Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରିଟେନକୁ ଫେରିଲା କି ପୋଲିଓ !

ଲଣ୍ଡନ: ପୋଲିଓ ମୁକ୍ତ ବ୍ରିଟେନର ସ୍ୱାସ୍ଥ୍ୟାଧିକାରୀ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ଦିନ ପରେ ସେୱେଜରେ ପୋଲିସ ଭାଇରସ ମିଳିଛି । ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସି ଏହା ସ୍ପଷ୍ଟ କରିଛି । ଏହା ଚିନ୍ତାର ବିଷୟ ହେଲେ ମଧ୍ୟ ବ୍ରିଟେନକୁ ପୋଲିଓ ଫେରିଲା ବୋଲି ଏତେ ଶୀଘ୍ର କହି ହେବନି…

[ଦେଖନ୍ତୁ ଭିଡିଓ] ମୋଦିଙ୍କୁ ଭେଟିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଦିଲ୍ଲୀ : ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଭବନରେ ପହଞ୍ଚି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିଥିବା…

ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ରୁହ: ଶରଦ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାରେ ବିଦ୍ରୋହ ପାଇଁ ଅଢେଇ ବର୍ଷ ହେବ ମେଣ୍ଟ ସରକାରରେ ଥିବା ଏନସିପି ଏବଂ କଂଗ୍ରେସକୁ ନିରାଶ କରିବାକୁ ଯାଉଛି । ଏବେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଘର ମାତୋଶ୍ରୀକୁ ସ୍ଥାନାନ୍ତର ହେବା ପରେ ଏନସିପି ସୁପ୍ରିମୋ ଶରଦ…

ମହାରାଷ୍ଟ୍ର ରାଜନୀତିରେ ହଟଚମଟ, ହୋଟେଲ ଆଗରେ ପ୍ରତିବାଦ କଲା ମମତାଙ୍କ ଟିଏମସି

ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ପ୍ରତିବାଦ କରିଛି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି । ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଧାୟକ ଏବେ ଆସାମର ରାଜଧାନୀ ଗୌହାଟିର ରାଡିସନ୍ ବ୍ଲୁ ହୋଟେଲ ରହିଛନ୍ତି। ଏହି ହୋଟେଲ ବାହାରେ ଟିଏମସି ନେତା…

୪ ବର୍ଷର ଶିଶୁକୁ କାମୁଡିବା ପରେ ଛଟପଟ ହୋଇ ମରିଗଲା ବିଷାକ୍ତ ସାପ

ପାଟନା: ଗୋପାଳଗଂଜ ଅଂଚଳରେ ଏ ଭଳି ଏକ ଘଟଣା ଅଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଘଟଣାଟି ଏହିପରି ଏଠାରେ ମାଧୋପୁରର ରୋହିତ କୁମାରଙ୍କ ୪ ବର୍ଷର ପୁଅ ଘର ବାହାରେ ଖେଳୁଥିବା ବେଳେ ଗୋଟିଏ ବିଷାକ୍ତ ସାପ ଦଂଶନ କରିିଥିଲା । ପିଲାଟିର କିଛି କ୍ଷତି ହେବା ପରିବର୍ତେ ସାପଟି…

[ଦେଖନ୍ତୁ ଭିଡିଓ] ଉଦ୍ଧବଙ୍କ ଅଢ଼େଇ ବର୍ଷ… କ’ଣ ପାଇଲେ, କ’ଣ ହରାଇଲେ ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ସରକାର ଗଠନ ପାଇଁ ଯେତିକି ଡ୍ରାମା ହୋଇଥିଲା ଏବେ କ୍ଷମତା ବଞ୍ଚାଇବାକୁ ବେଶ୍ କସରତ କରିବାକୁ ପଡ଼ୁଛି । ଏକନାଥ ସିନ୍ଦେଙ୍କ ଚାଲରେ ଫସି ଯାଇଥିବା ଉଦ୍ଧବ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଅନ୍ୟପଟେ ଉଦ୍ଧବ…

ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି । ହାଇକୋର୍ଟରେ ପିଟିସନ୍ ଦାଖଲ ।

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ…

ଚେସ୍‌ ଅଲମ୍ପିଆଡର ମଶାଲ ରିଲେରେ ଭାଗ ନେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଧର୍ମଶାଳା: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ  ଅନୁରାଗ ସିଂ ଠାକୁର ବୁଧବାର ଦିନ ଧର୍ମଶାଳା ଠାରେ ଚେସ୍‌ ଅଲମ୍ପିଆଡର ମଶାଲ ରିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଧର୍ମଶାଳାରେ ମଶାଲ ରିଲେକୁ ସ୍ବାଗତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି…

ଜୁନ୍‍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - "ବାଣିଜ୍ୟ ଭବନ" କୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ - ର୍ନିୟାତ (ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍‍…

ଜୁନ୍‍ ୨୬-୨୮, ୨୦୨୨ ରୁ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ୨୬-୨୭ ଜୁନ୍ ୨୦୨୨ ରେ ଜର୍ମାନରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜମାନର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ…