Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫିନଲାଣ୍ଡକୁ ପୁଣି ଧମକାଇଲେ ପୁଟିନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଟୋର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ନାଟୋ ସଦସ୍ୟତା ନେବେ ରୁଷର ଦୁଇ ପଡ଼ୋଶୀ ରାଷ୍ଟ୍ର ଫିନଲାଣ୍ଡ ଓ ସ୍ୱିଡେନ୍ । କଥାବାର୍ତ୍ତା ଓ ଅନ୍ୟାନ୍ୟ ପ୍ରକ୍ରିୟା ଚାଲିଛି । ଏକଥାକୁ ସହଜରେ ଜମ କରି ପାରୁନି ରୁଷ୍ । ପୁଣି ଥରେ ଫିନଲାଣ୍ଡକୁ…

କାର୍ ଦୁର୍ଘଟଣାରେ ଆଖି ବୁଜିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସିମଣ୍ଡସ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ପରଲୋକରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସିମଣ୍ଡସ୍ । ଏକ କାର୍ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ନିଜେ କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର…

ନାଟୋରେ ସାମିଲ ହେବାକୁ ଯାଉଥିବା ଫିନଲାଣ୍ଡକୁ ବିଜୁଳି ସେବା କାଟିବ ରୁଷ

ମସ୍କୋ: ଫିନଲାଣ୍ଡ ନାଟୋରେ ସାମିଲ୍ ହେବାକୁ ଯାଉଛି । ଫିନଲାଣ୍ଡର ଏପରି ନିଷ୍ପତ୍ତିରେ ରୁଷ କ୍ଷୁବ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ରୁଷ ଫିନଲାଣ୍ଡକୁ ଶନିବାରଠୁ ବିଜୁଳି ଯୋଗାଣ ବନ୍ଦ କରିବ ବୋଲି କହିଛି। ଫିନଲାଣ୍ଡ ନାଟୋରେ ସାମିଲ ହେବା ନେଇ କହିବା ପରେ ପ୍ରତିକ୍ରିୟା ସ୍ୱରୂପ ରୁଷ ଏଭଳି…

ରୁଷ ସେନା ପୋଲ ପାରି ହେଉଥିବା ବେଳେ ବୋମା ପକାଇ ଉଡାଇ ଦେଲା ୟୁକ୍ରେନ !

କିଭ୍: ପୁଟିନ ଫୋର୍ସକୁ ଚକମା ଦେଲେ ଜେଲେନସ୍କି ଫୋର୍ସ । ପୋଲ ପାରି ହୋଇ ଯାଉଥିବା ବେଳେ ରୁଷ ସେନାକୁ ଭସ୍ମ କରିଦେଲା ଜେଲେନସ୍କି ଫୋର୍ସ । ଯାହାକୁ ନେଇ ଚିନ୍ତାରେ ରୁଷ ସେନା । ସ୍ଥିତି ଏମିତି ଯେ ପୋଲ ଉପରେ ବୋମା ପକାଇ ୟୁକ୍ରେନ ସେନା ଧ୍ୱଂସ କରିଦେବା ପରେ ରୁଷ ସେନାଙ୍କର ଖୋଜ…

ମୋଦୀଙ୍କ ନେପାଳ ଗସ୍ତ ଉପରେ ଡ୍ରାଗନର ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିବେ। ମୋଦୀଙ୍କର ମେ ୧୬ର ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମୋଦୀଙ୍କ ନେପାଳ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁଛି ଚୀନ୍ । ବିିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ନେପାଳ ସରକାର…

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେମିତି ତିଆରି କରିବେ ଡିଏଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଯାନ ଆଇନ ୨୦୧୭ରେ ସଂଶୋଧନ କରି ଏହାକୁ ଅଧିକ କଡ଼ାକଡ଼ି କରିଛନ୍ତି । ଏଣିିକି ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ପାଇବାକୁ ସରକାର ସହଜ କରିଦେଇଛନ୍ତି। ଲମ୍ବା ଧାଡିରେ ଛିଡା ହେବାର କୌଣସି ଆବଶ୍ୟକତା ନାହିଁ। ତେଣୁ କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ଅନୁମତି…

ବିପ୍ଳବ ଦେବଙ୍କ ପରେ ମାଣିକ ଶାହ ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ଅଗରତାଲା: ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଡକ୍ଟର ମାଣିକ ଶାହ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ସଂଧ୍ୟାରେ ସେ ଶାସକ ଦଳର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ମାଣିକ ଶାହ ତ୍ରିପୁରା ବିଜେପିର ସଭାପତି ଏବଂ ସେ…

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହୋଇ ଉଠିଛି । ୨୦୨୩ ଫେବୃୟାରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବ । ଆଉ ଅଳ୍ପ ଦିନ ନିର୍ବାଚନ ଥିବା ବେଳେ ସେ ହଠାତ କାହିଁକି ଇସ୍ତଫା ଦେଲେ ତାହା…

‘କର୍ମସ୍ଥଳୀରେ ‘ଚନ୍ଦା’ ବୋଲି ଆକ୍ଷେପ କରିବା ଯୌନ ଉତ୍ପୀଡନତା ସହିତ ସମାନ’

ଲଣ୍ଡନ: କର୍ମସ୍ଥଳୀରେେ କାହାକୁ ଚନ୍ଦା ବୋଲି ଆକ୍ଷେପ କରିବା କୌଣସି ମହିଳାର ସ୍ତନ ଉପରେ ମନ୍ତବ୍ୟ ଦେବା ସହ ସମାନ । ଯିଏ ଚନ୍ଦା ବୋଲି ଅନ୍ୟକୁ ଆକ୍ଷେପ କରିବ ସେ ଯୌନ ଉତ୍ପୀଡ଼ନ ମାମଲାର ଶିକାର ହେବ । ବ୍ରିଟେନର ଏକ କୋର୍ଟ ଏପରି ରାୟ ଶୁଣାଣି କରିଛନ୍ତି । ଏହି ମାମଲା ବର୍ଷକ ତଳର ।…

କୃଷ୍ଣସାର ମୃଗ ଶିକାର ବେଳେ ପୋଲିସ ସହ ଏନକାଉଣ୍ଟର: ଟଳିଲେ ୩ ପୋଲିସ କର୍ମୀ

ମଧ୍ୟପ୍ରଦେଶ  : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ…