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ବଡ ଧରଣର ଗ୍ୟାଙ୍ଗୱାର ହେବାକୁ ଯାଉଥିବା ପୋଲିସ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ନିକଟରେ ରାଜେଶ ବବାନିଆ ଗ୍ୟାଙ୍ଗର ୪ ବଦମାସ ଧରାପଡିବା ପରେ ସେମାନଙ୍କ ନିକଟରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । ନୀରଜ ବାବାନିଆ ଗ୍ୟାଙ୍ଗ ବିରୋଧରେ…

ଆଜମ ଖାଁ, ଅବଦୁଲ୍ଲାଙ୍କ ପତା ମିଳୁନି

ରାମପୁର:ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଆଜମ ଖାଁ ଏବଂ ତାଙ୍କ ପୁତ୍ର ଅବଦୁଲ୍ଲା ଆଜମଙ୍କ ପତା ମିଳୁନି । ଯାହାକୁ ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ପଡିଛି । ହାର୍ଟ ଆଟାକର ଚିକିତ୍ସା ପାଇଁ ଦିଲ୍ଲୀ ଆସିବା ପରେ ଏବେ ଆଜମଙ୍କ ପତା ମିଳୁନି । ତାଙ୍କ ବିରୋଧରେ ଅନେକଗୁଡିଏ ମୋକଦ୍ଦମା ରୁଜୁ…

ସୋନିଆ ମାଗିଲେ ରିପୋର୍ଟ, ମାକେନ କହିଲେ ବିଧାୟକଙ୍କ ତିନି ସର୍ତ୍ତ

ନୂଆଦିଲ୍ଲୀ: ରାଜସ୍ଥାନରୁ ଫେରି ୧୦ ଜନପଥରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ସମସ୍ତ କଥା କହିଛନ୍ତି ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ। ଦଳର ଉଭୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ୍ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନରେ ଦଳରେ ଦେଖାଦେଇଥିବା…

ଗେହଲଟ ଆଉଟ୍, କଂଗ୍ରେସ ଅଧ୍ୟକ୍ଷ ରେସରେ ୧୦ ଜନପଥର ତିନି ବିଶ୍ବସ୍ତ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ନେତୃତ୍ବକୁ ନେଇ ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ନିର୍ବାଚନ ଯେଉଁଭଳି ସ୍ବାଭାବିକ ଭାବରେ ହେବ ବୋଲି ଆଶା କରାଯାଉଥିଲା ସେଥିରେ ବ୍ୟତିକ୍ରମ ହୋଇଛି। ପ୍ରଥମେ ଅଶୋକ ଗେହଲଟ ଏବଂ ଶଶୀ…

ନବରାତ୍ରୀରେ ଟ୍ରେନରେ ମିଳିବ ବ୍ରତ ଥାଳି

ନୂଆଦିଲ୍ଲୀ: ନବ ରାତ୍ରୀ ପାଇଁ ରେଳ ମନ୍ତ୍ରଣାଳୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛି । ଏହା ଅନୁସାରେ ନବରାତ୍ରୀ ପାଳନ କରୁଥିବା ଭକ୍ତଙ୍କ ପାଇଁ ବ୍ରତ ଥାଳି ଉପଲବ୍ଧ ହେବ । ରେଳବାଇ ପକ୍ଷରୁ ଏ ନେଇ ଟ୍ୱିଟ କରି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ୨୬ ସେପ୍ଟମ୍ବରରୁ ୫…